SSR ମାମଲା- ଜେଲ ରେ ରିୟାର ଅବସ୍ଥା ବିଗିଡିଲା, ୨୪ ଘଣ୍ଟା ଜଗିବା ପରେ ହି ହେଲା ଆକ୍ରମଣ?

ରିୟା ଚକ୍ରବର୍ତ୍ତୀ ମୁମ୍ବାଇ ରେ ଜେଲ ରେ ଅଛନ୍ତି ଆଊ ଜେଲ ଭିତରେ ହିଁ ହୋଇଛି ବଡ଼ କାଣ୍ଡ କାରଣ ରିୟା ଙ୍କ ଅବସ୍ଥା ବହୁତ ଖରାବ ହୋଇଯାଇଛି । ରିୟଙ୍କ ମୁଣ୍ଡରେ ଆଘାତ ଲାଗିଛି ଆଊ ରିୟା ଙ୍କ ଅବସ୍ଥା ବହୁତ ଗୁରୁତର ହୋଇଯାଇଛି । ହଟାତ ସକାଳୁ ସକାଳୁ ଏହି ଦୃଶ୍ୟ ପରେ ଜେଲ ରେ ହୋଇଛି ହଲଚଲ କାରଣ ସୋମବାର ମାନେ ୧୪ ସେପ୍ଟେମ୍ବର ରେ ହିଁ ହାଇ କୋର୍ଟ ରେ ରିୟା ଙ୍କ ବେଲ ପାଇଁ ଦାବି କରାଯାଇଛି ଆଊ ବେଲ ର ଠିକ କିଛି ସମୟ ପରେ ରିୟା ଙ୍କ ସହିତ ହୋଇଥିଲା ବହୁତ କିଛି, ତେବେ କଣ ଜେଲରେ ରିୟା ଙ୍କ ଉପରେ ହୋଇଥିଲା ଆକ୍ରମଣ? ଆଊ ରିୟା ଯେଉଁ କଥା କହିଥିଲେ କି ଜେଲ ରେ ତାଙ୍କ ଜୀବନ ପ୍ରତି ବିପଦ ଅଛି ତେବେ କଣ ତାହା ସତ ଥିଲା କି ଜେଲ ଭିତରର ସତ କିଛି ଅଲଗା । ଚାଲନ୍ତୁ ଜାଣିବା ।

୮ ସେପ୍ଟେମ୍ବର ରେ ରିୟା ଚକ୍ରବର୍ତ୍ତୀ ଙ୍କୁ ୧୪ ଦିନ ପାଇଁ ଗିରଫ କରାଯାଇଥିଲା କିନ୍ତୁ ସେଦିନ ରାତି ବେଶି ହୋଇଥିବା କାରଣରୁ ରିୟା ଙ୍କୁ MCB ର ଲକ ଅପ ରେ ରଖାଯାଇଥିଲା । ୯ ସେପ୍ଟେମ୍ବର କୁ ରିୟା ଙ୍କୁ ମୁମ୍ବାଇ ଜେଲ କୁ ପଠା ଯାଇଥିଲା । ୧୦ ସେପ୍ଟେମ୍ବର ରେ ରିୟା ଙ୍କ ଓକିଲ ମାନସିନ୍ଦେ କୋର୍ଟରେ ବେଲ ପାଇଁ ଦାବି କରିଥିଲେ, ଯେଉଁଥିରେ ରିୟା ନିଜ ଜୀବନ ପ୍ରତି ବିପଦ ଅଛି ବୋଲି କହିଥିଲେ ।

