ବିବାହିତା ମହିଳାମାନେ ଭୁଲରେ ବି ପିନ୍ଧନ୍ତୁ ନାହିଁ ଏହି 3 ଟି ଜିନିଷ, ସ୍ଵାମୀ ହେଇଯିବେ ବର୍ବାଦ- Chanakya Niti

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଚାଣକ୍ୟ ଜଣେ ମହାନ ଜ୍ଞାନୀ ଥିଲେ । ସେ ତାଙ୍କ ଗ୍ରନ୍ଥ ରେ ଅନେକ ମହତ୍ତ୍ୱପୂର୍ଣ୍ଣ ତଥ୍ୟ ସମ୍ବନ୍ଧରେ ବର୍ଣ୍ଣନା କରିଛନ୍ତି । ତାଙ୍କ ଗ୍ରନ୍ଥ ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମାନବ ସମାଜ କୁ ବ୍ୟବହାରିକ ଶିକ୍ଷା ପ୍ରଦାନ କରିବା । ତେବେ ଚାଣକ୍ୟ ନୀତି ରେ କିଛି ଏଭଳି ଜିନିଷ ସମ୍ବନ୍ଧରେ ଉଲ୍ଲେଖନୀୟ ରହିଛି ଯେଉଁ ଜିନିଷ ଗୁଡ଼ିକୁ କୌଣସି ବିବାହିତା ମହିଳା ମାନଙ୍କୁ ପିନ୍ଧିବା ଆଦୋୖ ଉଚିତ ନୁହେଁ । ଏହି ଜିନିଷ ପରିଧାନ କରିବା ଦ୍ୱାରା ପତି ଙ୍କ ଉପରେ ବିପଦ ଆସିଥାଏ ଏବଂ ଏହା ପତି ଙ୍କ ମୃତ୍ୟୁ ର କାରଣ ମଧ୍ୟ ସାଜିଥାଏ ।

ଏହା ସହିତ ପତି ଙ୍କ ବ୍ୟତୀତ ପରିବାର ର ଅନ୍ୟ ସଦସ୍ୟ ମାନେ ମଧ୍ୟ ଅସୁବିଧା ର ସମ୍ମୁଖୀନ ହୋଇଥାନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏଭଳି ୩ ଟି ଜିନିଷ ସମ୍ବନ୍ଧରେ କହିବୁ ଯେଉଁ ଜିନିଷ କୁ କୌଣସି ବିବାହିତା ମହିଳା ପରିଧାନ କରିବା ଦ୍ୱାରା ଏହାର କୁପ୍ରଭାବ ପତି ଓ ପରିବାର ସଦସ୍ୟ ଙ୍କ ଉପରେ ପଡ଼ିଥାଏ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମତଃ, କୌଣସି ବିବାହିତା ମହିଳା ଧଳା ରଙ୍ଗ ର ଶାଢ଼ୀ ଅଥବା ସୁଟ୍ ପିନ୍ଧିବା ପାପ ସହିତ ସମାନ ହୋଇଥାଏ । ଏହାଦ୍ବାରା ମହିଳା ମାନଙ୍କ ପତିବ୍ରତା ଧର୍ମର ନଷ୍ଟ ହୋଇଥାଏ । ସମ୍ପୂର୍ଣ୍ଣ ଧଳା ରଙ୍ଗର ବସ୍ତ୍ର ବିଧବା ମହିଳା ମାନେ ପରିଧାନ କରିଥାନ୍ତି । ତେଣୁ ଯଦି କୌଣସି ବିବାହିତା ମହିଳା ଏହି ରଙ୍ଗ ର ବସ୍ତ୍ର ପିନ୍ଧିଥାଏ ତେବେ ତାଙ୍କ ବୈବାହିକ ସମ୍ପର୍କ ରେ ନକରାତ୍ମକତା ସୃଷ୍ଟି ହୋଇଥାଏ ।

ଏହା ସହିତ ଧଳା ରଙ୍ଗ ଏହା ସୂଚାଇ ଥାଏ ଯେ ତାହା ରଙ୍ଗହୀନ । ଏହା ପତି ଙ୍କ ମୃତ୍ୟୁ ର କାରଣ ସାଜିଥାଏ । ତେଣୁ ଏପରି ଭୁଲ କୌଣସି ବି ବିବାହିତା ମହିଳା ଆଦୋୖ କରନ୍ତୁ ନାହିଁ । ଯଦି ଆପଣ ଧଳା ରଙ୍ଗର ବସ୍ତ୍ର ପିନ୍ଧିବାକୁ ଚାହୁଁଛନ୍ତି ତେବେ ଯଦି ତାହା ସହିତ କୌଣସି ଅନ୍ୟ ରଙ୍ଗ ଥିବ ତେବେ ହିଁ ପରିଧାନ କରନ୍ତୁ । ଅନ୍ୟ ପକ୍ଷରେ କୁଆଁରୀ ଝିଅ ମାନେ ଧଳା ରଙ୍ଗର ବସ୍ତ୍ର ପିନ୍ଧି ପାରିବେ ।

