ସକାଳୁ ସକାଳୁ ବାସି ରୁଟି ଖାଉଛନ୍ତି କି ? ଜଲ୍ଦି ଦେଖନ୍ତୁ …ଡାକ୍ତର ବି ହେଲେ ଆଶ୍ଚର୍ଯ୍ୟ- Health Tips

ସାଧାରଣ ଭାବରେ ଆଜିକାଲି ଦୁନିଆରେ ଯେଉଁ ବ୍ୟକ୍ତି ବହୁତ ଧନ ଥାଏ ସେହି ବ୍ୟକ୍ତି ସାଧାରଣ ଭାବରେ ବଡ ବଡ ରୋଗର ଶିକାର ହୋଇଥାଏ । ଯେଉଁ ଲୋକ ମାନଙ୍କ ପାଖରେ ଧନ କମ ଥାଏ ସେମାନେ କିଛିଟା କମ ରୋଗରେ ପୀଡିତ ଥାନ୍ତି । ଦୁଇଜଣଙ୍କ ମଧ୍ୟରେ ଧନକୁ ନେଇ ଯେଉଁ ଅନ୍ତର ଥାଏ ସେହି ପରି ରୋଗକୁ ନେଇ ମଧ୍ୟ ଏହି ଗରିବ ଓ ଧନୀ ଙ୍କ ମଧ୍ୟ ରେ ଅନ୍ତର ଥାଏ । କାହିଁକିନା ମନୁଷ୍ୟ ପାଖରେ ଯେତେ ଧାନ ଥାଏ ସେହି ଅନୁପାତରେ ତାର ଜୀବନ ଶୈଳୀ ବଦଳି ଯାଇଥାଏ ।

ଆମେ ଏହି ଧନ ବା ଟଙ୍କା ଦ୍ଵାରା ତାଜା ଖାଦ୍ୟ ଖାଇଥାଉ । ସବୁବେଳେ ସବୁଜିନିଷ ତାଜା ଖାଇଥାନ୍ତି । ଏହି ତାଜା ଖାଦ୍ୟ ଖାଇବା ବେଳେ ଯାହା ବଳିଯାଏ ତାକୁ ଫୋଫାଡି ଦେଇଥାଉ । ଆମେ ରୁଟି କରିବା ବେଳେ ଯଦି ଖାଇ ସାରି କିଛି ବଳିଯାଏ ତାକୁ ସକାଳେ ଫୋପାଡି ଦେଇଥାଉ ।

ନଚେତ କୌଣସି ପଶୁ ପଖିକୁ ଦେଇଥାଉ । କିନ୍ତୁ ଆମେ ସମସ୍ତେ ଭୁଲ କାର୍ଯ୍ୟ କରି ଦେଉ । ଆୟୁର୍ବେଦ ଅନୁସାରେ ବାଶି ରୁଟି ଖାଇବାର ବହୁତ ଫାଇଦା ହୋଇଥାଏ । କିନ୍ତୁ ଗରିବ ଲୋକମାନେ ଏପରି କରନ୍ତି ନାହିଁ । ଗରିବ ଲୋକମାନେ ବାଶି ରୁଟିକୁ ଫୋପାଡନ୍ତି ନାହିଁ । ସେମାନେ ବାସି ରୁଟିକୁ ଖାଇଥାନ୍ତି କାରଣ ସେମାନଙ୍କ ପାଖରେ ଏତେ ଧନ ନଥାଏ କି ରୁଟିକୁ ଫୋପାଡିଦେବେ । ଏହି ଗରିବ ଲୋକ କୌଣସି ଖାଦ୍ୟ ବଳିଗଲେ ତାକୁ ପୁଣି ସକାଳେ ଖାଇଦିଅନ୍ତି ।

ଏହି ପରି ସେମାନେ ଅଜଣାତରେ କିଛି ଭଲ କାମ କରିଥାନ୍ତି । କିନ୍ତୁ ସବୁ ବାଶି ଜିନିଷର ଫାଇଦା ହୋଇନଥାଏ । ଆଜି ଆମେ ଆପଣଙ୍କୁ ଗହମରେ ତିଆରି ବାଶି ରୁଟି ଖାଇବାର ଫାଇଦା ବିଷୟରେ ଜଣାଇବୁ । ସକାଳୁ ଉଠି ବାସି ରୁଟିକୁ କିପରି ଖାଇବେ ଆସନ୍ତୁ ଜାଣିବା । ବାସି ରୁଟିକୁ ଖିରରେ ବୁଡାଇ ଦିଅନ୍ତୁ ଓ ୫ ମିନିଟ ପରେ ଏହାକୁ ସେବନ କରନ୍ତୁ । କ୍ଷୀରକୁ ଗରମ କରନ୍ତୁ ନାହିଁ କି ଚିନୀ ପକାନ୍ତୁ ନାହିଁ । ଏହାକୁ ଖାଇବା ଦ୍ଵାରା ଡାଇବେଟିସ ରୋଗ ପାଇଁ ବହୁତ ଫାଇଦା ଦେଇଥାଏ ।

ଡାଇବେଟିସକୁ ନିୟନ୍ତ୍ରଣ କରିବା ପାଇଁ ଯେଉଁ ଔଷଧ ଖାଇଥାଉ ସେଥିରେ ଡାଇବେଟିସ ନିୟନ୍ତ୍ରଣ ହୋଇଯାଏ କିନ୍ତୁ ଆହୁରି ଅନେକ ରୋଗ ସୃଷ୍ଟି ହୋଇଥାଏ । ଔଷଧ ଖାଇ ଖାଇ ଆମ ଶରୀର ପୁରା ଭିତରୁ ଖାଲି ହୋଇଯାଏ । ଏହି ବାସି ରୁଟିକୁ ସକଳ ଖାଲି ପେଟରେ ଖାଇବା ଦ୍ଵାରା ଡାଇବେଟିସ ସଂପୂର୍ଣ୍ଣ ଭାବରେ ୩ ରୁ ୪ ମାସ ଭିତରେ ଭଲ ହୋଇଯାଏ । ଏହି ବାସି ରୁଟି ଖାଇବା ଦ୍ଵାରା ଆପଣଙ୍କର ଥିବା ଉଚ୍ଚ ରକ୍ତ ଚାପ ମଧ୍ୟ ନିୟନ୍ତ୍ରଣ ହୋଇଥାଏ ।

ଏହା ସହ ଆପଣଙ୍କୁ ଖାଲି ପେଟରେ ସକାଳୁ ଉଠି ପାଣି ପିଇବାର ଅଛି । ସବୁ ଦିନ ସକାଳୁ ୩ ରୁ ୪ ଗ୍ଳାସ ପାଣି ଖାଲି ପେଟରେ ପିଇବା ଦ୍ଵାରା ଉଚ୍ଚ ରକ୍ତ ଚାପ ୧ ମାସ ମଧ୍ୟ ରେ ସଂପୂର୍ଣ୍ଣ ଭଲ ହୋଇଯିବ । ସକାଳୁ ବାସି ରୁଟି ଖାଇବା ଦ୍ଵାରା ଆପଣଙ୍କୁ କୌଣସି ପେଟ ସମ୍ବନ୍ଧୀୟ ରୋଗ ହବ ନାହିଂ । ଆପଣଙ୍କ ଓଜନକୁ ମଧ୍ୟ ନିୟନ୍ତ୍ରଣ କରିଥାଏ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।