ରିୟା କହିଥିଲେ ଜେଲ ଭିତରେ ତାଙ୍କୁ ମାରିବାର ସବୁ ଆୟୋଜନ କରାଯାଇଛି । ରିୟା ଙ୍କ ଏହି କଥା ଦ୍ଵାରା ଲୋଅର କୋର୍ଟ ବେଲ ଦେଇନଥିଲା । କିନ୍ତୁ ବର୍ତମାନ ର ସବୁଠାରୁ ବଡ ଖବର ଜେଲ ରେ ରିୟା ଙ୍କ ସହିତ ବହୁତ କିଛି ହୋଇସାରିଛି । ଜେଲ ରେ ରିୟା ଙ୍କ ଅବସ୍ଥା ଗୁରୁତର ହୋଇସାରିଛି, ମୁଣ୍ଡରେ ରେ ଜୋରେ ଆଘାତ ଲାଗିଛି । ସୂତ୍ର ରୁ ଜଣା ପଡିଛି କି ସୋମବାର ଦିନ ରିୟା ଙ୍କ ଓକିଲ ରିୟାଙ୍କୁ ଦେଖା କରିବାକୁ ଯାଇଥିଲେ ଏବଂ ସେଠାରେ ସେ ରିୟା ଙ୍କ ଠାରୁ କିଛି କାଗଜ ରେ ସାଇନ ନେଇଥିଲେ ଏବଂ କଥା ମଧ୍ୟ ହୋଇଥିଲେ ।

ସେ ପର୍ଯ୍ୟନ୍ତ ସବୁ କିଛି ଠିକ ଥିଲା । କିନ୍ତୁ ରିୟା ଙ୍କୁ ଯେତେବେଳେ ତାଙ୍କ ସେଲ ଭିତରୁ ଅଣାଯାଇଥିଲା ସେତେବେଳେ ବହୁତ କିଛି ହୋଇଥିଲା । ଜେଲ ର ସୂତ୍ର ଅନୁସାରେ ରିୟା ହଟାତ ଜୋରେ ଚିଲେଇବାକୁ ଲାଗିଥିଲେ ଏବଂ କାନ୍ଦିବାକୁ ଲାଗିଥିଲେ । ଜେଲ ରେ ରିୟା ଙ୍କ ସୁରକ୍ଷା ପାଇଁ ୩ଟି ସିଫ୍ଟ ରେ ୨ ଜଣ କନସ୍ତବଲ ଜଗା ଯାଇଛି । ସେମାନେ ରିୟା ଙ୍କୁ ପ୍ରଥମେ ଦେଖିଲେ ଆଊ ତାଙ୍କର ହୋଶ ଉଡିଯାଇଥିଲ କାରଣ ରିୟା ଙ୍କ ମୁଣ୍ଡରେ ବହୁତ ଜୋରେ ଆଘାତ ଲାଗିଥିଲା ଏବଂ ତାଙ୍କ ଅବସ୍ଥା ପୁରା ଖରାପ ହୋଇଯାଇଥିଲା ।

ସେହି କ୍ଷଣି ରିୟାଙ୍କୁ ବାହାରକୁ ଅଣାଯାଇଥିଲା ଏବଂ ଜେଲ ଭିତରେ ଥିବା ଡକ୍ଟର ଙ୍କ ପାଖକୁ ନିଆ ଯାଇଥିଲା । ଜେଲ ଅଧିକାରୀ କହିଛନ୍ତି କି ରିୟା ବାରମ୍ବାର ଗୋଟିଏ କଥା କହୁଥିଲେ କି ତାଙ୍କ ଜୀବନ ପ୍ରତି ବିପଦ ଅଛି । ଜେଲ ର ଡକ୍ଟର ରିୟା ଙ୍କ ଚିକିସ୍ଛା କରିଥିଲେ କିନ୍ତୁ ରିୟା ବାହାର ଡକ୍ଟରଙ୍କୁ ଦେଖାଇବାକୁ ଜିଦି କରିଥିଲେ । ପରେ ପ୍ରଶାସନ ମଧ୍ୟ ରିୟାଙ୍କୁ ବାହାର ଡାକ୍ତର ଙ୍କ ପାଖକୁ ନେବାକୁ ରାଜି ହୋଇଥିଲେ କାରଣ ରିୟା ଙ୍କ ଅବସ୍ଥା ସତରେ ବହୁତ ଖରାପ ହୋଇଯାଇଥିଲା । ରିୟା ବେହୋସ ହେବାକୁ ଲାଗିଥିଲେ ।

