bollywood ର ଏହି ଅଭିନେତ୍ରୀଙ୍କ ରିୟଲ ଲାଇଫ ପୁଅ ମାନେ ବହୁତ ହ୍ୟାଣ୍ଡସମ

ବଲୀଉଡର ସୁପରଷ୍ଟାର ସଲମାନ ଖାନଙ୍କ ଫ୍ୟାନ ଫଲୋଇଙ୍ଗ ଏତେ ଜବରଦସ୍ତ ଅଟେ କି କେବଳ ଦେଶରେ ନୁହେଁ ବିଦେଶରେ ବି ତାଙ୍କର ଫ୍ୟାନ ଅଛନ୍ତି । ଏମିତିରେ ଆଜି ଆମେ ଆପଣଙ୍କୁ ସଲମାନ ଖାନଙ୍କ ସହିତ କାମ କରିଥିବା କିଛି ଅଭିନେତ୍ରୀମାନଙ୍କ ବିଷୟରେ କହିବାକୁ ଯାଉଛୁ ଓ ଆପଣଙ୍କୁ କହିବୁ କି ଏହି ଅଭିନେତ୍ରୀଙ୍କ ଅସଲ ଜୀବନରେ ତାଙ୍କ ପୁଅ ବିଷୟରେ ବି । କିନ୍ତୁ ଆପଣ ଏହି ଅଭିନେତ୍ରୀମାନଙ୍କୁ ଦେଖି ଜାଣି ପାରିବେ ନାହିଁ କି ସେ ଦୁଇଟି ସନ୍ତାନର ମା ଅଟନ୍ତି ।

କରିନା କପୁର ଖାନ

କରିନା କପୁର ଖାନ ପଟୋଦି ପରିବାରର ବୋହୁ ଅଟନ୍ତି । ସେ ସେଫ ଅଲି ଖାନଙ୍କୁ ବିବାହ ହୋଇଛନ୍ତି । ସେ ସଲମାନ ଖାନଙ୍କ ସହିତ ବଡିଗାର୍ଡ ଓ ବଜରଙ୍ଗୀ ଭାଇଜାନ ଭଳି ବହୁତ ହିଟ ହିଟ ଚଳଚିତ୍ରରେ କାମ କରିଛନ୍ତି । କରିନାଙ୍କ ସବୁ ଫିଲ୍ମ ବକ୍ସ ଅଫିସରେ ବହୁତ ଭଲ କଲେକ୍ଶନ ବି କରିଥାଏ । କରିନାଙ୍କ ପୁଅଙ୍କ ନାମ ହେଉଛି ତୈମୂର ଅଲୀ ଖାନ ଓ ସେ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି ।

କରିଶ୍ମା କପୁର

କରିଶ୍ମା କପୁର କରିନା କପୂର ଖାନଙ୍କ ଭଉଣୀ ଅଟନ୍ତି । ସେ ବି ବଲୀଉଡରେ ବହୁତ ଭଲ ଭଲ ଚଳଚିତ୍ର କରିଛନ୍ତି । ସେ ସଲମାନ ଖାନଙ୍କ ସହ ମଧ୍ୟ ବହୁତ ଚଳଚିତ୍ର କାମ କରିଛନ୍ତି ଓ କରିଶ୍ମା କପୁର ଓ ସଲମାନଙ୍କ ଚଳଚିତ୍ର ‘ଜୁଡୁୱା’ ବହୁତ ହିଟ ହୋଇଥିଲା । ଆପଣଙ୍କୁ କହିଦେଉଛୁ କି କରିଶ୍ମା କପୁରଙ୍କ ପୁଅ ନାମ ହେଉଛି କିଆନ ରାଜ କପୁର । କରିଶ୍ମା କପୁରଙ୍କ ବିବାହ ସଞ୍ଜୟ କପୁରଙ୍କ ସହ ହୋଇଥିଲା । କିନ୍ତୁ କିଛି ଦିନ ପରେ ସେମାନଙ୍କ ତଲାକ ହୋଇଯାଇଥିଲା ।

କାଜୋଲ

କାଜୋଲ ଅଜୟ ଦେବଗନଙ୍କ ସହ ବିବାହ କରିଛନ୍ତି । ସେ ବି ବହୁତ ଭଲ ଭଲ ଚଳଚିତ୍ର କରିଛନ୍ତି । ତାଙ୍କର ବହୁତ ସୁନ୍ଦର ଏକ ପୁଅ ଅଛି ଓ ତାହାର ନାମ ହେଉଛି ୟୁଗ ଦେବଗନ । କଜୟଲ ତାଙ୍କ ପୁଅ ସହ ମିଶି ପ୍ରାୟତଃ ସୋସିଆଲ ମିଡିଆରେ ଭିଡିଓ ଶେୟାର କରିଥାନ୍ତି ।

