2020 ରେ ଦୁନିଆ ଛାଡି ସବୁଦିନ ପାଇଁ ଚାଲି ଯାଇଛନ୍ତି Bollywood ର ଏହି 15 ବଡ ଷ୍ଟାର

ଯଦି ଆପଣ କାହାକୁ ବହୁତ ଅଧିକ ଭଲ ପାଉଛନ୍ତି ଓ ସେ ଆପଣଙ୍କୁ ଛାଡି ଚାଲିଯିବେ ଅର୍ଥାତ ତାଙ୍କର ଦେହାନ୍ତ ହୋଇଯିବ ତେବେ ଏହା ଆପଣଙ୍କୁ ବହୁତ କଷ୍ଟ ଦେଇଥାଏ । କହିବାକୁ ଗଲେ ଯେତେବେଳେ ସୁଶାନ୍ତ ସିଂହ ରାଜପୁତଙ୍କ ନିଧନର ଖବର ସାମ୍ନାକୁ ଆସିଲା ତେବେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ରହିଗଲେ । କାହାକୁ ବିଶ୍ଵାସ ହେଲା ନାହିଁ କି ୩୪ ବର୍ଷ ବୟସରେ ବଲୀଉଡର ଷ୍ଟାର ହୋଇସାରିଥିବା ସୁଶାନ୍ତ ଏହିଭଳି ପଦକ୍ଷେପ ନେଇଯିବେ ।

କିନ୍ତୁ କରୋନା ଭାଇରସ ମଧ୍ୟରେ ଟିଭି ଓ ଫିଲ୍ମ ଦୁନିଆର ୧୫ ଜଣ କଳାକାର ଆମକୁ ଅଳବିଦା କହି ଦେଇ ଚାଲି ଯାଇଛନ୍ତି । ଯେଉଁମାନେ ଅଭିନୟ ଦ୍ଵାରା ଲୋକମାନଙ୍କ ହୃଦୟରେ ଏକଖାସ ସ୍ଥାନ କରିଥିଲେ । ଆଜି ଆମେ ଆପଣଙ୍କୁ ସେହି ସମସ୍ତ କଳାକାର ମାନନାକ ବିଷୟରେ କହିବୁ ଯେଉଁମାନେ ୨୦୨୦ରେ ଏହି ଦୁନିଆକୁ ଅଲବିଦା କହିଦେଇଛନ୍ତି ।

ଇରଫାନ ଖାନ

ଲକଡାଉନ ମଧ୍ୟରେ ୨୯ ଏପ୍ରିଲକୁ ଯେତେବେଳେ ଖବର ଆସିଲା କି ଇରଫାନ ଖାନ ଆମ ସମସ୍ତଙ୍କୁ ଛାଡି ଚାଲି ଯାଇଛନ୍ତି ତେବେ ସମସ୍ତେ ଦୁଖରେ ଭାଙ୍ଗି ଗଲେ । କହିଦେଉହକୁ କି ଇନଫେକ୍ଶନ କାରଣରୁ ତାଙ୍କର ନିଧନ ହୋଇଛି । କହିବାକୁ ଗଲେ ତାଙ୍କ ଦ୍ଵାରା ଅଭିନୀତ ଫିଲ୍ମ ଗୁଡିକ ଆଜି ବି ଲୋକମାନେ ଦେଖିବାକୁ ପସନ୍ଦ କରନ୍ତି ।

ଋଷି କପୁର

ଇରଫାନ ଖାନଙ୍କ ନିଧନର ଗୋଟିଏ ଦିନ ପରେ ନାହିଁ ପୁଣି ଠାରେ ଖବର ଆସିଲା କି ଋଷି କପୁରନାକ ଦେହାନ୍ତ ହୋଇ ଯାଇଛି । କ୍ୟାନ୍ସର ରୋଗରେ ପୀଡିତ ଥିବା ଋଷି କପୁର ୩୦ ଏପ୍ରିଲରେ ମୁମ୍ବାଇରେ ଏକ ପ୍ରାଭେଟ ହସ୍ପିଟାଲରେ ଶେଷ ନିଶ୍ଵାସ ନେଲେ ।

ଶଫିକ ଅଂଶାରି

କ୍ରାଇମ ପେଟ୍ରୋଲ ସିରିୟଲରେ ଅଭିନୟ କରୁଥିବା ଶଫିକ ଅଂଶାରି ୧୦ ମେରେ ସେ ନିଧନ ବରଣ କରିଛନ୍ତି । ଶଫିକ ଅଂଶାରି କିଛି ବର୍ଷ କ୍ୟାନ୍ସର ରୋଗରେ ପୀଡିତ ଥିଲେ ।

