ସବୁଠୁ ଅଧିକ ଗର୍ବୀ ଅଟନ୍ତି ବଲୀଉଡର ଏହି ଅଭିନେତ୍ରୀମାନେ, ନମ୍ବର ୪ ତ ବଡ ବଡ ଲୋକମାନଙ୍କୁ ବି ଖାତିର କରନ୍ତି ନାହିଁ, ମିଡିଆକୁ ଦେଇଥାନ୍ତି ଏମିତି ରୁଡ ଜବାବ

ପ୍ରାୟତଃ ଯେତେବେଳେ ବଲୀଉଡର କଥା ହୋଇଥାଏ, ଆମେ ପ୍ରାୟତଃ ଅଭିନେତ୍ରୀ ଓ ଅଭିନେତାମାନଙ୍କ ବିଷୟରେ ଭିନ୍ନ ଭିନ୍ନ ଗସିପ କରିଥାଉ । କିନ୍ତୁ ଆଜି ଆମେ ଆପଣଙ୍କୁ କିଛି ଅଲଗା ପ୍ରକାରର ସୂଚନା ଦେବାକୁ ଯାଉଛୁ । ଆଜି ଆମେ ଆପଣମାନଙ୍କୁ ବଲୀଉଡ ର ସେହି ଅଭିନେତ୍ରୀମାନଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ସୁନ୍ଦର ଅଟନ୍ତି, ସଫଳ ବି ଅଟନ୍ତି କିନ୍ତୁ ଏମାନଙ୍କର ଗୋଟିଏ ଖରାପ ଅଭ୍ୟାସ ଏହା ଅଟେ କି ଏମାନେ ବହୁତ ଗର୍ବୀ ବି ଅଟନ୍ତି ।

୧. କଟରୀନା କୈଫ

ବଲୀଉଡର ସବୁଠୁ ଜଣା ଶୁଣା ଅଭିନେତ୍ରୀ କଟରୀନା କୈଫ ବର୍ତ୍ତମାନ ସମୟରେ ଜଣେ ସଫଳ ଅଭିନେତ୍ରୀ ଅଟନ୍ତି । କିନ୍ତୁ ଏହା ସହିତ ସେ ବହୁତ ଗର୍ବୀ ବି ଅଟନ୍ତି । କହିବାକୁ ଗଲେ ଗୋଟିଏ କଥା ହୋଇଥିଲା ଯେତେବେଳେ କଟରୀନା କେବଳ କଥା କଥାରେ ହିଁ ଗୋଟିଏ ପିଲା ଉପରେ ରାଗି ଯାଇଥିଲେ, ତାହା ପୁଣି ଏଥିପାଇଁ କି ଜଣେ ପିଲା ତାଙ୍କ ସହିତ ଫଟୋ ଉଠାଇବା ପାଇଁ ଜିଦି କରୁ ଥିଲା ।

୨. ଶ୍ରଦ୍ଧା କପୂର

ସବୁଠୁ ଚର୍ଚିତ ଖଳନାୟକ ଶକ୍ତି କପୁରଙ୍କର ଝିଅ ଦେଖିବାକୁ ତ ବହୁତ ସରଳ ଦେଖା ଯାଆନ୍ତି, କିନ୍ତୁ ବଲୀଉଡରେ ସଫଳ ସ୍ଥାନ ହାସଲ କରିସାରିଥିବା ଶ୍ରଦ୍ଧା କପୂର ବି ବହୁତ ଗର୍ବୀ ଅଟନ୍ତି ଓ ତାଙ୍କୁ ରାଗ ବହୁତ ଜଲ୍ଦି ଆସିଥାଏ ।

୩. ଅନୁଷ୍କା ଶର୍ମା

ଅଭିନେତ୍ରୀ ଅନୁଷ୍କା ଶର୍ମା ବର୍ତ୍ତମାନ ସମୟରେ ବଲୀଉଡର ସବୁଠୁ ଦାମୀ ଅଭିନେତ୍ରୀ ରୂପରେ ଜଣା ଯାଆନ୍ତି । ଏହା ସହିତ ତାଙ୍କ ବିଷୟରେ ଏମିତି ବି କୁହାଯାଏ କି ସେ ପ୍ରାୟତଃ ମିଡିଆ ଉପରେ ରାଗି ଯାଆନ୍ତି ।

୪. ଜୟା ବଚ୍ଚନ

ବଲୀଉଡର ଅଭିନେତା ଅମିତାଭ ବଚ୍ଚନଙ୍କର ପତ୍ନୀ ଜୟା ବଚ୍ଚନ ବି ବହୁତ ଗର୍ବୀ ଅଟନ୍ତି । ତାଙ୍କ ବିଷୟରେ କୁହାଯାଏ କି ସେ ଜଲ୍ଦି କାହାକୁ ଅଧିକ ଭାୱ ଦିଅନ୍ତି ନାହିଁ ।  ସବୁଠୁ ବଡ କଥା ଏହା ଅଟେ କି ମିଡିଆର ପ୍ରଶ୍ନ ଉପରେ ସେ ଉତ୍ତର ବହୁତ ରାଗିକରି ଦିଅନ୍ତି ।

୫. ହେମା ମାଳିନୀ

ବଲୀଉଡର ଡ୍ରୀମ ଗର୍ଲ ନାମରେ ପ୍ରସିଦ୍ଧ ଥିବା ଅଭିନେତ୍ରୀ ହେମା ମାଳିନୀ ବି ବହୁତ ଗର୍ବୀ ଅଟନ୍ତି । ପ୍ରାୟତଃ ଏମିତି ଦେଖା ଯାଇଛି ମିଡିଆର ପ୍ରଶ୍ନ ଉପରେ ସେ ବହୁତ ରାଗି ଯାଇ ତାଙ୍କର ଉତ୍ତର ଦିଅନ୍ତି ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।