ବଲିଉଡର ଏହି ଦମ୍ପତି ପ୍ରମାଣିତ କରିଛନ୍ତି କି ପ୍ରେମରେ ବୟସର କିଛି ସମ୍ପର୍କ ନଥାଏ, ୧୭ବର୍ଷ ବଡ ସ୍ଵାମୀଙ୍କ ସହିତ ବହୁତ ଖୁସି ଅଛନ୍ତି ଏହି ହିରୋଇନ

ଦିଲୀପ କୁମାରଙ୍କ ନାତୁଣୀ ତଥା ବଲିଉଡ ଅଭିନେତ୍ରୀ ସାଇଶା ସହଗଲ ଗତ ବର୍ଷ ସାଉଥର ଜଣାଶୁଣା ଅଭିନେତା ଆର୍ଯ୍ୟାଙ୍କ ସହିତ ବିବାହ କରିଥିଲେ । ସାଇଶା ମଧ୍ୟ ବହୁତ ଦକ୍ଷିଣ ଭାରତୀୟ ଫିଲ୍ମରେ କାମ କରିଛନ୍ତି । ଏପରି ଏକ ଦକ୍ଷିଣ ଭାରତୀୟ ଫିଲ୍ମ କରିବା ସମୟରେ ଆର୍ଯ୍ୟାଙ୍କ ସହିତ ତାଙ୍କର ଭେଟ ହୋଇଥିଲା । ସାଇଶା ଏବଂ ଆର୍ଯ୍ୟାଙ୍କ ବିବାହକୁ ବହୁତ ଦିନ ହୋଇ ଗଲାଣି । ଦୁଇ ଜଣଙ୍କ ଭିତରେ କେବେ ହେଲେ କୌଣସି ମତଭେଦ ଆସିବାର ଖବର ଆସି ନାହିଁ । ସେ ଦୁଇଜଣ ବହୁତ ଖୁସିରେ ଜୀବନ ବଞ୍ଚୁଛନ୍ତି ।

ସାଇଶା ଏବଂ ତାଙ୍କ ସ୍ଵାମୀ ଆର୍ଯ୍ୟାଙ୍କ ବୟସ ଭିତରେ ପୁରା ୧୭ ବର୍ଷର ଅନ୍ତର ଅଛି । ତାଙ୍କ ସ୍ଵାମୀ ତାଙ୍କ ଠାରୁ ୧୭ ବର୍ଷ ବଡ ଅଟନ୍ତି । କିନ୍ତୁ ଏହା ପରେ ମଧ୍ୟ ତାଙ୍କ ଭିତରେ ବହୁତ ଭଲ ପାଇବା ରହିଛି । ଏହି ଦମ୍ପତି ପ୍ରମାଣିତ କରିଛନ୍ତି କି ଭଲ ପାଇବାରେ ବୟସର କୌଣସି ସୀମା ନାହିଁ ବୋଲି । ସାଇଶା ଦେଖିବା ପାଇଁ ବହୁତ ସୁନ୍ଦର ଅଟନ୍ତି ଏବଂ ତାଙ୍କ ସ୍ଵାମୀ ମଧ୍ୟ ଦେଖିବା ପାଇଁ ହ୍ୟାଣ୍ଡସମ ଅଟନ୍ତି । ସାଇଶା ବହୁତ ଫିଲ୍ମରେ ଅଭିନୟ କରିଛନ୍ତି ଏବଂ ସଫଳତା ମଧ୍ୟ ପାଇଛନ୍ତି । ତାଙ୍କର ଅଭିନୟ ବହୁତ ଭଲ ହୋଇଥିବାରୁ ଲୋକମାନେ ତାଙ୍କୁ ବହୁତ ଭଲ ପାଇବା ଦେଇଛନ୍ତି ।

ସାଇଶା ଙ୍କ ସ୍ଵାମୀ ଆର୍ଯ୍ୟ ମଧ୍ୟ ବହୁତ ଫିଲ୍ମ କରିଛନ୍ତି । ଆର୍ଯ୍ୟା ନିଜର ଅଭିନୟ ଦ୍ଵାରା ଅନେକ ଲୋକପ୍ରିୟତା ମଧ୍ୟ ହାସଲ କରିଛନ୍ତି । ଆର୍ଯ୍ୟା ସାଉଥର ଜଣେ ଜଣାଶୁଣା ଅଭିନେତା ଅଟନ୍ତି । ତାଙ୍କର ଅଭିନୟ, ଆକ୍ସନ ବହୁତ ସାନଦାର ଅଟେ । ସେ ନିଜର ଅଭିନୟରେ ସଫଳତା ହାସଲ କରିବା ସହିତ ବହୁତ ଆଗକୁ ମଧ୍ୟ ଯାଇଛନ୍ତି । ଆର୍ଯ୍ୟା ସାଇଶା ଙ୍କୁ ବହୁତ ଭଲ ପାଇଥାନ୍ତି ଏବଂ ସାଇଶାଙ୍କ ସୁନ୍ଦରତାରେ ସେ ପାଗଳ ହୋଇ ଯାଇଛନ୍ତି । ସବୁଠାରୁ ଖୁସିର କଥା ଏହା କି ସେମାନେ ବର୍ତ୍ତମାନ ବହୁତ ଖୁସିରେ ମଧ୍ୟ ଅଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।