ବାହାଘର ପରେ ଶାଶୂଘରେ କେମିତି ଅଛନ୍ତି ଦେବଜାନୀ, ଦେଖନ୍ତୁ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତ ଅଭିନେତ୍ରୀ ଦେବଜାନୀ ଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ ଏବଂ ତାଙ୍କର ଜବରଦସ୍ତ ଅଭିନୟ କୁ ମଧ୍ୟ ନିଶ୍ଚିତ ଭାବରେ ଦେଖିଥିବେ । ଦେବଜାନୀ ଙ୍କୁ ଅନେକ ଆଲବମ୍ ରେ ଦେଖିବାକୁ ମିଳିଛି । ତାଙ୍କର ସମସ୍ତ ଆଲବମ୍ ସୁପରହିଟ ହୋଇଛି । ଏହି ଅଭିନେତ୍ରୀ ଆଲବମ୍ ସହିତ ଅନେକ ଧାରାବାହିକ ଏବଂ ଫିଲ୍ମ ରେ ମଧ୍ୟ ନିଜର ଦମଦାର ଅଭିନୟ ପ୍ରଦର୍ଶନ କରିଛନ୍ତି । ଏହି ଅଭିନେତ୍ରୀ ନିଜର ଅଭିନୟ ର ଯାଦୁ ରେ ସମସ୍ତ ଦର୍ଶକ ଙ୍କୁ ନିଜ ପ୍ରତି ଆକର୍ଷିତ କରିଛନ୍ତି ଏବଂ ନିଜ ଅଭିନୟ ର ଯାଦୁ ରେ ବାନ୍ଧି ରଖିଛନ୍ତି । ଏହି ଅଭିନେତ୍ରୀ ଙ୍କ ଅଭିନୟ ଯେପରି ସୁନ୍ଦରୀ ସେ ସ୍ୱୟଂ ଦେଖିବାକୁ ମଧ୍ୟ ବହୁତ ସୁନ୍ଦର ।

ସଂକ୍ଷେପରେ କହିବାକୁ ଗଲେ ଅଭିନେତ୍ରୀ ଦେବଜାନୀ ନିଜର ସୁନ୍ଦରତା ଏବଂ ଅଭିନୟ ମାଧ୍ୟମରେ ବେଶ ଲୋକପ୍ରିୟତା ହାସଲ କରିଛନ୍ତି ଏବଂ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଖବର ଭାଇରାଲ ହେବାରେ ଲାଗିଛି ଯେ ବିବାହ ପରେ ନିଜ ଶାଶୂଘରେ ଦେବଜାନୀ କିପରି ଅଛନ୍ତି । ତେବେ ଆସନ୍ତୁ ଏହି ଖବର ପଛରେ କଣ ରହସ୍ୟ ରହିଛି ସେହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ବନ୍ଧୁଗଣ ଅଭିନେତ୍ରୀ ଦେବଜାନୀ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ସତ । କିନ୍ତୁ ତାହା ରିଅଲ ଲାଇଫ ରେ ନୁହେଁ ରିଲ ଲାଇଫ ରେ । ଦେବଜାନୀ ଏବଂ ଜୟଜିତ ଙ୍କ ଏକ ନୂଆ ଫିଲ୍ମ ଆସିବାକୁ ଯାଉଛି । ଯାହାର ସୁ-ଟିଂ ବର୍ତ୍ତମାନ ସମୟ ରୁ ଆରମ୍ଭ ହୋଇ ସାରିଛି । ଏହି ସୁ-ଟିଂ ର କିଛି ଫଟୋ ଅଭିନେତ୍ରୀ ଦେବଜାନୀ ନିଜର ସୋସିଆଲ ମିଡିଆ ଆକାଉଣ୍ଟ ରେ ସେୟାର କରିଛନ୍ତି ।

ସେହି ଫଟୋ ଗୁଡ଼ିକୁ ଦେଖି ଦର୍ଶକ ମାନେ ଭାବିଛନ୍ତି ଯେ ଦେବଜାନୀ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ଏବଂ ବିବାହ ପରେ ସେ ନିଜର ଶାଶୂଘରେ ହିଁ ରହୁଛନ୍ତି । ତେଣୁ ଦର୍ଶକ ମାନେ ପ୍ରଶ୍ନ କରିଛନ୍ତି ଯେ ବିବାହ ପରେ ନିଜ ଶାଶୂଘରେ କିପରି ରହୁଛନ୍ତି ଦେବଜାନୀ ?

କିନ୍ତୁ ବନ୍ଧୁଗଣ ଆମେ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ ସେହି ଫଟୋ ଗୁଡ଼ିକ ଦେବଜାନୀ ଙ୍କ ଆଗାମୀ ଫିଲ୍ମ ର ସୁ-ଟିଂ ସମୟର କିଛି ଫଟୋ ଅଟେ । ଅଭିନେତ୍ରୀ ଦେବଜାନୀ ବାସ୍ତବରେ ବିବାହ ବନ୍ଧନରେ ଆବଦ୍ଧ ହୋଇ ନାହାନ୍ତି । ତେବେ ବନ୍ଧୁଗଣ ଆଶା କରୁଛୁ ଆପଣ ମାନଙ୍କୁ ଅଭିନେତ୍ରୀ ଦେବଜାନୀ ଙ୍କ ସମ୍ବନ୍ଧରେ ଜାଣି ନିଶ୍ଚିତ ଭାବରେ ପସନ୍ଦ ଆସିଥିବ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।