ପ୍ରଥମ ଥର ପାଇଁ ଦେଖନ୍ତୁ, ଓଡିଆ ହୀରୋ ମାନଙ୍କ ସ୍ତ୍ରୀ ମାନେ କଣ କରନ୍ତି ?

ନମସ୍କାର ବନ୍ଧୁଗଣ ଆଜି କାଲି ଲୋକମାନେ ସିନେମା ପାଇଁ ବହୁତ ପାଗଳ ସେମାନେ ନିଜ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କ ସିନେମା ଦେଖିବା ପାଇଁ ବହୁତ ଅପେକ୍ଷା ମଧ୍ୟ କରିଥାନ୍ତି । ବଲିଉଡ,ହଲିଉଡ଼, ଟଲିଉଡ଼ ଏବଂ ଓଲିଉଡ ସବୁ ଭାଷା ଭାଷୀ ର ସିନେମା ପାଇଁ ସମାନ ପ୍ରତିଶତ ର କ୍ରେଜ ଦେଖିବାକୁ ମିଳିଥାଏ ।

ଓଲିଉଡ ଜଗତରେ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ଙ୍କ ସିନେମା ଦେଖି ବାକୁ ଲୋକମାନେ କେବେବି ଭୁଲନ୍ତି ନାହିଁ ଏବଂ ସେମାନଙ୍କ ର ବାସ୍ତବ ଜୀଵନ ବିଷୟରେ ମଧ୍ୟ ତାଙ୍କୁ ସବୁ ଜାଣିବା ପାଇଁ ସେମାନେ ଇଛୁକ ରହିଥାନ୍ତି । ତେବେ ଆସନ୍ତୁ ଆଜି ଆମେ ଏହି ଓଲିଉଡ ଜଗତର କିଛି ଲୋକପ୍ରିୟ ଅଭିନେତା ଏବଂ ତାଙ୍କ ପତ୍ନୀ ଙ୍କ ବିଷୟରେ ଜାଣିନେବା ।

୧- ପ୍ରଥମ ଅଭିନେତା ହେଉଛନ୍ତି ଅନୁଭବ ମହାନ୍ତି । ଓଲିଉଡ କିଙ୍ଗ ଭାବେ ପରିଚିତ ଅନୁଭବ ମହାନ୍ତି ପ୍ରତ୍ୟେକ ଓଡ଼ିଆ ଲୋକଙ୍କ ର ପ୍ରିୟ ଅଭିନେତା । ସେ ନିଜର ସୁନ୍ଦର ଅଭିନୟ ଏବଂ ସଫଳ ସିନେମା ରେ ଅନେକ ଲୋକ ମାନଙ୍କ ହୃଦୟ କିଣିବାରେ ସଫଳ ହୋଇଛନ୍ତି । ଅନୁଭବ ମହାନ୍ତି ଙ୍କ ପତ୍ନୀ ହେଉଛନ୍ତି ବର୍ଷା ପ୍ରିୟଦର୍ଶିନୀ । ସେ ମଧ୍ୟ ଓଲିଉଡ ର କୁଇନ ବୋଲି ପରିଚିତ । ଏବଂ ଏହି ଯୋଡି କୁ ଲୋକମାନେ ବହୁତ ପସନ୍ଦ ମଧ୍ୟ କରନ୍ତି ।


୨- ଦ୍ୱିତୀୟ ଯୋଡି ହେଉଛନ୍ତି ବାବୁଶାନ ମହାନ୍ତି । ବାବୁଶାନ ନିଜ କମେଡି ସିନେମା କୁ ନେଇ ଅଧିକ ଲୋକ ପ୍ରିୟ ତାଙ୍କ ର ଅନେକ ସିନେମା ସୁପର ହିଟ ହୋଇଛି । ବାବୁଶାନ ଙ୍କ ପତ୍ନୀ ଙ୍କ ନାମ ହେଉଛି ତୃପ୍ତି ମହାନ୍ତି । ସେ ବାବୁସାନ ଙ୍କର ଏକ ସାଇଡ ବିଜିନେସ ସମ୍ଭାଳନ୍ତି ବୋଲି ଶୁଣିବାକୁ ମିଳିଛି ।
୩- ତୃତୀୟ ଅଭିନେତା ହେଉଛନ୍ତି ସମ୍ବିତ । ସମ୍ବିତ ମଧ୍ୟ ଓଲିଉଡ ଜଗତର ଜଣେ ସଫଳ ଅଭିନେତା । ସେ ମଧ୍ୟ ଅନେକ ହିଟ ସିନେମା ପ୍ରଦାନ କରିଛନ୍ତି । ତାଙ୍କ ପତ୍ନୀ ଙ୍କ ନାମ ହେଉଛି ସାୟନା । ସେ ଜଣେ ଗୃହିଣୀ ଅଟନ୍ତି ।


