ଟିଭିର ଏହି ୮ ଜଣ ହିରୋଇନ ବହୁତ ଖାସ ଜାଗାରେ କରିଛନ୍ତି ଟାଟୁ, ଏବେ ହିଁ ଦେଖନ୍ତୁ ସମସ୍ତଙ୍କ ଫଟୋ

କହିବାକୁ ଗଲେ ଆଜିକାଲି ଛୋଟ ପିଲାମାନଙ୍କ ଠାରୁ ଆରମ୍ଭ କରି ବୟସ୍କ ଲୋକମାନେ ନିଜ ଶରୀରର ବିଭିନ୍ନ ସ୍ଥାନରେ ଟାଟୁ କରୁଛନ୍ତି । ଆଜିକାଲି ଏହା ଏକ ଟ୍ରେଣ୍ଡ ହୋଇଗଲାଣି । ବିରାଟ କୋହଲି ଭଳି କ୍ରିକେଟର ବି ନିଜ ଶରୀରରେ ବିଭିନ୍ନ ପ୍ରକାରର ଟାଟୁ କରିଛନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଟିଭି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ । ଯେଉଁମାନେ ନିଜ ପାର୍ଟନରଙ୍କର ପ୍ରେମରେ ଡୁବି ଯାଇ ତାଙ୍କ ନାମରେ ଟାଟୁ ନିଜ ଶରୀରରେ କରିଛନ୍ତି ।

୧. ଅବିକା ଗୌର

‘ବାଳିକା ବଧୁ’ରୁ ଛୋଟ ପରଦାରେ ନିଜର ପରିଚୟ କରିଥିବା ଅବିକା ଗୌରଙ୍କ ଶରୀର ଉପରେ ୪ଟି ଟାଟୁ ଅଛି । ଯାହାକି ବହୁତ ସୁନ୍ଦର ଅଟେ ।

୨. ଅଦା ଖାନ

ଅଦା ଖାନଙ୍କୁ ସିରିୟଲ ‘ନାଗିନ’ରୁ ପରିଚୟ ମିଳିଥିଲା । ଅଦା ଖାନ ନିଜ ହାତରେ ମା ନାମାର ଟାଟୁ କରିଛନ୍ତି ।

୩. ଦେବୋଲିନା ଭଟ୍ଟାଚାର୍ଜୀ

ଦେବୋଲିନା ସିରିୟଲ ‘ସାଥ ନିଭାନା ସାଥୀୟା’ରୁ ବହୁତ ଫେମସ ହୋଇଥିଲେ । ଯାହା ପର ଠାରୁ ସେ ଗୋପୀ ବୋହୁ ନାମରେ ପରିଚିତ ହୋଇଗଲେ । ଦେବୋଲିନା ନିଜର ଅଣ୍ଟାରେ ଓ ବେକ ପାଖରେ ଟାଟୁ କରିଛନ୍ତି ।

୪. ରଶ୍ମି ଦେସାଈ

‘ଉତରନ’ର ଫେମସ ଅଭିନେତ୍ରୀ ରଶ୍ମି ଦେସାଈ ବହୁତ ସୁନ୍ଦର ଅଟନ୍ତି । ରଶ୍ମି ନିଜର ବାମ ଗୋଡରେ ପଦ୍ମ ଫୁଲର ଟାଟୁ କରିଛନ୍ତି ।

୫. ଜେନିଫର ୱିଂଗେଟ

କହିଦେଛୁ ଯେ ଜେନିଫର ୱିଂଗେଟ କରଣ ସିଂହ ଗ୍ରୋବରଙ୍କ ସହ ବିବାହ କରିଥିଲେ କିନ୍ତୁ ଜଲ୍ଦି ହିଁ ସେମାନଙ୍କର ତଲାକ ବି ହୋଇଗଲା । ଜେନିଫର ନିଜ ପିଠି ଉପରେ ହୁକୁମା ମାତାର ଟାଟୁ କରିଛନ୍ତି । ଯାହାର ଅର୍ଥ ଯିଏ ନିଡର ହୋଇଥାଏ ।

୬. ଦଲଜୀତ କୌର

ଅଭିନେତ୍ରୀ ଦଲଜୀତ କୌର ନିଜ ହାତ ଉପରେ ନିଜ ପୁଅ ଜର୍ଡନର ନାମ ଲେଖିଛନ୍ତି ।

୭. ଆଶିକା ଗରୋଡିୟା

ଆଶିକା ନିଜ ଡାହାଣ ହାତରେ ତ୍ରିଶୂଳ ସହିତ ସତ୍ୟମ ଶିବମ ସୁନ୍ଦରମର ଟାଟୁ କରିଛନ୍ତି ।

୮. ଅନୀତା ହସନଂଦାନୀ

ଅନିତା ନିଜ ବାମ ହାତରେ R ଅକ୍ଷରର ଟାଟୁ କରିଛନ୍ତି । ଏହା ତାଙ୍କର ସ୍ଵାମୀଙ୍କର ନାମର ପ୍ରଥମ ଅକ୍ଷର ଅଟେ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।