IPL ର 5 ଟି ମହାନ ରେକର୍ଡ ଯାହାକୁ ଭାଙ୍ଗିବା ଅସମ୍ଭବ, Virat Kohli କରିଛନ୍ତି ଏହି ରେକର୍ଡ

ଭାରତୀୟ କ୍ରିକେଟରେ ଖେଳାଳିମାନେ ନିଜ ଦକ୍ଷତାରେ ଅନେକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । ବିଶେଷ କରି ଆଇପିଏଲ ମ୍ଯାଚ ଜିତିବା ପାଇଁ ଖେଳାଳି ମାନେ ନିଜର ଜବରଦସ୍ତ ପ୍ରତିଭା ଦେଖାଇଥାନ୍ତି । ଆପିଏଲ ମ୍ଯାଚର ଏମିତି କିଛି ରେକର୍ଡ ରହିଛି ଯାହାକୁ ଭାଙ୍ଗିବା ଅସମ୍ଭବ ଅଟେ ।

୧ –  ସର୍ବାଧିକ ବ୍ୟକ୍ତିଗତ ସ୍କୋର : ୨୦୧୩ରେ ଆରସିବି ପାଇଁ ଖେଳୁଥିବା ବେଳେ କ୍ରିସ ଗେଲ ନିଜର ବ୍ୟାଟିଂରେ ବୋଲର ମାନଙ୍କ ଉପରେ ଏମିତି ପ୍ରହାର କରିଥିଲେ ଯେ ପୁନେର ଖେଳାଳି ମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ବ୍ଯାଂଲୋରର ଚେନ୍ନାସ୍ଵାମୀ ଷ୍ଟାଡିୟମରେ କ୍ରିସ ଗେଲ ନିଜ ବ୍ୟାଟିଂରେ ଯେମିତି ପ୍ରତିଭା ଦେଖାଇ ଥିଲେ ଅନ୍ୟ କୌଣସି ଖେଳାଳି ମାନେ ଏପରି ଖେଳି ନ ଥିବେ । ଏହି ମ୍ଯାଚରେ କ୍ରିସ ୬୬ଟି ବଲରେ ୧୭୫ ରନ କରିଥିଲେ ।

ଏହା ସହିତ ୧୭ଟି ଛକା ଓ ୧୩ଟି ଚୌକା ମାରିଥିଲେ । କ୍ରିସ ଗେଲ ଏହି ମ୍ଯାଚରେ ନିଜର ଶାନଦାର ବ୍ୟାଟିଂରେ ଏମିତି ଏକ ରେକର୍ଡ କରିଥିଲେ ଯାହା କେହି ଭାଙ୍ଗି ପାରିବେ ନାହି କିମ୍ବା ତାର ବରାବରି କରି ପାରିବେ ନାହି । ଏହା ପୂର୍ବରୁ ଆପିଏଲ ମ୍ଯାଚରେ ବ୍ୟାଣ୍ଡେନ ମ୍ଯାକେଲନ ପ୍ରଥମ ସିଜିନର ପ୍ରଥମ ମ୍ଯାଚରେ ସର୍ବାଧିକ ୧୫୮ ରନ କରି ରେକର୍ଡ କରିଥିଲେ ।