୪- ଚତୁର୍ଥ ଅଭିନେତା ହେଉଛନ୍ତି ସବ୍ୟସାଚୀ । ଓଲିଉଡ ର ଚକଲେଟ ହିରୋ ଭାବେ ସେ ପରିଚିତ । ସେ ଏବେ ଅର୍ଚ୍ଚିତା ଙ୍କୁ ବିବାହ କରିଛନ୍ତି । ଅର୍ଚ୍ଚିତା ଓଲିଉଡ ର ଜଣେ ଚୁଲବୁଲି ନାୟିକା ଅଟନ୍ତି ।
୫- ପଞ୍ଚମ ଅଭିନେତା ହେଉଛନ୍ତି ଅରିନ୍ଦମ । ଅରିନ୍ଦମ ଓଲିଉଡ ର ଜଣେ ଲୋକପ୍ରିୟ ଅଭିନେତା । ତାଙ୍କ ପତ୍ନୀ ଙ୍କ ନାମ ହେଉଛି ଅନୁପା ଦାସ । ସେ ଜଣେ ଗୃହିଣୀ ଅଟନ୍ତି ।

୬- ଷଷ୍ଠ ଅଭିନେତା ହେଉଛନ୍ତି ସିଦ୍ଧାନ୍ତ ମହାପାତ୍ର । ଓଲିଉଡ ରେ ସବୁଠାରୁ ଲୋକପ୍ରିୟ ଏବଂ ପ୍ରସିଦ୍ଧ ଅଭିନେତା ହେଉଛନ୍ତି ସିଦ୍ଧାନ୍ତ ମହାପାତ୍ର । ସେ ଅନେକ ସଫଳ ସିନେମା ପ୍ରଦାନ କରିଛନ୍ତି । ତାଙ୍କ ପତ୍ନୀ ହେଉଛନ୍ତି ମାମା ମିଶ୍ର ସେ ମଧ୍ୟ ଜଣେ ଅଭିନେତ୍ରୀ ।

୭- ସପ୍ତମ ଅଭିନେତା ହେଉଛନ୍ତି ଆକାଶ । ଶାନ୍ତ ସରଳ ଅଭିନେତା ଭାବେ ସେ ପରିଚିତ । ସେ ମଧ୍ୟ ଅନେକ ସୁପର ହିଟ ସିନେମା ଓଲିଉଡ ଜଗତ କୁ ପ୍ରଦାନ କରିଛନ୍ତି । ତାଙ୍କ ପତ୍ନୀ ଙ୍କ ନାମ ହେଉଛି ଶୁଭ୍ର ଜ୍ୟୋତି । ସେ ଜଣେ ଗୃହିଣୀ ଅଟନ୍ତି ।

୮- ଅଷ୍ଟମ ଅଭିନେତା ହେଉଛନ୍ତି ଶୁଭାଶିଷ । ସେ ଛୋଟ ପରଦା ଏବଂ ବଡ଼ ପରଦା ଉଭୟ ରେ ଅଭିନୟ କରି ଲୋକପ୍ରିୟ ହୋଇ ପାରିଛନ୍ତି । ତାଙ୍କ ପତ୍ନୀ ଅନିଶା ମଧ୍ୟ ଜଣେ ସଫଳ ଅଭିନେତ୍ରୀ ।

୯- ନବମ ଅଭିନେତା ହେଲେ ଦୀପକ । ସେ ମଧ୍ୟ ଜଣେ ଓଲିଉଡ ର ସଫଳ ଅଭିନେତା । ତାଙ୍କ ପତ୍ନୀ ଙ୍କ ନାମ ହେଉଛି ତନୁଜା । ସେ ଜଣେ ଗୃହିଣୀ ଅଟନ୍ତି ।

୧୦- ଦଶମ ଅଭିନେତା ହେଉଛନ୍ତି ଅଭିଷେକ । ଅଭିଷେକ ଜଣେ ସଫଳ ଅଭିନେତା ଭାବେ ଓଲିଉଡ ଜଗତରେ ପରିଚିତ । ତାଙ୍କ ପତ୍ନୀ ଙ୍କ ନାମ ହେଉଛି ସାୟନା ।

୧୧- ଏକାଦଶ ଅଭିନେତା ହେଉଛନ୍ତି ଶ୍ରିତମ । ସେ ଓଲିଉଡ ର ଜଣେ ପରିଚିତ ଏବଂ ଲୋକପ୍ରିୟ ଅଭିନେତା । ତାଙ୍କ ପତ୍ନୀ ଙ୍କ ନାମ ହେଉଛି ପୁନମ । ସେ ମଧ୍ୟ ଜଣେ ଗୃହିଣୀ ଅଟନ୍ତି ।

୧୨- ଦ୍ୱାଦଶ ଅଭିନେତା ହେଉଛନ୍ତି ଲିକୁନ । ସିନ୍ଦୂର ବିନ୍ଦୁ ଧାରାବାହିକ ରୁ ସେ ଲୋକପ୍ରିୟତା ହାସଲ କରିଥିଲେ । ତାଙ୍କ ପତ୍ନୀ ହେଉଛନ୍ତି ଜଣେ ହାଉସ ୱାଇଫ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।