ଏମାନେ ହେଲେ Ollywood ସିଙ୍ଗର Namita Agrawal ଙ୍କ 2 ପୁଅ, ଆଗରୁ କେବେ ବି ଦେଖି ନଥିବେ !

ନମସ୍କାର ବନ୍ଧୁଗଣ । ଆପଣ ମାନେ ଓଡିଶାର ପ୍ରସିଦ୍ଧ କଣ୍ଠଶିଳ୍ପୀ ମାନଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେମାନଙ୍କ ମଧ୍ୟରୁ ଓଡିଆ କଣ୍ଠଶିଳ୍ପୀ ନମିତା ଅଗ୍ରୱାଲ ଜଣେ ଅଟନ୍ତି ଯିଏ ନିଜର ସୁମଧୁର କଣ୍ଠରେ ସଂଗୀତ ଗାଇଛନ୍ତି ।

ନମିତା ଅଗ୍ରୱାଲ ନିଜର କୋକିଳ କଣ୍ଠରେ ଗୀତ ଇଖୁବ ଲୋକପ୍ରିୟତା ହାସଲ କରିଛନ୍ତି । ସେ ୧୯୯୨ ମସିହା ଓଡିଆ ଲୋକପ୍ରିୟ ଭଜନ “କାଳିଆ”ରୁ ସଂଗୀତ ଦୁନିଆରେ ନିଜର କ୍ଯାରିୟର ଆରମ୍ଭ କରିଥିଲେ । ଓଡିଶାରେ ନମ୍ବର ୱାନ ଗୀତିକାର ଭାବେ ନମିତା ଅଗ୍ରୱାଲ ପରିଚିତ ଅଟନ୍ତି । ନମିତା ଅଗ୍ରୱାଲ ଅନେକ ଓଡିଆ ଭଜନ ଗାଇବା ସହ ଫିଲ୍ମରେ ମଧ୍ୟ ନିଜ ସୁମଧୁର କଣ୍ଠ ରେ ଗୀତ ଗାଇଛନ୍ତି ।

ଆଜି ଆମେ ଆପଣ ମାନଙ୍କୁ ତାଙ୍କର ରିୟଲ ଲାଇଫ ପୁଅ ମାନଙ୍କ ବିଷୟରେ କହିବାକୁ ଯାଉଛୁ । ନମିତା ଅଗ୍ରୱାଲ ୧୯୯୨ ମସିହାରେ ମ୍ୟୁଜିକ କମ୍ପାନୀର ଫାଉଣ୍ଡର ସୀତାରାମ ଅଗ୍ରୱାଲଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବିବାହ ପରେ ସେ ତାଙ୍କର ସଂଗୀତ କ୍ଯାରିୟର ଆରମ୍ଭ କରିଥିଲେ ।

ଏହା ପରେ ୧୯୯୩ ମସିହାରେ ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କର ଦୁଇ ଜାଆଁଳା ପୁଅ ହୋଇଥିଲେ । ତାଙ୍କର ଦୁଇ ପୁଅଙ୍କ ନାଁ ହେଉଛି ସିଦ୍ଧାର୍ଥ ଅଗ୍ରୱାଲ ଓ ସାର୍ଥକ ଅଗ୍ରୱାଲ ଅଟେ । ଦୁଇ ଭାଇଙ୍କର ବୟସ ୨୭ ବରଷ ଅଟେ । ସିଦ୍ଧାର୍ଥ ଓ ସାର୍ଥକଙ୍କର ପାଠ ପଢା ବର୍ତ୍ତମାନ ସୁଦ୍ଧା ସଋ ଯାଇଛି । ତେଣୁ ଦୁଇ ଭାଇ ନିଜ କମ୍ପାନୀରେ କାର୍ଯ୍ୟରତ ଅଛନ୍ତି ।

ସାର୍ଥକ ଓ ସିଦ୍ଧାର୍ଥ ଏ ଯାଏଁ ମ୍ୟାରେଜ କରି ନାହାନ୍ତି । ସାର୍ଥକ ଓ ସିଦ୍ଧାର୍ଥଙ୍କର ନିଜ ମାତା ପିତାଙ୍କ ସହ ବେଶ ଭଲ ସମ୍ପର୍କ ରହିଛି । ଦୁଇ ଭାଇ ନିଜ ମାତା ପିତାଙ୍କ ସବୁ କଥାକୁ ଆଦର୍ଶ ପୁଅ ଭଳି ସମାନ ଦେବା ସହ ପାଳନ ମଧ୍ୟ କରିଥାନ୍ତି । ଦୁଇ ଭାଇଙ୍କ ମଧ୍ୟରେ ପ୍ରଚୁର ଭଲ ପାଇବା ରହିବା ସହ ବୁଝାମଣା ମଧ୍ୟ ରହିଛି । ନମିତା ଙ୍କ ସହ ସାର୍ଥକ ଓ ସିଦ୍ଧାର୍ଥଙ୍କର ଅତୁଟ ସମ୍ପର୍କ ରହିଛି ।

ନମିତା ନିଜ ଦୁଇ ପୁଅ ଙ୍କ ସହ ଅଧିକାଂଶ ଫ୍ରୀ ଟାଇମରେ କ୍ଵାଲିଟି ଟାଇମ ସ୍ପେନ୍ଡ କରିବାକୁ ପସନ୍ଦ କରନ୍ତି । ଏହା ଥିଲା ଓଡିଶା ପ୍ରସିଦ୍ଧ ସୁନାମଧନ୍ୟ କଣ୍ଠଶିଳ୍ପୀ ନମିତା ଅଗ୍ରୱାଲଙ୍କ ପୁରା ପରିବାରର ବିବରଣୀ । ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।