ସ୍ଵାମୀଙ୍କ ସାମ୍ନାରେ ବୁଢି ନଜର ଆସିଥାନ୍ତି ବଲୀଉଡର ଏହି ହିରୋଇନମାନେ, ଜଣେ ତ ନିଜ ସ୍ଵାମୀ ଠାରୁ ୧୦ ବର୍ଷ ବଡ

‘ନା ଉମ୍ର କୀ ସୀମା ହୋ, ନା ଜନ୍ମ କା ହୋ ବଂଧନ’ ଗୀତର ଏହି ଲାଇନ କିଛି ଲୋକମାନଙ୍କ ପାଇଁ ବିଲକୁଲ ଠିକ ପ୍ରମାଣିତ ହୋଇଥାଏ । ଯେତେବେଳେ ମଣିଷକୁ ପ୍ରେମ ହୋଇଥାଏ ତେବେ ସେ ଜାତି, ଧର୍ମ, ଧନୀ, ଗରିବ ଓ ଛୋଟ – ବଡ କିଛି ବି ଦେଖି ନ ଥାଏ ଓ ନା ହିଁ ତାକୁ ଫରକ ପଡିଥାଏ କି ସାମ୍ନାରେ ଥିବା ବ୍ୟକ୍ତିର ବୟସ କେତେ ଅଟେ । ଏମିତିରେ ଆଜିର ଏହି ପୋଷ୍ଟରେ ଆମେ ଆପଣଙ୍କୁ ବଲୀଉଡର କିଛି ଏମିତି ଅଭିନେତ୍ରୀଙ୍କ ସହ ସାକ୍ଷାତ କରାଇବୁ,

ଯେଉଁମାନେ ନିଜ ଠାରୁ କମ ବୟସର ପୁଅମାନଙ୍କୁ ନିଜର ଜୀବନସାଥୀ ବାଛିଛନ୍ତି ।

ପ୍ରିୟଙ୍କା ଚୋପଡା

ବର୍ତ୍ତମାନ ହିଁ ଦେଶୀ ଗର୍ଲ ପ୍ରିୟଙ୍କା ଚୋପଡା ଆମେରିକାନ ସିଙ୍ଗର ନିକ ଜୋନସଙ୍କ ସହ ବିବାହ କରିଛନ୍ତି । ଆପଣଙ୍କୁ କହିଦେଛୁ କି ନିକ ଜୋନସ ବୟସରେ ପ୍ରିୟଙ୍କାଙ୍କ ଠାରୁ ୧୦ ବର୍ଷ ସାନ ଅଟନ୍ତି । ଯେଉଁଠି ପ୍ରିୟଙ୍କାଙ୍କର ବୟସ ୩୬ ବର୍ଷ ଅଟେ ସେଇଠି ନିକ ଙ୍କ ବୟସ ୨୬ ବର୍ଷ ଅଟେ ।

ଅମୃତା ସିଂହ

ସୈଫ ଅଲୀ ଖାନ ବଲୀଉଡର ଛୋଟ ନବାବ ନାମରେ ଜଣା ଯାଆନ୍ତି । ଯେମିତି ଆପଣ ସମସ୍ତେ ଜାଣିଛନ୍ତି କି ସୈଫ ଅଲୀ ଖାନଙ୍କର ପ୍ରଥମ ବିବାହ ଅଭିନେତ୍ରୀ ଅମୃତା ସିଂହଙ୍କ ସହ ହୋଇଥିଲା । କହିବାକୁ ଗଲେ ବିବାହ ସମୟରେ ସୈଫ ମାତ୍ର ୨୧ ବର୍ଷର ଥିଲେ ଓ ଅମୃତା ସିଂହ ସୈଫଙ୍କ ଠାରୁ ୧୩ ବର୍ଷ ବଡ ଥିଲେ ।

ଐଶ୍ୱର୍ୟା ରାୟ

ବର୍ଷ ୨୦୦୭ରେ ଅଭିଷେକ ବଚ୍ଚନ ଓ ଐଶ୍ୱର୍ୟା ରାୟଙ୍କର ବିବାହ ହୋଇଥିଲା । ଐଶ୍ୱର୍ୟା ଅଭିଷେକଙ୍କ ଠାରୁ ଦୁଇ ବର୍ଷ ବଡ ଅଟନ୍ତି । ଐଶ୍ୱର୍ୟାଙ୍କର ବୟସ ୪୫ ବର୍ଷ ଓ ଅଭିଷେକଙ୍କ ବୟସ ୪୩ ବର୍ଷ ଅଟେ ।

ଅର୍ଚନା ପୂରଣ ସିଂହ

ଅର୍ଚନା ପୂରଣ ସିଂହ ବଲୀଉଡରେ ଜଣେ ଜଣା ଶୁଣା ଅଭିନେତ୍ରୀ ଅଟନ୍ତି । ଯିଏକି ବହୁତ ହିଟ ଫିଲ୍ମରେ ଭଲ ଅଭିନୟ ବି କରିଛନ୍ତି । ଆପଣଙ୍କୁ କହିଦେଉଛୁ କି ଅର୍ଚନା ପୂରଣ ସିଂହ ନିଜ ଠାରୁ ୭ ବର୍ଷ ସାନ ପରମୀତ ସେଠୀଙ୍କ ସହ ବିବାହ କରିଛନ୍ତି ।

ନମ୍ରତା ଶିରୋଡକର

ନମ୍ରତା ଶିରୋଡକର ଗୋଟିଏ ସମୟରେ ବଲୀଉଡରେ ହିଟ ଅଭିନେତ୍ରୀ ଥିଲେ । ମିସ ଇଣ୍ଡିଆ ରହିଥିବା ନମ୍ରତା ଶିରୋଡକର ସାଉଥ ସୁପରଷ୍ଟାର ମହେଶ ବାବୁଙ୍କ ସହ ବିବାହ କରିଛନ୍ତି ଯିଏକି ତାଙ୍କ ଠାରୁ ୪ ବର୍ଷର ସାନ ଅଟନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।