୨. ବନ୍ଧୁଗଣ ଦ୍ବିତୀୟତଃ ବର୍ତ୍ତମାନ ସମୟରେ ମହିଳା ମାନେ ସୁନ୍ଦର ଓ ଆକର୍ଷଣୀୟ ଦେଖାଯିବା ପାଇଁ ପାଦରେ ସୁନା ର ଆଭୂଷଣ ପରିଧାନ କରୁଛନ୍ତି । ଯାହା ଅଶୁଭ ଦାୟକ ହୋଇଥାଏ । ଏପରି କରିବା ଦ୍ୱାରା କୁବେର ଦେବତା ଙ୍କ ଅପମାନ ହୋଇଥାଏ ଏବଂ ଯେଉଁ କାରଣରୁ ପରିବାର ସଦସ୍ୟ ଏବଂ ପତି ଙ୍କ ଉପରେ ଏହାର କୁପ୍ରଭାବ ପଡ଼ିଥାଏ । ତେଣୁ ଭୁଲ ରେ ମଧ୍ୟ କେବେବି ପାଦରେ ସୁନା ର ଆଭୂଷଣ ପରିଧାନ କରନ୍ତୁ ନାହିଁ ।

୩. ବନ୍ଧୁଗଣ ତୃତୀୟତଃ, ଶାସ୍ତ୍ର ଅନୁସାରେ ବୈବାହିକ ଜୀବନ ରେ ସିନ୍ଦୁର ଏବଂ ମଙ୍ଗଳସୁତ୍ର ର ବିଶେଷ ଭୂମିକା ରହିଛି । ଏହି ଦୁଇଟି ଜିନିଷ ପତି ଙ୍କ ଖୁସି ସହିତ ଜଡ଼ିତ ହୋଇ ରହିଥାଏ । ଯଦି କୌଣସି ବିବାହିତା ମହିଳା ସିନ୍ଦୁର ର ପରିଧାନ କରନ୍ତି ନାହିଁ ତେବେ ତାଙ୍କ ସମ୍ପର୍କ କୁ କଳଙ୍କ ବୋଲି କୁହାଯାଏ । ତେଣୁ ପ୍ରତ୍ୟେକ ବିବାହିତା ମହିଳା ଙ୍କୁ ସିନ୍ଦୁର ଅବଶ୍ୟ ମଥାରେ ଲଗାଇବା ଉଚିତ । ଏହା ସହିତ ମଙ୍ଗଳସୂତ୍ର ର ମଧ୍ୟ ବୈବାହିକ ଜୀବନ ରେ ବିଶେଷ ମହତ୍ତ୍ୱ ରହିଛି ।

ମଙ୍ଗଳସୂତ୍ର ରେ ସୁନା ଅଥବା ପିତ୍ତଳ ନଥିଲେ ତାହା ଚଳନୀୟ କିନ୍ତୁ ହଳଦିଆ ସୂତା ରେ କଳା ମାଳି ଅବଶ୍ୟ ରହିବା ଆବଶ୍ୟକ । ଶାସ୍ତ୍ର ଅନୁସାରେ ମଙ୍ଗଳସୁତ୍ର ରେ ଥିବା ହଳଦିଆ ରଙ୍ଗର ଭାଗ ମାତା ପାର୍ବତୀ ଙ୍କ ପ୍ରତୀକ ଅଟେ ଏବଂ କଳା ରଙ୍ଗର ଭାଗ ମହାଦେବ ଙ୍କ ପ୍ରତୀକ ଅଟେ । ତେଣୁ ପ୍ରତ୍ୟେକ ବିବାହିତା ମହିଳା ଙ୍କୁ ବେକରେ ମଙ୍ଗଳସୂତ୍ର ର ପରିଧାନ ଅବଶ୍ୟ କରିବା ଉଚିତ । ନଚେତ ଏହାଦ୍ବାରା ବୈବାହିକ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଥାଏ ଏବଂ ପତି ଙ୍କୁ ଅନେକ ବିପଦ ର ସାମ୍ନା କରିବାକୁ ପଡ଼ିଥାଏ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।