ବିଦେଶୀ ବୟଫ୍ରେଣ୍ଡ ସହ ବ୍ରେକଅପ ପରେ Tiger Shroff ଙ୍କ ଭଉଣୀ Krishna ବୋଲ୍ଡନେସର ସବୁ ସୀମା କଲେ ପାର, ଦେଖନ୍ତୁ ଫଟୋ

ଅଭିନେତା ଟାଇଗର ଶ୍ରଫଙ୍କ ଭଉଣୀ କ୍ରୀଷ୍ଣା ଶ୍ରଫ ବର୍ତ୍ତମାନ ଦିନରେ ବହୁତ ଅଧିକ ଚର୍ଚାରେ ଅଛନ୍ତି । କ୍ରୀଷ୍ଣା ଶ୍ରଫଙ୍କୁ ନେଇ ସେହି ସମୟରେ ଚର୍ଚା ଅଧିକ ଆରମ୍ଭ ହୋଇଗଲା ଯେତେବେଳେ ତାଙ୍କର ବ୍ରେକଅପର ଖବର ସାମ୍ନାକୁ ଆସିଲା । ଆପଣଙ୍କୁ କହିଦେଉଛୁ କି କ୍ରୀଷ୍ଣା ଶ୍ରଫ ବହୁ ଦିନ ହେବ ଅଷ୍ଟ୍ରେଲିୟାନ ବାସ୍କେଟ ବଳ ଖେଳାଳି Eban Hyamsଙ୍କୁ ଡେଟ କରୁଥିଲେ । ବର୍ତ୍ତମାନ ହିଁ ଏହି ଦମ୍ପତ୍ତି ନିଜର ରିଲେସନସିପର ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ପାର୍ଟି କରୁଥିବାର ବି ନଜର ଆସିଥିଲେ । କିନ୍ତୁ ଏହି ସବୁ ସତ୍ବେ ବି ଏମାନଙ୍କର ରିଲେସସିପ ଅଧିକ ଦିନ ପର୍ଯ୍ୟନ୍ତ ଚାଲି ପାରିଲା ନାହିଁ । ଏମିତିରେ ଦୁଇ ଜଣ ପରସ୍ପର ଠାରୁ ଅଲଗା ବି ହୋଇଯାଇଛନ୍ତି ।

ଏହା ବିଷୟରେ ସୂଚନା କ୍ରୀଷ୍ଣା ଶ୍ରଫ ସେହି ସମୟରେ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଦେଲେ ଯେତେବେଳେ ସେ ଗୋଟିଏ ଫ୍ୟାନ କ୍ଲବକୁ ତାଙ୍କୁ ଓ ତାଙ୍କର ବୟଫ୍ରେଣ୍ଡର ଏକତ୍ରିତ ଫଟୋକୁ ସେ ତାଙ୍କୁ ଟ୍ୟାଗ ନ କରିବା ପାଇଁ ଅପିଲ କରିଲେ । ଏହି ସମୟରେ କ୍ରୀଷ୍ଣା ଶ୍ରଫ କହିଦେଲେ କି ସେମାନେ ଦୁଇ ଜଣ ଆଉ ଏକତ୍ରିତ ରହୁ ନାହାନ୍ତି । ଦୁଇ ଜଣଙ୍କର ବ୍ରେକଅପ ହୋଇ ଯାଇଛି । କହିଦେଉଛୁ କି ଲକଡାଉନ ସମୟରେ ହିଁ କ୍ରୀଷ୍ଣା ଶ୍ରଫ ନିଜର ବୟଫ୍ରେନ୍ଡଙ୍କୁ ଦେଖା କରିବା ପାଇଁ ଅଷ୍ଟ୍ରେଲିୟା ପହଞ୍ଚି ଯାଇଥିଲେ ।

