ଦଶମ ଶ୍ରେଣୀର ଭଲ ପାଇବା ଆଉ ଏକାଦଶ ଶ୍ରେଣୀର ମାର୍କଶିଟ କେବେ ହେଲେ ବି…

ଆଜିର ଏହି ବ୍ୟସ୍ତ ପୂର୍ଣ ଜୀବନରେ ମନୁଷ୍ୟ ପାଖରେ ହସିବା ପାଇଁ ବିଲିକୁଲ ବି ସମୟ ନାହିଁ । ଲୋକମାନେ ଜୀବନର ଦୌଡରେ ଏତେ ବ୍ୟସ୍ତ ହୋଇ ଯାଇଛନ୍ତି କି ସେମାନଙ୍କ ପାଇଁ ଖୁସିରେ ଦୁଇ ମୁହୂର୍ତ ଅତିବାହିତ କରିବା ପାଇଁ ବି ସମୟ ନାହିଁ । ଯେତେବେଳେ କି ଜୀବନରେ ଅସଲ ଖୁସି ଛୋଟ ଛୋଟ କଥାରେ ହିଁ ଆସିଥାଏ । ଜୀବନରେ କିଛି ପାଇବା ଓ ହରାଇବା ମଧ୍ୟରେ ଯେଉଁ ସମୟ ଥାଏ ତାହା ହିଁ ଅସଲ ଜୀବନ ଅଟେ ।

ଏମିତିରେ ଜୀବନର ସବୁ ମୁହୂର୍ତକୁ ସୁଖମୟ କରନ୍ତୁ । ନିଜେ ବି ଆନନ୍ଦରେ ରୁହନ୍ତୁ ଓ ଅନ୍ୟ ବ୍ୟକ୍ତିଙ୍କୁ ଖୁସିରେ ରଖିବାକୁ ଚେଷ୍ଟା କରନ୍ତୁ । ଯଦି ଆପଣ ବି ଜୀବନର ବ୍ୟସତତା ମଧ୍ୟରେ ହସିବ ଭୁଲି ଯାଇଛନ୍ତି ତେବେ ଆଜି ଆମେ ଆପଣଙ୍କ ପାଇଁ କିଛି ଭଲ ଜୋକ ନେଇ ଆସିଛୁ । ଯାହାକୁ ପଢିବା ପରେ ଆପଣଙ୍କ ଦିନ ହୋଇଯିବ ଓ ଆପଣ ନିଜର ହସକୁ ଅଟକାଇ ପାରିବେ ନାହିଁ ।

ଜୋକ – ୧

ସବୁ ଭାରତୀୟ ଉପଦେଶ ଦେଲା ପରେ

ଏହା ନିଶ୍ଚିତ ରୂପରେ କହିଥାଏ

ଆଗେ ଆପଣଙ୍କର ଇଚ୍ଛା ଉପଦେଶ ଭୁଲ ଆସିଲେ

ମୋତେ ଦୋଷ ଦବ ନାହିଁ ।

ଜୋକ – ୨

ଦଶମ ଶ୍ରେଣୀର ଭଲ ପାଇବା

ଆଉ ଏକାଦଶ ଶ୍ରେଣୀର ମାର୍କଶିଟ

କେବେ ହେଲେ ବି କାମରେ ଆସେ ନାହିଁ ।

ଜୋକ – ୩

ଯେ କୌଣସି ବ୍ୟକ୍ତି ଯେତେ ବି ସତ କଥା କହୁ

କିନ୍ତୁ ପଡିବା ପରେ

ମିଛ କଥା ନିଶ୍ଚିତ କହିଥାଏ ।

ଜୋକ – ୪

ମାରୁତି ୮୦୦ ଟଙ୍କାରେ ନିଲାମି ହେଉଥିଲା

ସେଥିରେ ବୋଲି ଲାଗିଲା

୨୦ ଲକ୍ଷ, ୨୫ ଲକ୍ଷ, ୪୦ ଲକ୍ଷ

ପପୁ – ଏହି ଭଙ୍ଗା ଗାଡିରେ ଏମିତି କଣ ଅଛି ?

