ଟିଭିର ଏହି ୮ ଜଣ ହିରୋଇନ ବହୁତ ଖାସ ଜାଗାରେ କରିଛନ୍ତି ଟାଟୁ, ଏବେ ହିଁ ଦେଖନ୍ତୁ ସମସ୍ତଙ୍କ ଫଟୋ

ଅନ୍ୟମାନଙ୍କୁ ପଢିବାର ସୁଯୋଗ ଦିଅନ୍ତୁ

କହିବାକୁ ଗଲେ ଆଜିକାଲି ଛୋଟ ପିଲାମାନଙ୍କ ଠାରୁ ଆରମ୍ଭ କରି ବୟସ୍କ ଲୋକମାନେ ନିଜ ଶରୀରର ବିଭିନ୍ନ ସ୍ଥାନରେ ଟାଟୁ କରୁଛନ୍ତି । ଆଜିକାଲି ଏହା ଏକ ଟ୍ରେଣ୍ଡ ହୋଇଗଲାଣି । ବିରାଟ କୋହଲି ଭଳି କ୍ରିକେଟର ବି ନିଜ ଶରୀରରେ ବିଭିନ୍ନ ପ୍ରକାରର ଟାଟୁ କରିଛନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଟିଭି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ । ଯେଉଁମାନେ ନିଜ ପାର୍ଟନରଙ୍କର ପ୍ରେମରେ ଡୁବି ଯାଇ ତାଙ୍କ ନାମରେ ଟାଟୁ ନିଜ ଶରୀରରେ କରିଛନ୍ତି ।

୧. ଅବିକା ଗୌର

‘ବାଳିକା ବଧୁ’ରୁ ଛୋଟ ପରଦାରେ ନିଜର ପରିଚୟ କରିଥିବା ଅବିକା ଗୌରଙ୍କ ଶରୀର ଉପରେ ୪ଟି ଟାଟୁ ଅଛି । ଯାହାକି ବହୁତ ସୁନ୍ଦର ଅଟେ ।

୨. ଅଦା ଖାନ

ଅଦା ଖାନଙ୍କୁ ସିରିୟଲ ‘ନାଗିନ’ରୁ ପରିଚୟ ମିଳିଥିଲା । ଅଦା ଖାନ ନିଜ ହାତରେ ମା ନାମାର ଟାଟୁ କରିଛନ୍ତି ।

୩. ଦେବୋଲିନା ଭଟ୍ଟାଚାର୍ଜୀ

ଦେବୋଲିନା ସିରିୟଲ ‘ସାଥ ନିଭାନା ସାଥୀୟା’ରୁ ବହୁତ ଫେମସ ହୋଇଥିଲେ । ଯାହା ପର ଠାରୁ ସେ ଗୋପୀ ବୋହୁ ନାମରେ ପରିଚିତ ହୋଇଗଲେ । ଦେବୋଲିନା ନିଜର ଅଣ୍ଟାରେ ଓ ବେକ ପାଖରେ ଟାଟୁ କରିଛନ୍ତି ।

୪. ରଶ୍ମି ଦେସାଈ

‘ଉତରନ’ର ଫେମସ ଅଭିନେତ୍ରୀ ରଶ୍ମି ଦେସାଈ ବହୁତ ସୁନ୍ଦର ଅଟନ୍ତି । ରଶ୍ମି ନିଜର ବାମ ଗୋଡରେ ପଦ୍ମ ଫୁଲର ଟାଟୁ କରିଛନ୍ତି ।

୫. ଜେନିଫର ୱିଂଗେଟ

କହିଦେଛୁ ଯେ ଜେନିଫର ୱିଂଗେଟ କରଣ ସିଂହ ଗ୍ରୋବରଙ୍କ ସହ ବିବାହ କରିଥିଲେ କିନ୍ତୁ ଜଲ୍ଦି ହିଁ ସେମାନଙ୍କର ତଲାକ ବି ହୋଇଗଲା । ଜେନିଫର ନିଜ ପିଠି ଉପରେ ହୁକୁମା ମାତାର ଟାଟୁ କରିଛନ୍ତି । ଯାହାର ଅର୍ଥ ଯିଏ ନିଡର ହୋଇଥାଏ ।

୬. ଦଲଜୀତ କୌର

ଅଭିନେତ୍ରୀ ଦଲଜୀତ କୌର ନିଜ ହାତ ଉପରେ ନିଜ ପୁଅ ଜର୍ଡନର ନାମ ଲେଖିଛନ୍ତି ।

୭. ଆଶିକା ଗରୋଡିୟା

ଆଶିକା ନିଜ ଡାହାଣ ହାତରେ ତ୍ରିଶୂଳ ସହିତ ସତ୍ୟମ ଶିବମ ସୁନ୍ଦରମର ଟାଟୁ କରିଛନ୍ତି ।

୮. ଅନୀତା ହସନଂଦାନୀ

ଅନିତା ନିଜ ବାମ ହାତରେ R ଅକ୍ଷରର ଟାଟୁ କରିଛନ୍ତି । ଏହା ତାଙ୍କର ସ୍ଵାମୀଙ୍କର ନାମର ପ୍ରଥମ ଅକ୍ଷର ଅଟେ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।


ଅନ୍ୟମାନଙ୍କୁ ପଢିବାର ସୁଯୋଗ ଦିଅନ୍ତୁ

Reply