ଚୈତ୍ର ନବରାତ୍ରି, ଘରକୁ ନେଇ ଆସନ୍ତୁ ଏହି 1 ଜିନିଷ, ଛପ୍ପର ଫାଡି ବର୍ଷିବ ଟଙ୍କା- Vastu Tips

ଭରସା ଉପରେ ପୁରା ବିଶ୍ଵ ପ୍ରତିଷ୍ଠିତ ଅଟେ । ମଣିଷ ନିଜ ଜୀବନରେ ନିଜ ଲୋକଙ୍କ ଉପରେ ଭରସା କରିବା ଉଚିତ । ଭରସା ମଣିଷ ଜୀବନର ସାହସ ଓ ସଚୋଟତାର ପରିଚୟ ଦେଇଥାଏ । ଦୁନିଆରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ନିଜ ଦୁଖର କାରଣ ନିଜେ ହୋଇଥାନ୍ତି । ବାସ୍ତୁ ଶାସ୍ତ୍ର ଅନୁସାରେ ନିଜର କର୍ମ ପାଇଁ ମଣିଷ ନିଜ ଜୀବନରେ ଦୁଖ ଓ ଦରିଦ୍ରତାର ସମାନା କରିଥାଏ । ଏହି କାରଣରୁ ମଣିଷ ନିଜ  ଜୀବନରେ ଭଲ ଲାଇଫ ବିତାଇପାରେ ନାହି ।

ଆଜି ଆମେ ଆପଣ ମାନଙ୍କୁ କେଉଁ କାରଣରୁ ମଣିଷ ଦୁଖ ପାଇଥାଏ ଓ ଧନ ପ୍ରାପ୍ତ ହୁଏ ସେହି ବିଷୟରେ ବିବରଣୀ ଦେବାକୁ ଯାଉଛୁ । ପ୍ରତେକ ମଣିଷ ନିଜ ଜୀବନରେ ମା ଲକ୍ଷ୍ମୀଙ୍କର କୃପା ପାଇବାକୁ ଚାହିଥାଏ । ସେଥି ପାଇଁ ସେ ତା ଜୀବନରେ ନିଜ କର୍ମର ଫଳ ପାଇଥାଏ । ଏମିତି କିଛି ନିୟମ ରହିଛି ଯାହାକୁ ପାଳନ କରିଲେ ମଣିଷ ଜୀବନର ସବୁ ଦୁଖ ଦୂର ହୋଇଥାଏ ।

୧- ଯେଉଁ ବ୍ୟକ୍ତି ନିଜ ହୃଦୟରୁ ଭଗବାନ ଗଣେଶଙ୍କର ପୂଜା ଆରାଧନା କରିଥାଏ ସେ କେବେ ନିଜ ଜୀବନରେ ଦୁଖ ପାଇ ନ ଥାଏ । ସେଥି ପାଇଁ ଭଗବାନ ଗଣେଶଙ୍କୁ ବିଘ୍ନକର୍ତ୍ତା ମାନାଯାଏ । ନିଜ ଜୀବନର ସବୁ ସମସ୍ୟାକୁ ଦୂର କରିବା ପାଇଁ ଭଗବନ ଗଣେଶଙ୍କର ନୃତ୍ୟ କରୁଥିବା ମୂର୍ତ୍ତିକୁ ଘରେ ରଖି ପୂଜା କରିବା ଉଚିତ । ଭଗବାନ ଗଣେଶଙ୍କର ମୂର୍ତ୍ତିକୁ ଘରର ମୁଖ୍ୟ ସ୍ଥାନରେ ରଖିବା ଦ୍ଵାରା ଆପଣଙ୍କ ଜୀବନରେ ଧନ ଲାଭ ହୋଇଥାଏ ।

୨-  ମଣିଷ ଜୀବନର ଦୁଖ ଦୂର କରିବା ପାଇଁ ବଇଁଶି ବହୁତ କାମରେ ଆସିଥାଏ । ସବୁ ସମସ୍ୟାରୁ ମୁକ୍ତ ହେବା ପାଇଁ ବ୍ୟକ୍ତିକୁ ନିଜ ଘରେ ରୂପାର ବଇଁଶି ରଖିବା ଉଚିତ । ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ବଇଁଶି ରଖିଲେ ମା ଲକ୍ଷ୍ମୀଙ୍କର ବାସ ରହିଥାଏ । ଏହା ଦ୍ଵାରା ଘରେ ଥିବା ବାସ୍ତୁ ଦୋଷ ଦୂର ହେବା ସହ ଘରକୁ ଧନର ଆଗମନ ହୋଇଥାଏ ।

୩- ବାସ୍ତୁ ଶାସ୍ତ୍ର ଅନୁସାରେ ଶଙ୍ଖରେ ବାସ୍ତୁ ଡୋସାକୁ ଦୂର କରିବା ପାଇଁ ଅଦ୍ଭୁତ ଶକ୍ତି ରହିଥାଏ । ଶାସ୍ତ୍ର ଅନୁସାରେ ଯେଉଁ ଘରେ ମା ଲକ୍ଷ୍ମୀଙ୍କ ହାତରେ ଦକ୍ଷିଣବର୍ତ୍ତୀ ଶଙ୍ଖ ରହିଥାଏ ସେହି ଘରେ ମା ଲକ୍ଷ୍ମୀଙ୍କର କୃପା ରହିଥାଏ । ଏହି ଘରେ ଧନ ସମ୍ଭନ୍ଧୀୟ ସମସ୍ୟା କେବେ ବି ଦେଖାଯାଏ ନାହି । ଶଙ୍ଖକୁ ନାଲି କନାରେ ବାନ୍ଧି ପୂଜା ହେଉଥିବା ଘରେ ରଖି ନିୟମିତ ପୂଜା କରିବା ଉଚିତ ।

୪- ଘରେ ମା ଲକ୍ଷ୍ମୀଙ୍କର ମୂର୍ତ୍ତି ରଖିବା ସହ ଭଗବାନ କୁବେରଙ୍କର ମୂର୍ତ୍ତି ମଧ୍ୟ ରଖିବା ଉଚିତ । କୁବେର ମହାରାଜ ଉତ୍ତର ଦିଗର ଭଗବାନ ହୋଇଥିବାରୁ ତାଙ୍କ ମୂର୍ତ୍ତିକୁ ଘରର ଉତ୍ତର ପଟେ ରଖିବା ଉଚିତ ।

୫- ଘରେ ପୂଜା କରିବା ସମୟରେ ସବୁ ଦିନ କର୍ପୁର ଜଳାଇବା ଉଚିତ । ଏହା ଫଳରେ ଘରେ ଥିବା ସବୁ ନାକାରାତ୍ମକ ଶକ୍ତି ଦୂର ହୋଇଥାଏ ଓ ଘରକୁ ଧନ ଆସିବାର ମାର୍ଗ ଦେଖା ଯାଇଥାଏ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ବିବରଣୀଟି ପସନ୍ଦ ଆସିଥାଏ ତେବେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।