Breaking News: ପୃଥିବୀ ଉପରକୁ ତୀବ୍ର ଗତିରେ ମାଡି ଆସୁଛି ସୌର ଝଡ, ଦେଖନ୍ତୁ ପୃଥିବୀ ଉପରେ କଣ ରହିବ ଏହାର ପ୍ରଭାବ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପୃଥିବୀକୁ ମା-ଡି ଆସୁଛି ଏକ ବଡ ଧରଣର ସୌର ଝ-ଡ ଯାହା ଦ୍ଵାରା ମୋବାଇଲ ଓ ଜିପିଏସ ପ୍ରଭାବିତ ହେବାକାଉ ଯାଉଛି । ଏକ ବଡ ଧରଣର ସୌର ଝ-ଡ ପୃଥିବୀ ଆଡକୁ ତୀବ୍ର ଗତିରେ ମାଡି ଆସୁଛି ।

ଏହି ବଡ ଧରଣର ସୌର ଝ-ଡ ଘଣ୍ଟା ପ୍ରତି ୧୬ ଲକ୍ଷ ୯ ହଜାର ୩୪୪ କିମି ବେଗରେ ଗତି କରୁଛି ବୋଲି ସୂଚନା ମିଳିଛି । ବୈଜ୍ଞାନିକ ମାନେ ଗବେଷଣା କରି କହିଛି ଯେ ଏହି ସୌର ଝ-ଡର ଗତି ଆହୁରି ତୀବ୍ର ବେଗରେ ବଢିପାରେ । ବହୁତ ଜଲ୍ଦି ପୃଥିବୀରେ ଏହି ବଡ ଧରଣର ସୌର ଝ-ଡ ମା-ଡ ହୋଇପାରେ ବୋଲି ବୈଜ୍ଞାନିକ ମାନେ ସୂଚନା ଦେଇଛନ୍ତି । ଏହି ସୌର ଝ-ଡ ପୃଥିବୀର ଚୁମ୍ବକୀୟ କ୍ଷେତ୍ରରେ ପ୍ରବେଶ କରିଲେ ଜିଓମ୍ୟାଗ୍ନିକ ଝ-ଡ ସୃଷ୍ଟି ହେବ ବୋଲି ବୈଜ୍ଞାନିକ ମାନେ କହିଛନ୍ତି ।

ଏହି ଝ-ଡର ପ୍ରଭାବରେ ମୋବାଇଲ ଫୋନ ସିଗନାଲ ଓ ଉପଗ୍ରହ ସିଗନାଲ ଅଧିକ ମାତ୍ରାରେ ପ୍ରଭାବିତ ହେବାର ସମ୍ଭାବନା ରହିଛି । ଏହା ସହ ଜିପିଏସ ବ୍ୟବସ୍ଥା ମଧ୍ୟ ପ୍ରଭାବିତ ହୋଇପାରେ ବୋଲି ଆଶଙ୍କା କରା ଯାଉଛି । ଏହି ବଡ ଧରଣର ସୌର ଝ-ଡ ପ୍ରଭାବରେ ରେଡିଓ ସିଗନାଲ, ଯୋଗାଯୋଗ ଓ ପାଣିପାଗ ବିଭାଗ ସୂଚନା ପ୍ରଦାନ କରୁଥିବାରୁ ଅଧିକ ମାତ୍ରାରେ ପ୍ରଭାବିତ ହୋଇବ ବୋଲି ଆଶଙ୍କା କରା ଯାଉଛି । ସୂଚନା ଅନୁସାରେ ସୂର୍ଯ୍ୟଙ୍କ ଦକ୍ଷିଣାର୍ଦ୍ଧରେ ବି-ସ୍ଫୋ-ର-ଣ ହୋଇଥିଲା । ଏହି କାରଣରୁ ଏକ ଜ୍ଵ-ଳ-ନ୍ତ ଅଂଶ ପୃଥିବୀ ଆଡକୁ ସୌର ଝଡ ହୋଇ ମା-ଡି ଆସୁଛି ।

ଗତ ଜୁଲାଇ ୩ ତାରିଖ ଦିନ ଏହି ବିଷୟରେ ସୂଚନା ମିଳିଥିଲା । ଏହି ସୌର ଝ-ଡ ପୃଥିବୀ ଆଡକୁ ନିକଟରର ହେବା ସମୟରେ ଏହାର ବେଗ ଆହୁରି ଅଧିକ ବଢିପାରେ । ଏହି ସୌର ଝ-ଡ ପ୍ରତି ସେକେଣ୍ଡ ପରି ୫୦୦ କିମି ବେଗରେ ଗତି କରିବ ବୋଲି ବୈଜ୍ଞାନିକ ମାନେ ଅନୁମାନ କରିଛନ୍ତି । ତେବେ ମଣିଷ ବା ଜୀବଜନ୍ତୁ ମାନଙ୍କ ଉପରେ ସୌର ଝ-ଡର କୌଣସି ପ୍ରଭାବ ପଡିବ ନାହି ।

ଏହା ପୂର୍ବରୁ ୧୯୮୯, ୧୯୯୧ ଓ ୧୮୫୯ ମସିହାରେ ସୌର ଝ-ଡ ସୃଷ୍ଟି ହୋଇଥିଲା । ୧୯୮୯ରେ ହୋଇଥିବା ସୌର ଝ-ଡରେ କାନାଡାର ହାଇଡ୍ରୋ ଇଲେକ୍ଟ୍ରି ଟ୍ରାନ୍ସମିଟର ସିଷ୍ଟମ ୯ ଘଣ୍ଟା ପାଇଁ ବନ୍ଦ ହୋଇ ଯାଇଥିଲା । ଏହା ପରେ ୧୯୯୧ରେ ଯେଉଁ ସୌର ଝ-ଡ ହୋଇଥିଲା ତାହା ଫଳରେ  ଆମେରିକାର ଅଧା ଜାଗାରେ କରେଣ୍ଟ ଚାଲି ଯାଇଥିଲା । କିନ୍ତୁ ୧୮୫୯ର ସୌର ଝ-ଡ ଅତ୍ୟନ୍ତ ଭୟଙ୍କର ରୂପ ନେଇଥିଲା ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।