୬୫ ବର୍ଷ ବୟସରେ ବି ଏତେ ଆରବ ସମ୍ପତ୍ତିର ମାଲିକ ଅଟନ୍ତି ରେଖା, ଜାଣିଲେ ଉଡିଯିବ ଆପଣଙ୍କ ହୋସ

ବଲିଉଡ ଜଗତର ଅଭିନେତ୍ରୀ ରେଖାଙ୍କୁ ସମସ୍ତେ ବହୁତ ଭଲ ଭାବରେ ଜାଣିଛନ୍ତି । ବଲିଉଡର ସବୁ ଅଭିନେତ୍ରୀ ମାନଙ୍କ ମଧ୍ୟରେ ରେଖାଙ୍କୁ ଟପ ଅଭିନେତ୍ରୀ ବୋଲି କୁହାଯାଇଥାଏ । ରେଖା ସବୁ ଫିଲ୍ମରେ ନିଜର ଚମତ୍କାରୀ ଅଭିନୟ ଦର୍ଶକ ମାନଙ୍କୁ ଦେଖାଇଛନ୍ତି । ରେଖା ବଲିଉଡ ଜଗତର ଜେନ ଜଣେ ବହୁତ ଲୋକପ୍ରିୟ ଅଭିନେତ୍ରୀ ମଧ୍ୟ ଅଟନ୍ତି । ଯେଉଁଥି ପାଇଁ ତାଙ୍କୁ ୨୦୧୨ ମସିହାରେ ଅନୁଷ୍ଠିତ ହୋଇଥିବା IIFA ଆୱାର୍ଡରେ ‘ଭାରତୀୟ ସିନେମାର ରାଣୀ’ ର ନାମ ଦିଆଯାଇ ଥିଲା ।

ରେଖା ୧୯୫୪ ମସିହା ଅକ୍ଟୋବର ୧୦ ତାରିଖରେ ଚେନାଇ ରେ ଜନ୍ମ ଗ୍ରହଣ କରିଥିଲେ । ରେଖା ପ୍ରଥମ ଥର ପାଇଁ ୧୯୬୬ ମସିହାରେ ଜଣେ ଛୋଟ ଅଭିନେତ୍ରୀ ଭାବେ ରଙ୍ଗୁଲା ରତ୍ନମ ନାମକ ଏକ ତେଲଗୁ ଫିଲ୍ମରେ ଅଭିନୟ କରିଥିଲେ । ସେ ଏହି ଫିଲ୍ମରୁ ନିଜର ଅଭିନୟ ଆରମ୍ଭ କରି ଧୀରେ ଧୀରେ ଆଗକୁ ବଢି ଚାଲିଲେ । ସେ ତାଙ୍କର ଚେଷ୍ଟା ଏବଂ ପରିଶ୍ରମ ବଳରେ ବହୁତ ସଫଳତା ହାସଲ କରିବା ସହିତ ଲୋକପ୍ରିୟତା ମଧ୍ୟ ହାସଲ କରିପାରିଛନ୍ତି ।

ରେଖାଙ୍କୁ ବଲିଉଡରେ ବହୁତ ଫିଲ୍ମ କରିବାର ଦେଖିବାକୁ ମିଳିଛି । ବର୍ତ୍ତମାନ ରେଖାଙ୍କର ସେଭିଙ୍ଗ, ଇଂଭେଷ୍ଟମେଣ୍ଟ ଏବଂ ସମ୍ପତ୍ତି ଏକାଠି କରିଦେଲେ ତାଙ୍କର ସମୁଦାୟ ୪୦ ମିଲିୟନ ଡଲାର ବା ପ୍ରାୟ ୨୫ ଅରବ ଟଙ୍କା ଅଛି ।

ଦରମା ଏବଂ ଭଡା

ରେଖା ବର୍ତ୍ତମାନ ରାଜ୍ୟସଭାର ସାଂସଦ ଅଟନ୍ତି । ବାନ୍ଦ୍ରାର ବେଣ୍ଡଷ୍ଟେଣ୍ଡ ଏରିଆରେ ଯେଉଁ ବଙ୍ଗଳାରେ ରେଖା ରହୁଛନ୍ତି ସେହି ବଙ୍ଗଳାର ଦାମ କୋଟି କୋଟି ଟଙ୍କା ଅଟେ । ତାଙ୍କୁ ବର୍ଷକର ଦରମା ଏବଂ ବେତନ ଭାବେ ୬୫ ଲକ୍ଷ ଟଙ୍କା ମିଳିଥାଏ । ରେଖାଙ୍କ ନାମରେ ମୁମ୍ବାଇ ଏବଂ ଦକ୍ଷିଣ ଭାରତରେ କେତେକ ସମ୍ପତ୍ତି ଅଛି ଯାହାକୁ ସେ ଭଡାରେ ଦେଇଛନ୍ତି । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।