ଏହା ଅଟେ TV ଇଣ୍ଡଷ୍ଟ୍ରିର ରିଅଲ ଲାଇଫ ବାପା-ଝିଅ ଯୋଡି, 4 ନମ୍ବର ଝିଅ ତ ସବୁଠୁ ଅଧିକ କ୍ୟୁଟ ଲାଗନ୍ତି

ଆମର ଟିଭି ଇଣ୍ଡଷ୍ଟ୍ରି ବହୁତ ରଙ୍ଗୀନ ଅଟେ । ଯେଉଁଠି ସବୁ ଷ୍ଟାରଙ୍କୁ ସମସ୍ତ ପ୍ରକାରର କିରଦାର କରିବାକୁ ପଡିଥାଏ ଓ ଏହି କିରଦାର ମଧ୍ୟରେ ଗୋଟିଏ କିରଦାର ହେଉଛି ବାପା ଓ ଝିଅର । ଯାହାକୁ ଅଭିନୀତ କରୁଥିବା କଳାକାର ସବୁ କିରଦାର ଭଳି ଗୋଟିଏ ବାପା ଓ ଝିଅର କିରଦାରକୁ ବି ବହୁତ ଭଲ ଭାବରେ କରିଥାନ୍ତି । କିନ୍ତୁ କଣ ଆପଣ ଜାଣିଛନ୍ତି ଟିଭି ପରଦାରେ ଗୋଟିଏ ବାପା ଓ ଝିଅର କିରଦାରକୁ ସୁନ୍ଦର ରୂପରେ ଦେଖା ଯାଉଥିବା ଏହି କଳାକାରମାନେ ରିଅଲ ଲାଇଫରେ ବି ବହୁତ ଭଲ ବାପା ଓ ଝିଅ ଅଟନ୍ତି । ଯିଏ ନିଜର ପିତା ଓ ଝିଅ ସହ ବହୁ ଭଲ ସମ୍ପର୍କ ରଖିଛନ୍ତି । ଏମିତିରେ ଆଜି ଆମେ ଆପଣଙ୍କୁ ୫ ଜଣ ବାପା ଓ ଝିଅମାନଙ୍କର ଯୋଡି ବିଷୟରେ କହିବୁ ।

ଝନକ ଶୁକ୍ଲା ଓ ହରି ଶୁକ୍ଲା

ଟିଭିର କେତେକ ଶୋରେ ଛୋଟ କଳାକାର ରୂପରେ ନଜର ଆସିଥିବା ଝନକ ଶୁକ୍ଲାର ପିତାଙ୍କ ନାମ ହରି ଶୁକ୍ଲା ଅଟେ । ଯିଏକି ଜଣେ ବିଜନେସମ୍ୟାନ ଅଟନ୍ତି ଓ ନିଜ ବିଜନେସରେ ବହୁତ ସଫଳ ବି ଅଟନ୍ତି । ଯଦି ଏମାନଙ୍କର ସମ୍ପର୍କ ବିଷୟରେ କଥାବାର୍ତ୍ତା କରିବା ତେବେ ଏହି ବାପା ଝିଅର ଯୋଡି ବହୁତ ଭଲ ଅଟେ । ଦୁଇ ଜଣଙ୍କୁ ପ୍ରାୟତଃ ସ୍ଥାନରେ ଏକତ୍ରୀତ ଦେଖିବାକୁ ମିଳିଥାଏ ।

ଜୟ ଭାନୁଶାଳୀ ଓ ତାରା ଭାନୁଶାଳୀ

ଟିଭିର ବହୁତ ରିୟାଲିଟି ଶୋକୁ ହୋସ୍ଟ କରିସାରିଥିବା ଅଭିନେତା ଜୟ ଭାନୁଶାଳୀଙ୍କ ସୁନ୍ଦର ଝିଅଙ୍କର ନାମ ତାରା ଜୟ ଭାନୁଶାଳୀ ଅଟେ । ଯିଏକି ବର୍ତ୍ତମାନ ୧ ବର୍ଷର ଅଟେ ଓ ସେ ଦେଖିବାକୁ ବହୁତ କ୍ୟୁଟ ଅଟେ । ଜୟ ଭାନୁଶାଳୀ ନିଜର ଝିଅକୁ ବହୁତ ଭାଗ୍ୟଶାଳୀ ମାନନ୍ତି କାରଣ ତାଙ୍କର ଝିଅ ଜନ୍ମ ହେବା ପରେ ତାଙ୍କର ଜୀବନରେ ବହୁତ କିଛି ଚେଞ୍ଜେସ ଆସିଛି ।

ରୁହାନିକ ଧବନ

ରୁହାନିକ ଧବନଙ୍କ ପିତା ଜଣେ ଓକିଲ ଅଟନ୍ତି ଓ ଏହି ଫୀଲ୍ଡରେ ସେ ବହୁତ ସଫଳ ବି ଅଟନ୍ତି । ଆପଣଙ୍କୁ କହିଦେଉଛୁ କି ରୁହାନିକ ଧବନ ନିଜର କାମକୁ ଯେତିକି ମହତ୍ଵ ଦିଅନ୍ତି ସେତିକି ସେ ନିଜର ଝିଅକୁ ବି ମହତ୍ଵ ଦିଅନ୍ତି । ସେ ନିଜର ଝିଅକୁ ବହୁତ ଭଲ ପାଆନ୍ତି ଓ ନିଜର ପ୍ରାୟତଃ ସମୟ ସେ ନିଜର ଝିଅ ରୁହାନିକ ଧବନ ସହ ବିତାନ୍ତି ।

ମାନବ ଗୋହିଲ ଓ ଜେହେରା

ମାନବ ଗୋହିଲଙ୍କ କ୍ୟୁଟ ଝିଅ ନାଁ ହେଉଛି ଜେହେରା । ଯିଏକି ବର୍ତ୍ତମାନ ୮ ବର୍ଷର ଅଟନ୍ତି । ଯଦି ଏମାନଙ୍କର ସମ୍ପର୍କ ବିଷୟରେ କହିବା ତେବେ ଏମାନଙ୍କ ମଧ୍ୟରେ ବହୁତ ଭଲ ସମ୍ପର୍କ ଅଛି । ସେ ନିଜର ପିତାଙ୍କ ସହିତ କ୍ୟୁଟ କ୍ୟୁଟ ଫଟୋ ଶେୟାର କରିଥାନ୍ତି ।

ହର୍ଷିତା ଓଝା ଓ ସଞ୍ଜୟ ଓଝା

ଟିଭି ପରଦାରେ ବାଲ କଳାକାର ରୂପରେ ଅଧିକ ଫେମସ ହୋଇଥିବା ହର୍ଷିତା ଓଝା ଓ ତାଙ୍କ ପିତା ସଞ୍ଜୟ ଓଝାଙ୍କ ସମ୍ପର୍କ ବହୁତ ଭଲ ଅଟେ । ଯେଉଁଠି ହର୍ଷିତା ଓଝା ଟିଭି ଦୁନିଆରେ ନିଜର ନାଁ କରିସାରିଛନ୍ତି ଅନ୍ୟ ପଟେ ତାଙ୍କର ପିତା ବି ବିଜନେସରେ ବି ବହୁତ ଭଲ ସଫଳତା ହାସଲ କରିସାରିଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।