ଗୋଟିଏରୁ ବଢି ଗୋଟିଏ ଏହି 12 ହଟ ହିରୋଇନଙ୍କୁ ନିଜର ଗର୍ଲଫ୍ରେନ୍ଡ କରିସାରିଛନ୍ତି Ranbir Kapoor

କପୁର ପରିବାରର ପୁଅ ରଣବୀର କପୁର ନିଜର ଲୁକ ଓ ଅଭିନୟ ଦ୍ଵାରା ସମସ୍ତଙ୍କର ହୃଦୟ ଜିତିଛନ୍ତି । କିନ୍ତୁ ବଲୀଉଡ ଇଣ୍ଡଷ୍ଟ୍ରିକୁ ଆସିବା ପରେ ରଣବୀର କପୁର ନିଜର ପ୍ରୋଫେସନାଲ ଲାଇଫ ଠାରୁ ଅଧିକ ନିଜର ପର୍ସନାଳ ଲାଇଫକୁ ନେଇ ଅଧିକ ଚର୍ଚାରେ ରହିଥାନ୍ତି । ଝିଅମାନଙ୍କର ହୃଦୟରେ ରହୁଥିବା ରଣବୀର କପୁରଙ୍କ ଅଫେୟାର ବିଷୟରେ ଆପଣ ସମସ୍ତେ ଜାଣିଛନ୍ତି । ଫିଲ୍ମ ସାବେରିୟାରୁ ବଲୀଉଡରେ ଏଣ୍ଟ୍ରି ନେଇଥିବା ଅଭିନେତା ରଣବୀର କପୁରଙ୍କ ନାମ ବହୁତ ଅଭିନେତ୍ରୀଙ୍କ ସହ ଯୋଡି ସାରିଛି ।

ପ୍ରିୟଙ୍କା ଚୋପଡାଙ୍କ ଠାରୁ ନେଇ ଆଳିୟା ଭଟ୍ଟ ଦୀପିକା ପାଦୁକୋଣ ସହିତ ବି ତାଙ୍କର ନାଁ ଯୋଡି ସାରିଛି । କହିବାକୁ ଗଲେ ରଣବୀର କପୁରଙ୍କ ଗର୍ଲଫ୍ରେନ୍ଡ  ଲିସ୍ଟରେ ଅନ୍ୟ କେତେକ ମଡେଲ ଓ ଅଭିନେତ୍ରୀମାନେ ବି ସାମିଲ ଅଛନ୍ତି । ଏମିତିରେ ଆଜି ଆମେ ଆପଣଙ୍କୁ ରଣବୀର କପୁରଙ୍କ ସେହି ସବୁ ଗର୍ଲଫ୍ରେନ୍ଡଙ୍କ ବିଷୟରେ କହିବୁ ।

ପ୍ରିୟଙ୍କା ଚୋପଡା

ଗୋଟିଏ ସମୟ ଏମିତି ଥିଲା ଯେତେବେଳେ ରଣବୀର କପୁର ଓ ପ୍ରିୟଙ୍କା ଚୋପଡାଙ୍କ ଅଫେୟାର ମିଡିଆରେ ହେଡ୍ଲାଇନ ହୋଇ ରହୁଥିଲା । ଗୋଟିଏ ଫିଲ୍ମର ଶୁଟିଙ୍ଗ ସମୟରେ ଦୁଇ ଜଣ ବହୁତ ପରସ୍ପରର ପାଖାପାଖି ଆସିଥିଲେ । କିନ୍ତୁ ଅଧିକ ଦିନ ପର୍ଯ୍ୟନ୍ତ ଏହି ସମ୍ପର୍କ ଚାଲିଲା ନାହିଁ ।

ଦୀପିକା ପାଦୁକୋଣ

ଦୀପିକା ପାଦୁକୋଣ ରଣବୀର କପୁରଙ୍କ ଅଫେୟାର ବିଷୟରେ ସମସ୍ତେ ଜାଣିଛନ୍ତି । ୨୦୦୮ରେ ଦୁଇ ଜଣ ସମସ୍ତଙ୍କ ସାମ୍ନାରେ ନିଜର ପ୍ରେମ ବିଷୟରେ ବି କହି ଦେଇଥିଲେ । ଦୀପିକା ପାଦୁକୋଣ ତ ରଣବୀର କପୁରଙ୍କ ନାମର ଟାଟୁ ବି କରିଦେଇଥିଲେ । କିନ୍ତୁ ରଣବୀରଙ୍କ ଜୀବନରେ ଯେତେବେଳେ କଟରିନାଙ୍କ ଏଣ୍ଟ୍ରି ହେଲା ତେବେ ଦୁଇ ଜଣଙ୍କ ସମ୍ପର୍କରେ ଫାଟ ଚାଲି ଆସିଲା ଓ ଦୁଇ ଜଣ ଅଲଗା ହୋଇଗଲେ ।

