ଜାଣନ୍ତୁ କାହିଁକି ସଲମାନ ନିଜ ଭଉଣୀ ଅଲବିରାଙ୍କ ଠାରୁ ବି ଅଧିକ ଭଲ ପାଆନ୍ତି ଗୋଦ ନେଇ ଥିବା ଅର୍ପିତାଙ୍କୁ

ସଲମାନ ଖାନ ପ୍ରାୟତଃ ନିଜର ପ୍ରଫେଶନଲ ଲାଇଫ ସହିତ ନିଜର ପର୍ସନଲ ଲାଇଫକୁ ନେଇ ବି ଚର୍ଚାରେ ରୁହନ୍ତି । କହିବାକୁ ଗଲେ ସଲମାନ ନିଜର ପରିବାରକୁ ବହୁତ ଭଲ ପାଆନ୍ତି । ସଲମାନ ନିଜର ପରିବାର ସଦସ୍ୟମାନଙ୍କ ମଧ୍ୟରୁ ଅର୍ପିତାଙ୍କୁ ବହୁତ ଅଧିକ ଭଲ ପାଆନ୍ତି ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ସଲମାନ ନିଜର ଭଉଣୀ ଅଲବିରାଙ୍କ ଠାରୁ ବି ଅଧିକ ଭଲ ପାଆନ୍ତି ନିଜର ପାଳିତ ଭଉଣୀ ଅର୍ପିତାଙ୍କୁ । ଆଜି ଆମେ ଆପଣଙ୍କୁ ଭାଇ ଓ ଭଉଣୀର ସମ୍ପର୍କ ବିଷୟରେ କହିବୁ ।

ଆପଣଙ୍କୁ କହିଦେଉଛୁ କି ଅର୍ପିତାଙ୍କୁ ସଲମାନଙ୍କର ପିତା ସଲିମ ଖାନ ଫୂଟପାତ ରୁ ଉଠାଇଥିଲେ । କହିବାକୁ ଗଲେ ସଲିମ ଖାନ ସବୁଦିନ ମର୍ନିଂଗ ୱାକ ପାଇଁ ଯାଆନ୍ତି । ଏହା ମଧ୍ୟରେ ସେ ସବୁବେଳେ ଫୁଟପାଥରେ ଏକ ମହିଳା ଓ ତାହାର ଛୋଟ ଝିଅ ଦେଖନ୍ତି । ସଲିମ ଖାନ ପ୍ରାୟତଃ ସେମାନଙ୍କୁ ଖାଇବା ପାଇଁ ଜିନିଷ ଦିଅନ୍ତି ।

କିନ୍ତୁ ଦିନେ ସେ ଦେଖିଲେ କି ସେ ମହିଳା ଜଣକ ଫୁଟପାଥରେ ମରିଥିବା ଅବସ୍ଥାରେ ପଡି ରହିଛି ଓ ତାହାର ଛୋଟ ଝିଅଟି ପାଖରେ ବସି ରହିଛି । ଏହା ପରେ ସଲିମ ଖାନ ସେହି ଛୋଟ ଝିଅ (ଅର୍ପିତା) କୁ ଘରକୁ ନେଇ ଆସିଲେ ଓ ତାକୁ ପରିବାର ଅଂଶ କରିନେଲେ । ପରିବାରରେ ଆସିବା ମାତ୍ରେ ହିଁ ଅର୍ପିତାଙ୍କର ବଣ୍ଡିଙ୍ଗ ସବୁଠୁ ଅଧିକା ସଲମାନ ଖାନଙ୍କ ସହିତ ହେଲା । ସଲମାନ ଅର୍ପିତାଙ୍କର ଦେଖା ଶୁଣା କଲେ ।

ସଲମାନ ଓ ତାଙ୍କର ପରିବାର ଲୋକମାନେ ଅର୍ପିତାଙ୍କୁ ଲଣ୍ଡନରେ ପଢାଇଲେ । ଅର୍ପିତା ଲଣ୍ଡନ କଲେଜରୁ ଫ୍ୟାସନ ଓ ମାର୍କେଟିଙ୍ଗର ଡିଗ୍ରୀ ବି ହାସଲ କରିଛନ୍ତି । ବର୍ତ୍ତମାନ ସେ ମୁମ୍ବାଇର ଏକ ଆର୍ଟିଟେକଚର କମ୍ପାନୀରେ କାମ କରୁଛନ୍ତି ।

ଆୟୁଷ ଶର୍ମା ସହ ବିବାହ କରିବା ସମୟରେ ସଲମାନ ନିଜ ଭଉଣୀକୁ ଉପହାର ସ୍ୱରୂପ ଏକ ଆଲିଶାନ ବଙ୍ଗଲା ଓ ଦାମିକିଆ କାର ବି ଦେଇଥିଲେ । ବାହାଘର ପରେ ଅର୍ପିତାଙ୍କର ଏକ ଛୋଟ ପୁଅ ବି ହୋଇଛି ଯାହାକୁ ସଲମାନ ବହୁତ ଭଲ ପାଆନ୍ତି ।

ଅର୍ପିତା ସଲମାନଙ୍କର ବହୁତ ନିକଟତ୍ତର ଅଟନ୍ତି । ଯେତେବେଳ ବି ଇମୋଶନଲ ସପୋର୍ଟ ଦରକାର ହୋଇଥାଏ ତେବେ ତାଙ୍କର ଭଉଣୀ ତାଙ୍କ ସହିତ ରହିଥାନ୍ତି । ସଲମାନ ଏକ ଇଣ୍ଟରଭ୍ୟୁରେ କହିଥିଲେ କି ତାଙ୍କର ଭଉଣୀ ଅର୍ପିତା ପରିବାରର ଇମୋଶନଲ ସପୋର୍ଟର ଏକ ମଜବୁତ ସ୍ତମ୍ଭ ଅଟେ ।

କହିବାକୁ ଗଲେ ଅର୍ପିତା ସଲମାନଙ୍କ ପାଇଁ ଏକ ଲକ୍କୀ ଚାର୍ମ ପ୍ରମାଣିତ ହୋଇଛନ୍ତି । ସଲମାନ ଯେତେବେଳ ବି କୌଣସି ଅସୁବିଧାରେ ରହିଥାନ୍ତି ସେତେବେଳ ଅର୍ପିତା ତାଙ୍କ ସହିତ ରହିଥାନ୍ତି । ଯାହା ଦ୍ଵାରା ସେ ସେହି ସମସ୍ୟାରୁ ସହଜରେ ବାହାରି ଯାଆନ୍ତି । ଅର୍ଥାତ ଅର୍ପିତା ସଲମାନଙ୍କ ପାଇଁ ବହୁତ ଭାଗ୍ୟଶାଳୀ ଅଟନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।