ଜାଣନ୍ତୁ କଣ ପ୍ରକୃତରେ ହୋଇଥିଲା ?? କଣ ପାଇଁ ଜଗଜିତ ପାଲ ଛାଡିଲେ ନୂଆବୋହୁ ସିରିଏଲ ।

ଗତ କିଛି ଦିନ ପୂର୍ବେ ଜଗଜିତ ପାଲ୍ ନୂଆ ବୋହୂ ସିରିଏଲ୍ କୁ ଛାଡ଼ି ଦେଇ ଥିଲେ ସେ ଏବେ ଆଉ ସେହି ସିରିଏଲ ରେ ଦେଖିବାକୁ ମିଳୁନାହଁନ୍ତି । ଏହାର ମୁଖ୍ୟ କାରଣ ଥିଲା କି, ଜଗଜିତ ଙ୍କୁ ଏକ ନୂଆ ସିରିଏଲ୍ ର ଅଫର୍ ମିଳିଯାଇ ଥିଲା। ସେହି ସିରିଏଲ ଛାଡ଼ିଦେବା ପାଇଁ ସେ ଫାଇସଲା ନେଇଥିଲେ ନୂଆ ସିରିଏଲ ବାହାରିବା ଅନ୍ୟ କାରଣ ହେଉଛି ଯେ ସେ ତାଙ୍କ ପାଖରେ ଆଉ

ଜମା ବି ସମୟ ହେବ ନାହିଁ ଓ ତାଙ୍କ ନୂଆ କଣ୍ଟ୍ରାକ୍ଟ ଅନୁସାରେ ସେ ଯଦି ନୂଆ ଏହି ସିରିଏଲ sign କରୁଛନ୍ତି ସେ ଅନ୍ୟ କୌଣସି ସିରିଏଲ୍ କାମ କରିପାରିବେ ନାହିଁ । ସେସେହି ସିରିଏଲ୍ ରେ ପାରିଶ୍ରାମିକ ନୂଆ ବୋହୂ ର ସିରିଏଲ୍ ଠାରୁ ଅଧିକ ଥିଲା ଏହା ବି ଗୋଟେ ଅନ୍ୟ କାରଣ ବୋଲି ଚର୍ଚ୍ଚା ହେଉଛି ।

ସେହି ସିରିଏଲ୍ ର ସୁଟିଗଂ ମଧ୍ୟ ଭଲ ଚାଲିଥିଲା କିନ୍ତୁ ହଠାତ ଜଗଜିତ ଏହି ସିରିଏଲ୍ ରୁ ମଧ୍ୟ ଓହରି ଯାଇଛନ୍ତି ଏହାର କାରଣ କିଛି ବୁଝା ପଡୁ ନାହିଁ କିନ୍ତୁ ଜାଣିବାକୁ ମିଳିଛି ଏହାର ମୁଖ୍ୟ କାରଣ ଟି ହେଉଛି ଏହି ସିରିଏଲ୍ ର ପ୍ରଡୁସର୍ ଜଗଜିତ ଙ୍କୁ ଯେତିକି ପାରିଶ୍ରମିକ କହିଥିଲେ ସେ ତା ଠାରୁ ବହୁତ କମ୍

ଦେଇଥିଲେ ଯାହା ନୂଆ ବୋହୁ ସିରିଏଲ୍ ର ପାରିଶ୍ରମିକ ଠାରୁ କମ୍ ଥିଲା। ପ୍ରଡୁସର୍ କହିଥିଲେ ଏହା ନୂଆ ସିରିଏଲ୍ ତେଣୁ ଜଗଜିତ ଙ୍କୁ ଅଧିକ ପାରିଶ୍ରମିକ ଦେଇ ହେବ ନାହିଁ ତେଣୁ ଜଗଜିତ ଏହି ସିରିଏଲ୍ କୁ ଛାତି ଦେଇଛନ୍ତି। ଏବେ ଜଗଜିତ କଣ କରିବେ କିଛି ଜଣା ନାହିଁ।