ବାଛନ୍ତୁ ନିଜ ପସନ୍ଦର ଯେ କୌଣସି ଗୋଟିଏ ନମ୍ବର ଓ ଜାଣନ୍ତୁ ଆପଣଙ୍କ ପାର୍ଟନର ଆପଣଙ୍କ ଠାରୁ କଣ ଲୁଚାଉଛନ୍ତି ? Love Quiz Game

ବନ୍ଧୁଗଣ ଆଜି ଆମେ ଆପଣ ମାନକ ପାଇଁ ଗୋଟେ ରୋମାଞ୍ଚକର କୁଇଜ ଗେମ ନେଇ ଆସିଛୁ । ଏହି ଗେମରେ ଆମେ ଆପଣଙ୍କୁ ନମ୍ବର ଅନୁସାରେ କିଛି ହାର୍ଟର ଚିତ୍ର ଦେଖାଇବୁ ଏବଂ ଆପଣଙ୍କୁ ଏହି ନମ୍ବର ମଧ୍ୟରୁ ଯେ କୌଣସି ଗୋଟିଏ ନମ୍ବରକୁ ବାଛିବାକୁ ପଡିବ । ଆପଣ ଯେ କୌଣସି ଗୋଟିଏ ନମ୍ବର ବାଛିବା ପରେ ଆମେ ଆପଣ ମାନଙ୍କୁ କହିବୁ ଯେ ଆପଣଙ୍କ ଜୀବନରେ କିଏ ଆପଣଙ୍କୁ କେଉ କଥା ଲୁଚାଉଛି ।

ତେବେ ବନ୍ଧୁଗଣ ଆମେ ଆପଣଙ୍କୁ କିଛି ହାର୍ଟର ଚିତ୍ର ଦେଖାଇବୁ ଓ ଆପଣଙ୍କୁ ୫ ସେକେଣ୍ଡ ମଧ୍ୟରେ ଯେ କୌଣସି ଗୋଟିଏ ହାର୍ଟକୁ ବାଛିବାକୁ ପଡିବ । ଆଶା କରୁଛୁ ଆପଣ ନିଜ ଇଛା ଅନୁସାରେ ଗୋଟିଏ ନମ୍ବର ବାଛି ନେଇଛନ୍ତି । ତେବେ ଆସନ୍ତୁ ଜାଣିବା ଆପଣ ବାଛିଥିବା ନମ୍ବର ଅନୁସାରେ ଆପଣଙ୍କ ଜୀବନରେ କିଏ ଆପଣଙ୍କୁ କଥା ଲୁଚାଉଛନ୍ତି  ଏହାର ବିସ୍ତୃତ ବିବରଣୀ ଦିଆଗଲା।

୧- ଯଦି ଆପଣ ପ୍ରଥମ ନମ୍ବର ବାଛିଛନ୍ତି ତେବେ ଆପଣଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ସରପ୍ରାଇଜ ଆପଣଙ୍କୁ ବିଷୟରେ ଲୁଚା ଯାଉଛି ।

୨-  ଯଦି ଆପଣ ଦିତୀୟ ନମ୍ବର ବାଛିଛନ୍ତି ତେବେ ଆପଣଙ୍କ ଜୀବନ ସାଥି ଆପଣଙ୍କୁ ବହୁତ ପସନ୍ଦ କରନ୍ତି ବୋଲି ଏହି କଥାଟି ଆପଣଙ୍କୁ ଲୁଚାଇଛନ୍ତି ।

୩- ଯଦି ଆପଣ ତୃତୀୟ ନମ୍ବର ବାଛିଛନ୍ତି ତେବେ ଆପଣଙ୍କ ସାଥି ଆପଣଙ୍କୁ ବହୁତ ଭଲ ପାଆନ୍ତି । ଏହି କଥାଟିକୁ ଆପଣଙ୍କ ପାଖରେ ଲୁଚାଇ ରଖିଛନ୍ତି ।

୪- ଯଦି ଆପଣ ଚତୁର୍ଥ ନମ୍ବର ବାଛିଛନ୍ତି ତେବେ ଆପଣଙ୍କ ସାଥି ନିଜ ଭାବନା ବିଷୟରେ ଆପଣଙ୍କୁ ଲୁଚାଉଛନ୍ତି ।

୫- ଯଦି ଆପଣ ପଞ୍ଚମ ନମ୍ବର ବାଛିଛନ୍ତି ତେବେ ଆପଣଙ୍କ ସାଥି ଆପଣଙ୍କ ସହ ବନ୍ଧୁତା କରିବାକୁ ଚାହୁଛନ୍ତି । ଏହି କଥାଟିକୁ ଆପଣଙ୍କ ପାଖରେ ଲୁଚାଉଛନ୍ତି।

୬- ଯଦି ଆପଣ ଷଷ୍ଠ ନମ୍ବର ବାଛିଛନ୍ତି ତେବେ ଆପଣଙ୍କ ସାଥି ଆପଣଙ୍କ ସହ ସବୁଦିନ ପାଇଁ ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ ଚାହୁଁଛନ୍ତି ।ଏହି କଥାକୁ ଆପଣଙ୍କ ପାଖରେ ଲୁଚାଉଛନ୍ତି ।

୭- ଯଦି ଆପଣ ସପ୍ତମ ନମ୍ବର ବାଛିଛନ୍ତି ତେବେ ଆପଣଙ୍କ ପାଇଁ ଲେଖିଥିବା ପ୍ରେମ ପତ୍ରକୁ ଆପଣଙ୍କୁ ଦେବା ପାଇଁ ଲୁଚାଉଛନ୍ତି ।

୮- ଯଦି ଆପଣ ଅଷ୍ଟମ ନମ୍ବର ବାଛିଛନ୍ତି ତେବେ ଆପଣଙ୍କ ଜୀବନ ସାଥି ଆପଣଙ୍କୁ ବହୁତ ମନେ ପାଉଛନ୍ତି । ଏହି କଥାକୁ ଆପଣଙ୍କ ପାଖରେ ଲୁଚାଉଛନ୍ତି ।

୯- ଯଦି ଆପଣ ନବମ ନମ୍ବର ବାଛିଛନ୍ତି ତେବେ ଆପଣଙ୍କ ସାଥି ଆପଣଙ୍କୁ ନିଜ ହୃଦୟର କଥା କହିବାକୁ କୁଣ୍ଠାବୋଧ କରୁଛନ୍ତି ।

୧୦- ଯଦି ଆପଣ ଦଶ ନମ୍ବର ବାଛିଛନ୍ତି ତେବେ ଆପଣଙ୍କ ସାଥି ଆପଣଙ୍କୁ କୌଣସି କଥା ଲୁଚାଉ ନାହାନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ତେବେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।