କିନ୍ତୁ ବର୍ତ୍ତମାନ ସମୟରେ ତାଙ୍କର ବ୍ରେକଅପର ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ଏହା ସହିତ କ୍ରୀଷ୍ଣା ଶ୍ରଫ Eban Hyamsଙ୍କ ସହିତ ନିଜର ସମସ୍ତ ଫଟୋ ଓ ଭିଡିଓକୁ ବି ନିଜର ସୋସିଆଲ ମିଡିଆ ଆକାଉଣ୍ଟରୁ ଡିଲୀଟ କରି ଦେଇଛନ୍ତି । ଏହା ସହିତ କ୍ରୀଷ୍ଣା Eban Hyamsଙ୍କୁ ଉନଫୋଲୋ ବି କରିଦେଇଛନ୍ତି । ଦୁଇ ଜଣଙ୍କ ଅଫେୟାର ୨୦୧୯ରେ ହିଁ ଆରମ୍ଭ ହୋଇଯାଇଥିଲା । ଟାଇଗର ଶ୍ରଫଙ୍କ ଭଉଣୀ କ୍ରୀଷ୍ଣା ଶ୍ରଫ ନିଜର ବ୍ରେକଅପ ବିଷୟରେ କହି ଫ୍ୟାନମାନେଙ୍କୁ ଏହା ବି ଅପିଲ କରିଲେ କି ସେ ତାଙ୍କର ନାମ Eban Hyamsଙ୍କ ସହ ଆଉ ନ ଯୋଡିବା ପାଇଁ ।

କେବଳ ଏତିକି ନୁହେଁ କ୍ରୀଷ୍ଣା ଶ୍ରଫ ନିଜର ବୋଲ୍ଡ ଓ ହଟ ଫଟୋ ଗୁଡିକୁ ନେଇ ବି ଲାଇମଲାଇଟରେ ଅଛନ୍ତି । କିଛି ଦିନ ତଳେ କ୍ରୀଷ୍ଣା ନାଲି ରଙ୍ଗର ବିକିନୀ ପିନ୍ଧି ନିଜର ଏକ ଭିଡିଓ ଶେୟାର କରିଥିଲେ । ଯେଉଁଥିରେ ତାଙ୍କର ଭାଇ ଟାଇଗର ଶ୍ରଫ ଓ ଦିଶା ପାଟନୀ କମେଣ୍ଟ ଦେଇ ବହୁତ ପ୍ରଶଂସା କରିଥିଲେ । ଏହା ସହିତ ଆପଣଙ୍କୁ କହିଦେଉଛୁ କି କ୍ରୀଷ୍ଣା ଶ୍ରଫଙ୍କ ପ୍ରାୟତଃ ସବୁବେଳ କୌଣସି ନା କୌଣସି ଫଟୋ ଭାଇରାଲ ହୋଇଥାଏ । ବର୍ତ୍ତମାନ ସମୟରେ ବି ତାଙ୍କର ନୂଆ ଫଟୋ ଭାଇରାଲ ହେଉଛି ।

କହିଦେଉଛୁ କି ବ୍ରେକଅପର ଖବର ସାମ୍ନାକୁ ଆସିବା ପରେ ହିଁ କ୍ରୀଷ୍ଣା ଶ୍ରଫ ଲଗାତାର ନିଜର ବୋଲ୍ଡ ଫଟୋ ଶେୟାର କରୁଛନ୍ତି । କିନ୍ତୁ କ୍ରୀଷ୍ଣା ଶ୍ରଫ ନିଜର ବ୍ରେକଅପ ହେବାର କାରଣ କଣ ସେହି ବିଷୟରେ କିଛି ବି କହି ନାହାନ୍ତି । କିନ୍ତୁ Eban Hyamsଙ୍କ ଇଂଷ୍ଟା ଷ୍ଟୋରି ଅନୁସାରେ ଜଣା ପଡୁଛି କି ଦୁଇ ଜଣଙ୍କର ବ୍ରେକଅପର ଅସଲ କାରଣ ପରସ୍ପର ଠାରୁ ଦୂରରେ ରହିବା । Eban Hyams ଅଷ୍ଟ୍ରେଲିୟାରେ ନିଜର ପିତାମାତାଙ୍କ ସହ ରହୁଛନ୍ତି ଯେତେବେଳେ କି କ୍ରୀଷ୍ଣା ମୁମ୍ବାଇରେ ରହୁଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।