୨- ଦ୍ରୁତତମ ଆପିଏଲ ଶତକ : ଅନେକ ଖେଳାଳି ଗୋଟେ ମ୍ଯାଚରେ ୨୦ଇନିସ ରନ କରିଥିବାରୁ ନିଜ କ୍ଯାରିରରେ ଗୋଟେ ଶତକ କରି ପାରିନାହାନ୍ତି । ଯଦି କୌଣସି ବ୍ୟାଟ୍ସମ୍ୟାନ ୧୦୦ରନ କରିଥାଏ ତେବେ ତାକୁ କମ ସେ କମ ୪୦ରୁ ୫୦ ବଲ ଖେଳିବାକୁ ପଡିଥାଏ । କିନ୍ତୁ ଆପିଏଲ ମ୍ଯାଚରେ ୩୦ଟି ବଲରେ ଦ୍ରୁତତମ ଶତକ ହୋଇଥାଏ । ପୁନେରେ ଖେଳା ଯାଇଥିବା ମ୍ଯାଚରେ କ୍ରିସ ଗେଲ ନିଜର ପ୍ରଥମ ବଲରେ ବୋଲର ମାନଙ୍କୁ ଆଚମ୍ବିତ କରି ଦେଇଥିଲେ । କ୍ରିସ ମାତ୍ର ୩୦ଟି ବଲରେ ଶତକ ହାସଲ କରିଥିଲେ । ଏହାଛଡା ଯୁଶୁଭ ପଠାନ ଦିତୀୟ ସ୍ଥାନରେ ରହି ୩୭ଟି ବଲରେ ଶତକ କରିଥିଲେ । ଓଡ଼ିଆଇରେ ଦେଭିଲ ୩୦ଟି ବଲରେ ଶତକ ହାସଲ କରିଥିଲେ ମଧ୍ୟ ଆପିଏଲରେ ଏହି ଶତକ କରିବା ତାଙ୍କ ପକ୍ଷେ ସମ୍ଭବ ନୁହେ ।

୩-  ଦ୍ରୁତତମ ହାଫ ସେଞ୍ଚୋରୀ : ଆପିଏଲରେ ସବୁଠାରୁ ଅଧିକ ହାଫ ସେଞ୍ଚୋରୀ କରିଥିବା ଖେଳାଳି ଭିତରେ କେଏଲରାହୁଲଙ୍କ ନାଁରେ ଅଛି ଯାହା ସେ ୧୪ଟି ବଲରେ ହାସଲ କରିଥିଲେ । ଯାହା ଆପିଏଲର ପ୍ରଥମ ହାଫ ସେଞ୍ଚୋରୀ ଥିଲା । ଏହି ମ୍ଯାଚରେ ରାହୁଲ ୪ଟି ଛକା ଓ ୬ଟି ଚୌକା ମାରିଥିଲେ । ଆନ୍ତର୍ଜାତିକ ସ୍ତରରେ ଯୁବରାଜ ସିଂହ ଏହି ଶତକ ହାସଲ କରିଥିଲେ ।

୪-  ଟିମର ସର୍ବାଧିକ ସ୍କୋର : ଆପିଏଲ ମ୍ଯାଚରେ ବିରାଟ କୋହଳି ଓ କ୍ରିସ ଗେଣ୍ଟ ୨୮୩ରନ କରି ନିଜ ଟିମର ସର୍ବାଧିକ ସ୍କୋର କରିଥିଲେ । ଏହି ରନ ଆରସିବି ରେ ସର୍ବାଧିକ ସ୍କୋର ଭାବେ ରେକର୍ଡ ରହିଛି । ଗୁଜୁରାଟର ଲାୟନ୍ସ ବିପକ୍ଷରେ ଆରସିବି ଟିମର ସର୍ବାଧିକ ସ୍କୋରରେ ଦିତୀୟ ସ୍ଥାନରେ ରହିଥିଲା ।

୫-  ଗୋଟିଏ ସିଜିନରେ ସର୍ବାଧିକ ସ୍କୋର : ବ୍ଯାଂଲୋରର ଅଧିନାୟକ ବିରାଟ କୋହଲି ଆପିଏଲ ମ୍ଯାଚର ସର୍ବାଧିକ ସ୍କୋର କରିଥିବା ଖେଳାଳିଙ୍କ ଭିତରୁ ଜଣେ ଅଟନ୍ତି । ଆପିଏଲର ପ୍ରଥମ ସିଜିନରେ ଅଧିକ ସ୍କୋର କରି ବିରାଟ କୋହଲି ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । ଏହି ମ୍ଯାଚରେ ବିରାଟ ୪ଟି ଶତକ ହାସଲ କରିଥିଲେ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।