କେବେ ଏହି ଅଭିନେତ୍ରୀଙ୍କ ପ୍ରେମରେ ପାଗଳ ହୋଇଯାଇ ଥିଲେ ବବି ଦେଓଲ, କିନ୍ତୁ ପିତା ଧର୍ମେନ୍ଦ୍ର ହେଇଗଲେ ତାଙ୍କ ପ୍ରେମ କାହାଣୀର ଖଳନାୟକ

ବଲିଉଡ ଜଗତର ଅଭିନେତା ବବି ଦେଓଲ ବହୁତ ଫିଲ୍ମରେ ଅଭିନୟ କରିଛନ୍ତି । ସେ ନିଜର ଅଭିନୟ ଦ୍ଵାରା ଲୋକ ମାନଙ୍କର ଭଲ ପାଇବା ହାସଲ କରିଛନ୍ତି । ସେ ନିଜର କ୍ୟାରିୟରରେ ମଧ୍ୟ ବହୁତ ଆଗକୁ ଯାଇଛନ୍ତି । ତାଙ୍କର ଅଭିନୟ ବହୁତ ସୁନ୍ଦର ହୋଇଥାଏ । ବବି ଦେଓଲ ବହୁତ ଶୀଘ୍ର ଅକ୍ଷୟ କୁମାରଙ୍କ ସହିତ ‘ହାଉସଫୁଲ ୪’ ରେ ଦେଖିବାକୁ ମିଳିବେ । ବବି ଦେଓଲ ବହୁତ ହିଟ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ଆଜି ଆମେ ବବି ଦେଓଲଙ୍କ ଜୀବନ ସହିତ ଯୋଡି ହୋଇଥିବା ଏକ ରାଜ ବିଷୟରେ କହିବାକୁ ଯାଉଛୁ ଯାହାକୁ ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ବବି ଦେଓଲଙ୍କ ପତ୍ନୀ ଙ୍କ ବିଷୟରେ ତ ଆପଣ ମାନେ ସମସ୍ତେ ଜାଣିଛନ୍ତି । ତାଙ୍କର ପତ୍ନୀ ବହୁତ ସୁନ୍ଦର ଅଟନ୍ତି । କିନ୍ତୁ ତାଙ୍କ ପୂର୍ବରୁ ବବି ଦେଓଲ ବଲିଉଡର ଏହି ଅଭିନେତ୍ରୀଙ୍କ ପ୍ରେମରେ ପାଗଳ ଥିଲେ । ସେହି ଅଭିନେତ୍ରୀ ଜଣଙ୍କର ନାମ ହେଉଛି ନୀଲମ । ବବି ଦେଓଲ ନୀଲମଙ୍କୁ ବହୁତ ଭଲ ପାଉଥିଲେ । ନୀଲମ ମଧ୍ୟ ବବି ଦେଓଲଙ୍କୁ ବହୁତ ଭଲ ପାଉଥିଲେ ଏବଂ ସେ ଦୁଇଜଣ ବିବାହ କରିବା ପାଇଁ ମଧ୍ୟ ଚାହୁଁଥିଲେ ।

କିନ୍ତୁ ଜଣେ ବ୍ୟକ୍ତିଙ୍କ ପାଇଁ ଦୁଇ ଜଣଙ୍କର ପ୍ରେମ ଜୀବନ ଶେଷ ହୋଇଗଲା ଏବଂ ସେ ସେମାନଙ୍କର ପ୍ରେମରେ ଶତ୍ରୁ ହୋଇ ଯାଇଥିଲେ । ସେ ଆଉ କେହି ନୁହଁନ୍ତି ସେ ହେଉଛନ୍ତି ଧର୍ମେନ୍ଦ୍ର । ବବି ଦେଓଲଙ୍କ ପିତା ହେଉଛନ୍ତି ଧର୍ମେନ୍ଦ୍ର । ଧର୍ମେନ୍ଦ୍ର କେବେ ହେଲେ ଚାହୁଁ ନଥିଲେ କି ବବି ଏମିତି ଝିଅକୁ ବିବାହ କରୁ ଯିଏ ଫିଲ୍ମରେ କାମ କରୁଥିବ । ଏହି କାରଣ ପାଇଁ ଧର୍ମେନ୍ଦ୍ର ସେମାନଙ୍କର ପ୍ରେମଙ୍କୁ ବିରୋଧ କରୁଥିଲେ ।

ପିତାଙ୍କର ଜିଦି ପାଇଁ ବବି ଏବଂ ନୀଲମ ଦୁଇଜଣ ଅଲଗା ହୋଇଗଲେ ଏବଂ ତାଙ୍କର ପ୍ରେମ କାହାଣୀ ଅଧାରେ ରହିଗଲା । ଏକ ସାକ୍ଷାତକାରରେ ନୀଲମ କହିଛନ୍ତି କି ବବିଙ୍କ ଠାରୁ ଅଲଗା ହେବା ପରେ ସେ ବହୁତ ଭାଙ୍ଗି ପଡିଥିଲେ । ତାଙ୍କର ଅବସ୍ଥା ବହୁତ ଖରାପ ହୋଇ ଯାଇଥିଲା ଏବଂ ସେ ଡିପ୍ରେସନକୁ ଚାଲିଯାଇ ଥିଲେ ।