ଭାଇର ମୃତ୍ୟୁପରେ ଭାଉଜ ସହ ଶୋଇବାକୁ ଲାଗିଲା ଦିଅର ଓ ସବୁ ଦିନ କରୁଥିଲା ସମ୍ବନ୍ଧ, ଆଉ ତା ପରେ…

ବର୍ତ୍ତମାନ ଏମିତି ଏକ ମାମଲା ସାମ୍ନାକୁ ଆସୁଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ଏହି ମାମଲାରେ ସ୍ଵାମୀର ମୃତ୍ୟୁପରେ ବିଧବା ଭାଉଜ ସହ ଦିଅର ବିବାହ କରିବାର ମିଛ କଥା କହିଲା ଓ ଦୁଇ ବର୍ଷ ହେବ ଶାରୀରିକ ଶୋଷଣ କରୁଥିଲା । କିନ୍ତୁ ଯେତେବେଳେ ଭାଉଜ ବିବାହ କରିବା ପାଇଁ ଅଧିକ ପ୍ରଭାବ ଦେଲା ତେବେ ଦିଅର ଭାଉଜକୁ ମାରପିଟ କରି ଘରକୁ ବାହାର କରି ଦେଲା । କିନ୍ତୁ ବର୍ତ୍ତମାନ ମିଳିଥିବା ସୂଚନା ଅନୁସାରେ ମହିଳା ଏହି ମାମଲାରେ କେସ ଦର୍ଜ କରିଛି ଓ ଅନ୍ୟ ପଟେ ପୋଲିସ ଏହି ମାମଲାକୁ ନେଇ ଦିଅର ବିରୁଦ୍ଧରେ ଦୁଷ୍କର୍ମ ଓ ମାରପିଟ କରିବାର ମାମଲା ଦର୍ଜ କରିଛି ।

ଏହି ମାମଲାରେ ୨୮ ବର୍ଷର ମହିଳାର ଆରୋପ ଅଟେ କି ସେ ଝାଡ଼ଖଣ୍ଡ ରାଜ୍ୟର ନିବାସୀ ଅଟେ ଓ ତାହାର ବିବାହ ପାଞ୍ଚ ବର୍ଷ ପୂର୍ବେ ହୋଇଥିଲା । ବିବାହ ପରେ ଜୀବନ ଭଲ ଚାଲୁ ଥିଲା । କିନ୍ତୁ ତିନି ବର୍ଷ ପୂର୍ବେ ହିଁ ତାହାର ସ୍ଵାମୀର ମୃତ୍ୟୁହୋଇ ଯାଇଛି । ଏହା ପରେ ସେ ଦୁଖରେ ନିଜର ଜୀବନ ବ୍ୟତୀତ କରୁଥିଲେ । କିନ୍ତୁ ମହିଳାର ଦିଅର ମହିଳାକୁ ସବୁବେଳେ ଦୁଖିତ ଦେଖି ତାହା ସହିତ ବିବାହ କରିବା ପାଇଁ ପ୍ରସ୍ତାବ ରଖିଲା ଓ କହିଲା କି ସେ ଚାହିଁବେ ତ ତାହା ସହ ବିବାହ କରି ପାରିବ ।

ଏହା ପରେ ଧୀରେ ଧୀରେ ଦିଅର ଭାଉଜ ପାଖରେ ଶୋଇବାକୁ ଲାଗିଲା ଓ କହିଲା କି ବିବାହ ପରେ ଏହି ସବୁ କରିବାର ଅଛି ତେବେ ବର୍ତ୍ତମାନ କାହିଁକି ନୁହେଁ । ଏମିତିରେ ସେ ସବୁଦିନ ଶାରୀରିକ ଶୋଷଣ କରିବାକୁ ଲାଗିଲା । ଏହା ପରେ ମହିଳା କେତେ ଥର ବିବାହ କରିବା ପାଇଁ କହିଥିଲା । କିନ୍ତୁ ଦିଅର ଲଗାତର କଥାକୁ ଟାଳି ଦେଉ ଥିଲା ଓ ଶେଷରେ ସଫା ସଫା ମନ କରି ଭାଉଜକୁ ଘରୁ ବାହାର କରି ଦେଲା ।

ଏହା ପରେ ମହିଳା ଜଣକ ନିଜର ଦୁଖ ଭରା କାହାଣୀ ନେଇ ଥାନା ପହଞ୍ଚିଲା । ପୋଲିସ କେସ ଦର୍ଜ କରି ଦେଲେ । କିନ୍ତୁ ଅନ୍ୟ ପ୍ରାନ୍ତର ମହିଳା ହୋଇଥିବା କାରଣରୁ କୌଣସି ବି ପ୍ରକାରର ଯାଞ୍ଚ କରିଲେ ନାହିଁ । ଶେଷରେ ଏହି ମାମଲାରେ ନିରାଶ ମହିଳା ପୋଲିସ ଅଧିକ୍ଷକ କାର୍ଯ୍ୟଲୟକୁ ଯାଇ ନିଜର ଦୁଖର କାହାଣୀ କହିଲା । ତେବେ ଏସିପି ଆଦେଶ ଉପରେ ପୋଲିସ ବୁଧବାରକୁ ଆରୋପି ଦିଅର ବିରୁଦ୍ଧରେ ଦୁଷ୍କର୍ମ ଓ ମାରପିଟ କରିବାର ଆରୋପରେ କେସ ଦର୍ଜ କରି ଯାଞ୍ଚ ଆରମ୍ଭ କରି ଦେଇଛି ।