ବଲୀଉଡରେ ହେବ ସୁପର ଷ୍ଟାର ରବି କିଶନଙ୍କ ଝିଅର ଏଣ୍ଟ୍ରି, ସୁନ୍ଦରତାରେ ସାରା ଓ ଜାହ୍ନବୀଙ୍କୁ ଦେବେ ମାତ୍, ଦେଖନ୍ତୁ ତାଙ୍କ ଫୋଟୋସୁଟ

ଆଜିକାଲି ଷ୍ଟାର କିଡ୍ସଙ୍କର ଜମାନା ଆସି ଯାଇଛି । ବାର୍ତ୍ତମାନ ମିଡିୟା ଷ୍ଟାରମାନଙ୍କୁ ଛାଡି ତାଙ୍କ ପିଲାଙ୍କ ଉପରେ ନଜର ରଖୁଛନ୍ତି । କହିଦେଉଛୁ ଯେ ବର୍ତ୍ତମାନ ଷ୍ଟାର କିଡ୍ସ କହିଲେ ଜାନ୍ହବୀ କପୂର, ଅନନ୍ୟା ପାଂଡେ, ସୁହାନା ଖାନ, ସାରା ଅଲୀ ଖାନଙ୍କର ନାମ ପ୍ରଥମେ ମୁହଁରେ ଆସିଥାଏ । ଏମିତିରେ ଆଉ ଜଣେ ସୁପରଷ୍ଟାରଙ୍କର ଝିଅ ଜଲ୍ଦି ହିଁ ବଲୀଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି ।

ଆମେ କଥାବାର୍ତ୍ତା କରୁଛୁ ଭୋଜପୁରୀ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ହିରୋ ରବି କିଶନଙ୍କର । କହିଦେଉଛୁ ଯେ ରବି କିଶନ ଭୋଜପୁରୀର ଫିଲ୍ମ ସହିତ ବଲୀଉଡ ଏବଂ ଟଲୀଉଡର ଫିଲ୍ମରେ ମଧ୍ୟ କାମ କରିସାରିଛନ୍ତି ।

ବହୁତ ସୁନ୍ଦର ଅଟନ୍ତି ରବି କିଶନଙ୍କର ଝିଅ

ରବି କିଶନଙ୍କର ଝିଅ ରୀବା ଶୁକ୍ଲା ଜଲ୍ଦି ହିଁ ବଲୀଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି । ଆପଣଙ୍କୁ କହିଦେଉଛୁ ଯେ ରୀବା ଦେଖିବାକୁ ବହୁତ ସୁନ୍ଦର ଏବଂ ସ୍ଟାଇଲିଶ ଅଟନ୍ତି । ମିଡିୟା ରିପୋର୍ଟ ଅନୁସାରେ ରୀବା ଫିଲ୍ମ ‘ସବ କୁଶଲ ମଂଗଲ ହୈ’ରୁ ବଲୀଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଏହି ଫିଲ୍ମରେ ତାଙ୍କ ସହିତ ବଲୀଉଡ ଅଭିନେତ୍ରୀ ପଦ୍ମିନୀ କୋଲ୍ହାପୁରିଙ୍କର ପୁଅ ପ୍ରିୟଙ୍କ ଶର୍ମା ବି ଅଛନ୍ତି ।

ଯେତେବେଳେ ରବି କିଶନଙ୍କୁ ତାଙ୍କ ଝିଅଙ୍କର ଡେବ୍ୟୁ ବିଷୟରେ ପଚରାଗଲା ତେବେ ସେ କହିଲେ କି, ରିବା ପିଲାବେଳୁ ହିଁ ମୋତେ ଅଭିନୟ କରୁଥିବାର ଦେଖି ବଡ ହୋଇଛନ୍ତି । ଏମିତିରେ ଏହି ଫିଲ୍ଡରେ ତାଙ୍କର ଭବିଷ୍ୟତ ଉଜ୍ଵଳ ଅଟେ । ଏମିତିରେ ରିବାଙ୍କୁ ଯେତେବେଳେ ତାଙ୍କ ବଲୀଉଡ ଡେବ୍ୟୁ ବିଷୟରେ ପଚରାଗଲା ତେବେ ସେ କହିଲେ କି, “ମୁଁ ଆମେରିକାରେ ଥିଲି ଯେତେବେଳେ ମୋତେ ଏହି କଥାର ଖବର ମିଳିଲା । ବାପାଙ୍କ ସାଙ୍ଗ ମୋଇନ ବେଗଙ୍କର ଫୋନ ଆସିଥିଲା ଏବଂ ସେ ମୋତେ ଏହି ଖୁସିଖବର ଦେଲେ ।“

କହିଦେଉଛୁ ଯେ, ପଦ୍ମିନୀ କୋଲ୍ହାପୁରିଙ୍କର ପୁଅ ପ୍ରିୟଙ୍କ ଶର୍ମାଙ୍କ ସହିତ ରିବା ଶୁକ୍ଲା ଡେବ୍ୟୁ କରିବାକୁ ଯାଉଛନ୍ତି । ତାଙ୍କ ଡେବ୍ୟୁ ଫିଲ୍ମର ନାମ ‘ସବ କୁଶଲ ମଂଗଲ ହୈ’ କୁହାଯାଉଛି । ଏହି ଫିଲ୍ମକୁ ଶାଦ ଅଲୀ, ମଣିରତ୍ନମ ଏବଂ ଶିମୀତ ଅମୀନଙ୍କର ଅସିସ୍ଟେଂଟ ରହି ସାରିଥିବା କରଣ କଶ୍ୟପ ଡାୟରେକ୍ଟ କରୁଛନ୍ତି । କରଣ କଶ୍ୟପଙ୍କର ଏହା ପ୍ରଥମ ଫିଲ୍ମ ଅଟେ । ସୂତ୍ର ଅନୁସାରେ ଫିଲ୍ମର ଶୁଟିଙ୍ଗ ଆସନ୍ତା ମାସରୁ ଆରମ୍ଭ ହୋଇଯିବ । ଏବଂ ବର୍ତ୍ତମାନ ଦେଖନ୍ତୁ ରିବା ଶୁକ୍ଲାଙ୍କର କିଛି ସୁନ୍ଦର ଫଟୋ ।

ଏହି ପୋଷ୍ଟ ସମ୍ବନ୍ଧରେ ଆପଣଙ୍କ ମୂଲ୍ୟବାନ ମତାମତ ନିଶ୍ଚୟ କମେଣ୍ଟ କରନ୍ତୁ ଓ ପୋଷ୍ଟଟିକୁ ଶେୟାର କରନ୍ତୁ ।