ମନମୀତ ଗିରେୱାଲ

ଟିଭି ସିରିୟଲ ଗୁଡିକରେ କାମ କରିସାରିଥିବା ଅଭିନେତା ମନମୀତ ଗିରେୱାଲ ୧୫ ମେରେ ମୁମ୍ବାଇଆରେ ନିଧନ କରିଥିଲେ । ମିଡିଆ ରିପୋର୍ଟ ଅନୁସାରେ ଲକଡାଉନ କାରଣରୁ ବହୁତ ସମୟ ହେବ ମନମୀତ ଗିରେୱାଲଙ୍କ ପକାହରେ କୌଣସି କାମ ନ ଥିଲା ଓ ସେ ଆର୍ଥିକ ସମସ୍ୟା ମଧ୍ୟରେ ଘେରି ରହିଥିଲେ ।

ସଚିନ କୁମାର

୧୬ ମେରେ ବଲୀଉଡର ଅଭିନେତା ଅକ୍ଷୟ କୁମାରଙ୍କ ସ୍ମାପର୍କୀୟ ସଚିନ କୁମାରଙ୍କ ହୃଦଘାତ କାରଣରୁ ନିଧନ ହୋଇଥିଲା । ସଚିନ କପୁର ଟିଭିର କିଛି ଶୋରେ ନଜର ଆସିଥିଲେ ।

ମୋହିତ ବଘେଳ

ପ୍ରସିଦ୍ଧ କମେଡିୟାନ ଅଭିନେତା ମୋହିତ ବଘେଳ ୨୭ ବର୍ଷ ବୟସରେ ଦେହନତୀ ହୋଇଗଲା । ମୋହିତ ବଘେଳ କ୍ୟାନ୍ସରରେ ପୀଡିତ ଥିଲେ ।

ପ୍ରେକ୍ସା ମେହେତା

ଟିଭିର ଚର୍ଚିତ ଶୋ କ୍ରାଇମ ପେଟ୍ରୋଲରେ ନଜର ଆସୁଥିବା ଅଭିନେତ୍ରୀ ପ୍ରେକ୍ସା ମେହେତା ୨୬ ମେ ମଧ୍ୟ ପ୍ରଦେଶର ଇନ୍ଦୋରରେ ନିଧନ କରିଥିଲେ ।

ୟୋଗେଶ ଗୌର

ହିନ୍ଦୀ ଫିଲ୍ମ ପାଇଁ ଗୀତ ଲେଖୁଥିବା ୟୋଗେଶ ଗୌର ୨୯ ମେରେ ନିଧନ ହୋଇଗଲା ।

ୱାଜିଦ ଖାନ

୩୧ ମେରେ ମ୍ୟୁଜିକ ଡାଇରେକ୍ଟର ୱାଜିଦ ଖାନ ଆମ ସମସ୍ତଙ୍କୁ ଛାଡି ଚଳାଇ ଗଲେ ଓ କୁହାଯାଉଛି କି କରୋନା ଭାଇରସ କାରଣରୁ ତାଙ୍କର ନିଧନ ହୋଇଛି ।

ଚିରଞ୍ଜୀବି ସାରଜା

କନ୍ନଡ ଫିଲ୍ମର ପ୍ରସିଦ୍ଧ ଅଭିନେତା ଚିରଞ୍ଜୀବି ସାରଜା ୭ ଜୁନରେ ହୃଦଘାତ କାରଣରୁ ତାଙ୍କର ନିଧନ ହୋଇଛି । ଚିରଞ୍ଜୀବି ସାରଜା ୨୦ରୁ ଅଧିକ କନ୍ନଡ ଫିଲ୍ମରେ କାମ କରିଥିଲେ ।

ସୁଶାନ୍ତ ସିଂହ ରାଜପୁତ

ବହୁତ କମ ସମୟ ମଧ୍ୟରେ ସୁଶାନ୍ତ ବଲୀଉଡରେ ଜଣେ ଜଣା ଶୁଣା ଓ ପ୍ରସିଦ୍ଧ ଅଭିନେତା ହୋଇ ଯାଇଥିଲେ । କୁହାଯାଉଛି କି ସୁଶାନ୍ତ ଗତ କିଛି ଦିନ ହେବ ଦୀପରେସନରେ ଥିଲେ ।

ଏହା ଛଡା ବାସୁ ଚାଟାର୍ଜି, ସାଇ ଗୁନଦେବାର, ଜଗେଶ ମୁକାତି, ରତନ ଚୋପଡା ଭଳି ଅନ୍ୟ କିଛି ଟିଭି ଓ ଫିଲ୍ମ ଇଣ୍ଡଷ୍ଟ୍ରି ପ୍ରସିଦ୍ଧ ଅଭିନେତାଙ୍କ ନିଧନ ୨୦୨୦ରେ ହୋଇଛି । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।