ଯେତେବେଳେ ରିନା ରଏଙ୍କୁ କୁହାଗଲା Sonakshi Sinhaଙ୍କ ମା, ରାଗିକି ଏମିତି ଜବାବ ଦେଲେ ଦବଙ୍ଗ ଗର୍ଲ

ଆପଣ ଜାଣି ଥିବେ ଯେ ବଲିଉଡ ର ବହୁତ ଭଲ ଅଭିନେତ୍ରୀ ଭାବେ ପରିଚିତ ଥିଲେ । କିନ୍ତୁ ତାଙ୍କ ଫିଲ୍ମ ଦୁନିଆ ଅପକ୍ଷା ତାଙ୍କ ପର୍ଶନାଳ ଲାଇଫ ବିଷୟରେ ବେସୀ ଚର୍ଚାରେ ଥିଲେ । ଏବଂ ଆପଣ ଜାଣିଥିବେ ଯେ ତାଙ୍କର ଫିଲ୍ମ ଦୁନିଆରେ ଶତ୍ରୁଘନ ସିନ୍ନାଙ୍କ ସହ ଲଭ ରିଲେସନ ମଧ୍ୟ ଥିଲା । ଦୁହେଁ ବହୁତ ଫିଲ୍ମରେ ଏକାଠି କାମ ମଧ୍ୟ କରିଥିଲେ । ଯାହା ଫଳରେ ଶତ୍ରୁଘ୍ନ ସିନ୍ନା କେତେବେଳେ ରୀନା ରାୟଙ୍କୁ ମନ ଦେଇ ବସିଲେ ଯେ ସେ ନିଜେ ବି ଜାଣି ନଥିଲେ ।

ସେହି ରିଲେସନ ର ଅନ୍ତ ବି ବହୁତ ଦୁଖଡ ହେଲା ଏବଂ ଶତ୍ରୁଘନ ସିନ୍ନା ତାଙ୍କ ସ୍ତ୍ରୀ ଠାରୁ ଅଲଗା ହେଇ ରୀନାଙ୍କ ସହ ଜୀବନ ବିତାଇବାକୁ ରାଜି ହେଲେ ନାହିଁ, ଆଉ ରୀନା ତ ଶତ୍ରୁଘନ ସିନ୍ନାଙ୍କ ଠାରୁ ଦୂରେଇ ଗଲେ କିନ୍ତୁ ଏହି ରିଲେସନ ତାଙ୍କ ପିଛା ଛାଡିଲା ନାହିଁ।

ସେଥିପାଇଁ ଲୋକ ମାନେ ଶତ୍ରୁଘନ ଙ୍କ ଝିଅ ସୋନକ୍ସି ସିନ୍ନାଙ୍କୁ ରୀନା ରଏଙ୍କ ଝିଅ ବୋଲି ମଧ୍ୟ  କହିବାକୁ ଲାଗିଲେ । ଯେତେବେଳେ ସୋନକ୍ସି ଫିଲ୍ମ ଦବଙ୍ଗ ରେ  ରୋଲ କରିଥିଲେ ସେତେବେଳେ ବି ଲୋକ ମାନେ ସେହି କଥା କହିଥିଲେ ଯେ ସେ ରୀନା ରଏଙ୍କ ଦେଖା ଯାଉଛନ୍ତି । ଲୋକ ମାନେ ତ ଏଇଟା ବି କହିବାକୁ ଲାଗିଲେ ଯେ ସୋନକ୍ସି ପୁନମ ଆଉ ଶତ୍ରୁଘନ ଙ୍କ ଝିଅ ନୁହେଁ ରୀନା ଆଉ ଶତ୍ରୁଘନଙ୍କ ଝିଅ ବୋଲି ।

ବ୍ରେକପ ପରେ ସୋନକ୍ସିଙ୍କୁ ପୁନମ ପାଳି ପୋଷୀ ବଡ କରିଛନ୍ତି ବୋଲି । ଏହା ଶୁଣି ନା ସୋନକ୍ସି ଖାଲି ରାଗିଲେ ତାଙ୍କ ମା ତ ମିଡିଆକୁ ବହୁତ ସାରା କଥା ମଧ୍ୟ ଶୁଣେଇଲେ ।ଏବଂ ଯେତେବେଳେ ଏହି କଥା ରୀନା ରଏ ଜାଣିଲେ ସେତେବେଳେ ସେ ପ୍ରେସ କଂଫରେନ୍ସ ରେ କହିଲେ ଯେ ସେ ଦବଙ୍ଗ ରେ ଜଣେ ଭାରତୀୟ ନାରୀ ଭଳି ଅଭିନୟ କରିଥିଲେ । ଯାହା ପାଇଁ ଏମତି ଲୋକ ମାନଙ୍କୁ ଲାଗିଥାଇ ପାରେ ।ବଲିଉଡରେ ଏମତି ବହୁତ ସାରା କଥା ଉଠିଥାଏ ସେମତି ସୋନକ୍ସି ସିନ୍ନା ଓ ରୀନା ରଏଙ୍କ ବିଷୟରେ ମଧ୍ୟ ବହୁତ ସାରା କଥା ଉଠିଥିଲା ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।