ତେବେ କଣ ସତରେ ରିୟା ଙ୍କ ଉପରେ ଆକ୍ରମଣ ହୋଇଥିଲା? କାରଣ ଜେଲ ଭିତରେ ରିୟା ଙ୍କ ଛଡା ଆଊ କେହି ନଥିଲେ ତେବେ ରିୟା ଙ୍କ ଉପରେ ଆକ୍ରମଣ କେମିତି ହେଲା? ଅସଲରେ ରିୟା ଙ୍କ ଉପରେ କୌଣସି ଆକ୍ରମଣ ହୋଇନଥିଲା ବରଂ ରିୟା ନିଜେ ନିଜକୁ ଆଘାତ କରିଥିଲେ । ରିୟା ଙ୍କୁ ପୁରା ସୁରକ୍ଷା ଦିଆଯାଇଛି ଏମିତି କି ବାହାରୁ କେହି ଆସିପାରିବେ ତାହା ସମ୍ଭବ ନୁହେଁ ।

୫ ଦିନ ପର୍ଯ୍ୟନ୍ତ ଯେଉଁ ରିୟା ଙ୍କୁ କିଛି ହୋଇନଥିଲା ହଟାତ ଓକିଲ ସହିତ କଥା ହେବା ପରେ କିପରି ହେଲା । ଜେଲ କର୍ମଚାରୀ କହିଛନ୍ତି ରିୟା ନିଜେ ଜେଲ ର କାନ୍ଥରେ ନିଜ ମୁଣ୍ଡ ପିଟି ଆଘାତ କରିଛନ୍ତି ଏବଂ ପରେ ଚିଳେଇବାକୁ ଲାଗିଛନ୍ତି । ରିୟା ନିଜ କଥା କୁ ସତ ବୋଲି ପ୍ରମାଣ କରିବାପାଇଁ ଏପରି କାଣ୍ଡ କରିଛନ୍ତି ।

ହେଇପାରେ ରିୟା ଙ୍କ ଓକିଲ କହିଥାଇପାରନ୍ତି କି ନିଜକୁ ଏମିତି ଆଘାତ ଦେଲେ ବେଲ ମିଳିବାରେ ସହଜ ହେବ ଆଊ ବାହାର ହସ୍ପିଟାଲ ରେ ମଧ୍ୟ ଭର୍ତି କରାଯିବ କାରଣ ରିୟା ଜେଲ ଭିତରେ ପାଗଳ ପରି ହେଉଛନ୍ତି, ରିୟା ରାତି ସାରା ଅନିଦ୍ରା ରହୁଛନ୍ତି । ବିନା ପଙ୍ଖା ଏବଂ ବିଛଣା ରେ ରିୟା ଙ୍କ ଜୀବନ ଜେଲ ରେ ବହୁତ ଖରାପ ରହିଛି ।

ରିୟା ଜେଲ ରେ ମଧ୍ୟ ନିଜର ଚାଲାକି ଦେଖେଇବାକୁ ଚେଷ୍ଟା କରୁଛନ୍ତି କିନ୍ତୁ ରିୟା ଙ୍କ କୌଣସି ଚାଲାକି ଏଠାରେ କାମ ଦେବନାହିଁ । ସୁଶାନ୍ତ ଙ୍କ ମୃତ୍ୟୁ କୁ ୩ ମାସ ହୋଇସାରିଛି କିନ୍ତୁ ଅସଲ ଆସାମୀ ଏବେ ମଧ୍ୟ ସାମ୍ନାକୁ ଆସିନାହିଁ । CBI କହିଛି ଖୁବ ଶୀଘ୍ର ସୁଶାନ୍ତ ଙ୍କ ଦୋଷୀ କୁ କଠୋର ଦଣ୍ଡ ମିଳିବ ଏବଂ ସୁଶାନ୍ତ ଙ୍କୁ ନ୍ୟାୟ ନିଶ୍ଚିତ ମିଳିବ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।