କଟରୀନା କୈଫ

ଫିଲ୍ମ ଅଜବ ପ୍ରେମ କି ଗଜବ କାହାଣୀ ଫିଲ୍ମରୁ ଆରମ୍ଭ ହୋଇଥିବା ରଣବୀର ଓ କଟରିନାଙ୍କ ଲଭ ଷ୍ଟୋରିକୁ ପୁରା ଦୁନିଆ ଦେଖିଛି ଓ ଶୁଣିଛି । କୁହାଯାଏ କି ଲିବିଇନରେ ବି ଦୁଇ ଜଣ ବହୁତ ଦିନ ପର୍ଯ୍ୟନ୍ତ ରହିଥିଲେ । ଏହା ଛଡା ସେମାନଙ୍କର ବିବାହର ଖବର ବି ସାମ୍ନାକୁ ଆସିଥିଲା । କିନ୍ତୁ ୨୦୧୬ରେ ଦୁଇ ଜଣଙ୍କର ବ୍ରେକଅପ ହୋଇଗଲା ।

ଅବନ୍ତିକା ମଲିକ

ରଣବୀରଙ୍କର ଗର୍ଲଫ୍ରେନ୍ଡ ହେବାର ପ୍ରଥମ ଚାନ୍ସ ଅବନ୍ତିକା ମଲିକଙ୍କୁ ହିଁ ମିଳିଛି । ଗୋଟିଏ ଏମିତି ସମୟ ଥିଲା ଯେତେବେଳ ଅବନ୍ତିକା ରଣବୀରଙ୍କୁ ଡେଟ କରୁଥିଲେ ଓ ଦୁଇ ଜଣ ପାଖାପାଖି ୫ ବର୍ଷ ପର୍ଯ୍ୟନ୍ତ ପରସ୍ପରକୁ ଡେଟ କରିଛନ୍ତି । କିନ୍ତୁ ଯେତେବେଳେ ବିବାହର କଥା ଆସିଲା ସେତେବେଳେ ରଣବୀର ତାଙ୍କୁ ଛାଡି ଦେଲେ ।

ସୋନାମ କପୁର

ଫିଲ୍ମ ସାବେରିୟାରେ ରଣବୀର କପୁର ଓ ସୋନାମ କପୁର ଏକ ସହିତ କାମ କରିଥିଲେ । କିନ୍ତୁ ଏହା ପୂର୍ବରୁ ଦୁଇ ଜଣ ଗୋଟିଏ ଫିଲ୍ମରେ ଆସିଷ୍ଟାନ୍ତ ଡାଇରେକ୍ଟର ରୂପରେ କାମ କରିଥିଲେ । ଏହି ସମୟରେ ଦୁଇ ଜଣ ପରସ୍ପର ବହୁତ ପାଖାପାଖି ଆସିଯାଇଥିଲେ । ଦୁଇ ଜଣଙ୍କର ଅଫେୟାର ଖବର ବି ମିଡିଆ ସାମ୍ନାକୁ ଆସିଥିଲା । କିନ୍ତୁ କିଛି ଦିନ ପରେ ଦୁଇ ଜଣ ଅଲଗା ଅଲଗା ହୋଇଗଲେ ।

ମାହିରା ଖାନ

ରଣବୀର କପୁର କେବଳ ଭାରତର ଝିଅ ନୁହନ୍ତି ପାକିସ୍ତାନର ଅଭିନେତ୍ରୀ ମାହିରା ଖାନଙ୍କୁ ବି ଡେଟ କରିସାରିଛନ୍ତି । କହିବାକୁ ଗଲେ ଦୁଇ ଜଣଙ୍କର ଗୋଟିଏ ଫଟୋ ବହୁତ ଭାଇରାଲ ହୋଇଥିଲା । ଏହା ପରେ କୁହାଗଲା କି ଦୁଇ ଜଣ ଲିବଇନ ରିଲେସନସିପରେ ରହିଛନ୍ତି ।

ଆଳିୟା ଭଟ୍ଟ

ରଣବୀର ଓ ଆଳିୟା ଭଟ୍ଟ ଲଭ ଷ୍ଟୋରି ବିଷୟରେ ସମସ୍ତେ ଜାଣିଛନ୍ତି । ଦୁଇ ଜଣ ନିଜର ସମ୍ପର୍କକୁ ମିଡିଆ ସାମ୍ନାରେ ବି ମାନି ନେଇଛନ୍ତି । ଏହା ସହିତ ଏହା ବି ଖବର ଆସୁଛି କି ଦୁଇ ଜଣ ଜଲ୍ଦି ହିଁ ବିବାହ ବନ୍ଧନରେ ବାନ୍ଧି ହୋଇ ପାରନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।