ଶିଲ୍ପା ଶେଟ୍ଟୀ

ଶିଲ୍ପା ଶେଟ୍ଟୀ ବଲୀଉଡ ଜଗତରେ ସବୁଠୁ ଭଲ ଫିଟନେସ ଫ୍ରିକ ଅଭିନେତ୍ରୀ ଅଟନ୍ତି । ସେ ବି ସଲମାନଙ୍କ ସହ ବହୁତ ହିଟ ହିଟ ଚଳଚିତ୍ର କରିଛନ୍ତି । ତାଙ୍କର ଏକ ପୁଅ ଅଛି ଯାହାର ନାମ ହେଉଛି ଭିଆନ ରାଜ କୁନ୍ଦ୍ରା । ଶିଲ୍ପା ଶେଟ୍ଟୀ ଜଣେ ବିଜନେସମ୍ୟାନ ରାଜ କୁନ୍ଦ୍ରାଙ୍କୁ ବିବାହ କରିଛନ୍ତି ।

ଭାଗ୍ୟଶ୍ରୀ

ଭାଗ୍ୟଶ୍ରୀ ବଲିଉଡ ଚଳଚିତ୍ର ଜଗତରେ ସୁନ୍ଦର ଅଭିନେତ୍ରୀମାନଙ୍କ ମଧ୍ୟରେ ଜଣେ ଅଟନ୍ତି । ସେ ତାଙ୍କର ପ୍ରଥମ ଚଳଚିତ୍ର ସଲମାନଙ୍କ ସହ ‘ମେନେ ପ୍ୟାର କିୟା’ ଫିଲ୍ମରେ ଅଭିନୟ କରିଥିଲେ । ସେଥିରେ ଭାଗ୍ୟଶ୍ରୀ ସୁପରଷ୍ଟାର ହୋଇଥିଲେ । ଏହା ପରେ ସେ ଅନ୍ୟ କିଛି ଚଳଚିତ୍ର ବି କରିଥିଲେ କିନ୍ତୁ ଏହି ସବୁ ଫିଲ୍ମ ହିଟ ହୋଇ ନ ଥିଲା । ତାଙ୍କ ପୁଅଙ୍କ ନାମ ହେଉଛି ଅଭିମନ୍ୟୁ ଦଶାନୀ । ସେ ବି ଜଣେ ଅଭିନେତା ଅଟନ୍ତି । ସେ ଏକ ଚଳଚିତ୍ର ମଧ୍ୟ କରିଛନ୍ତି ସେହି ଚଳଚିତ୍ର ନାମ ହେଉଛି ‘ମର୍ଦ କୋ ଦର୍ଦ ନେହି ହୋତା’ ।

ମାଧୁରୀ

ମାଧୁରୀ ସଲମାନଙ୍କ ସହ ମିଶି ବହତୁ ଭଲ ଭଲ ଚଳଚିତ୍ର କରିଛନ୍ତି । ଆମେ ଯଦି ତାଙ୍କ କଥା କହିବା ତେବେ ତାଙ୍କର ଦୁଇଟି ପୁଅ ଅଛନ୍ତି ଯେଉଁମାନେ କି ବହୁତ ସୁନ୍ଦର ଅଟନ୍ତି । ତାଙ୍କର ପୁଅଙ୍କ ନାମ ହେଉଛି ଅରିନ ନେନେ ଓ ରିୟାନ ନେନେ । ତାଙ୍କର ସ୍ଵାମୀଙ୍କ ନାମ ହେଉଛି ଶ୍ରୀରାମ ମାଧବ ନେନେ । ଅରିନ ବହୁତ ପ୍ରତିଭାବାନ ଅଟନ୍ତି ସେ ଭଲ ପିଆନୋ ବଜାନ୍ତି । ଏକ ସୋସିଆଲ ମିଡିଆରେ ଏକ ଭିଡିଓ  ସାମ୍ନାକୁ ଆସିଥିଲା ଯେଉଁଥିରେ ମାଧୁରୀ ଡାନ୍ସ କରୁଛନ୍ତି ଓ ଅରିନ ନେନେ ତାବଲା ବଜାଉଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।