Kajal Aggarwal ଙ୍କ ସ୍ଵାମୀ ପ୍ରିୟଙ୍କା ଚୋପ୍ରାଙ୍କ ସ୍ଵାମୀ ଠୁ ବି ଅଧିକ ଧନୀ, କଣ କରନ୍ତି ସେ ଦେଖନ୍ତୁ

ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ କାଜଲ ଅଗ୍ରୱାଲଙ୍କ ବିବାହର ଖବର ବର୍ତ୍ତମାନ ସୋସିଆଲ ମିଡିଆରେ ବହୁତ ଟ୍ରେଣ୍ଡ କରୁଛି । ଏମିତିରେ ଶୁଣିବାକୁ ମିଳୁଛି କି ତାଙ୍କର ବିବାହର ତାରିଖ ଠିକ ହୋଇ ଯାଇଛି ଓ କାଜଲ ଅଗ୍ରୱାଲ ବି ଏହା ବିଷୟରେ ପୃଷ୍ଟି କରିସାରିଛନ୍ତି । କହିବାକୁ ଗଲେ ଗୋଟିଏ ଚ୍ୟାଟ ଶୋ ଉପରେ ଯେତେବେଳେ ତାଙ୍କୁ ତାଙ୍କର ବିବାହକୁ ନେଇ ପ୍ରଶ୍ନ କରାଗଲା ତେବେ କଜାଲ କହିଲେ କି ସେ ୨୦୨୦ରେ ବିବାହ କରିବା ପାଇଁ ପ୍ଳାନ କରୁଛନ୍ତି ।

ସେ ନିଜର ସ୍ଵାମୀ ବିଷୟରେ ବି ବହୁତ କିଛି କହିଲେ । ଏହା ପରେ ସେ ଆଗକୁ କହିଲେ କି ସେ ଏହିଭଳି ଜଣେ ବ୍ୟକ୍ତିଙ୍କୁ ବିବାହ କରିବେ ଯିଏକି ଫିଲ୍ମି ବ୍ୟାକରାଉଣ୍ଡର ନ ଥିବ ।

ଏହି ସବୁ ମଧ୍ୟରେ କିଛି ଦିନ ତଳେ ହିଁ ସୋସିଆଲ ମିଡିଆ ଜରିଆରେ କାଜଲ ଅଗ୍ରୱାଲ ନିଜର ବାହାଘର ତାରିଖ ବିଷୟରେ ସମସ୍ତଙ୍କୁ କହିସାରିଛନ୍ତି । ଆପଣଙ୍କୁ କହିଦେଉଛୁ କି କିଛି ଦିନ ତଳେ ହିଁ ଖବର ଆସିଥିଲା କି କାଜଲ ଅଗ୍ରୱାଲ ଚୁପଚାପ ନିର୍ବନ୍ଧ କରିସାରିଛନ୍ତି । କିନ୍ତୁ ବର୍ତ୍ତମାନ ନିଜେ କାଜଲ ସୋସିଆଲ ମିଡିଆରେ ଗୋଟିଏ ପୋସ୍ଟ ଶେୟାର କରି ଲେଖିଲେ କି ତାଙ୍କୁ ବହୁତ ଖୁସି ଅନୁଭବ ହେଉଛି କି ସେ ଗୌତମ କିଚଲୁଙ୍କୁ ୩୦ ଅକ୍ଟୋବରକୁ ଗୋଟିଏ ଛୋଟ ପାରିବାରିକ ସମାରୋହରେ ମୁମ୍ବାଇରେ ବିବାହ କରିବେ ।

ଆପଣଙ୍କୁ କହିଦେଉଛୁ କି କାଜଲ ଅଗ୍ରୱାଲଙ୍କର ଭାବି ସ୍ଵାମୀ ଗୌତମ କିଚଲୁ ଜଣେ ବିଜନେସମ୍ୟାନ ଓ ଇନଟିରିୟର ଡିଜାଇନର ଅଟନ୍ତି । ଗୌତମ କିଚଲୁ ମୁମ୍ବାଇର Cathedral & John Connon Schoolର ଛାତ୍ର ରହିସାରିଛନ୍ତି । ଏହା ସହିତ ସେ ଆମେରିକାର ଟପ ୟୁନିଭର୍ସିଟିରେ ବି ପଢିଛନ୍ତି । ଏହା ଛଡା ସେ The Elephant Companyର CEO ବି ରହିସାରିଛନ୍ତି । ଏହା ସହିତ ସେ ନିଜର ଏକ ଇନଟିରିୟର ଡିଜାଇନର ୱେବସାଇଟ ବି କରିଛନ୍ତି ।

ଯଦି କଜାଲ ଅଗ୍ରୱାଲଙ୍କର ଫିଲ୍ମି କ୍ୟାରିୟର ବିଷୟରେ କହିବା ତେବେ ସେ ୨୦୦୪ରେ ବଲୀଉଡରେ ଡେବ୍ୟୁ କରିଥିଲେ । ଏହା ପରେ ସେ ସାଉଥ ଉଣ୍ଡଷ୍ଟ୍ରିକୁ ଚାଲି ଗଲେ । ସେ ତେଲୁଗୁ ଓ ତାମିଲ ଭାଷାରେ ବହୁତ ହିଟ ଫିଲ୍ମରେ କାମ କରିଲେ । କହିବାକୁ ଗଲେ ସାଉଥରେ କାଜଲ ଅଗ୍ରୱାଲଙ୍କ ଭଲ ଫ୍ୟାନ ଫଲୋଇଙ୍ଗ ଅଛି । ଏହା ଛଡା କାଜାଲ ଅଗ୍ରୱାଲ ଏହି ଦୁଇ ବର୍ଷ ମଧ୍ୟରେ ପାଖାପାଖି ୫ଟି ଫିଲ୍ମରେ ନଜର ଆସିବେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।