ମାଲିକ କହିଲା – ଏଥିରେ ୨୫ଟି ଆକ୍ସିଡେଣ୍ଟ ହୋଇଛି

ଯେଉଁଥିରେ କେବଳ ସ୍ତ୍ରୀମାନେ ମରୁଛନ୍ତି ।

ପପୁ – ୧ କୋଟି

ଜୋକ – ୫

ଶିକ୍ଷକ – ମୁ ତୋର ମା ହୋଇଯିବି ତ

ତୋତେ ଦୁଇ ଦିନରେ ଠିକ କରିଦେବି

ପିଲା କହିଲା – ମ୍ୟାଡମ ମୁ ବର୍ତ୍ତମାନ ଯାଇ ବାପାଙ୍କୁ କହି ଦେଉଛି

କି ବାପା ତୁମର ଲଟେରି ଲାଗିଗଲା ।

ଜୋକ – ୬

ସହରର ଲୋକମାନେ ୭ ଲକ୍ଷର କାର ସହିତ

ସେଲଫି ନେଇ ବହୁତ ଷ୍ଟାଇଲ ମାରନ୍ତି ।

ଆଉ ୧୨ ଲକ୍ଷ ଟଙ୍କାର ଟ୍ରାକ୍ଟର ତ ମଇଁଷିଙ୍କ

ଚାରା ଆଣିବା ପାଇଁ ରଖିଛନ୍ତି ଗାଁ ଲୋକମାନେ………

ଜୋକ – ୭

ଆଗରୁ ସେ ବିଲରେ ଦେଖା କରିବାକୁ ଆସୁଥିଲା

କିନ୍ତୁ ସରକାର ତାଙ୍କ ଘରେ ଶୌଚଳୟ ତିଆରି କରିଦେଲେ ।

ସମସ୍ତେ ପ୍ରେମର ଶତ୍ରୁ ଅଟନ୍ତି ।

ଜୋକ – ୮

ଗୋଟିଏ ପୁଅ ଝିଅ ଦେଖିବାକୁ ଯାଇଥିଲା

ତାଙ୍କୁ କଥା ହେବା ପାଇଁ ଏକାଠି ବସାଇ ଦିଆଗଲା

ଝିଅ ଡରି ଡରି କହିଲା – ଭାଇ ଆପଣ କେତେ ଭାଇ ଭଉଣୀ ଅଟନ୍ତି ।

ପୁଅ କହିଲା – ବର୍ତ୍ତମାନ ପର୍ଯ୍ୟନ୍ତ ତ ତିନି ଜଣ ଥିଲୁ ବର୍ତ୍ତମାନ ଚାରିଜଣ ହୋଇଯାଇଛୁ

ଜୋକ – ୯

ସିରିୟଲରେ ସବୁ ସ୍ଵାମୀମାନେ ବଡ ବଡ ବିଜନେସମ୍ୟାନ ହୋଇଥାନ୍ତି ।

ତଥାପି ଦିନ ସାରା ନିଜ ସ୍ତ୍ରୀଙ୍କ ଆଗ ପଛରେ ବୁଲୁଥାନ୍ତି ।

ତ ବିଜନେସ କିଏ ସମ୍ଭାଳନ୍ତି ।

ଜୋକ – ୧୦

ବାପଘରକୁ ଯାଇଥିବା ସ୍ତ୍ରୀ ପାଖକୁ ସ୍ଵାମୀର ଫୋନ ଆସିଲା

ସ୍ଵାମୀ – ହ୍ୟାଲୋ

ସ୍ତ୍ରୀ – ଆଜି କେମିତି ମନେ ପକେଇଲ

ସ୍ଵାମୀ – ହିଁ ଏମିତି

ମଶା ରକ୍ତ ପିଉଥିଲେ ତ

ତମ କଥା ମନେ ପଡିଗଲା ।

ଜୋକ – ୧୧

ସ୍କୁଲରେ ପଢୁଥିବା ସମୟରେ

ଅଧିକ ଖାଉଥିବା ଜିନିଷ ହେଲା

‘ବିଦ୍ୟାରାଣ’

ଜୋକ – ୧୨

ଗୋଟେ ଛୋଟ ପିଲା ରେଜଲ୍ଟ ନେଇ ଆସିଲା

ଓ ବାପାଙ୍କୁ କହିଲା, ବାପା ଆପଣ ବହୁତ ଭାଗ୍ୟଶାଳୀ ଅଟନ୍ତି ।

ବାପା – କେମିତି ପୁଅ ?

ପୁଅ – କାହିଁକି ନା ବାପା ମୁଁ ଫେଲ ହୋଇଯାଛି

ଆପଣଙ୍କୁ ମୋ ପାଇଁ ନୂଆ ବହି କିଣିବାକୁ ପଡିବନି ।

ଆପଣଙ୍କୁ ଆମର ଏହି ସବୁ ଜୋକ୍ସ ଭଲ ଲାଗିଥିଲେ ସାଙ୍ଗମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଆମେ ଏମିତ ନୂଆ ଜୋକ୍ସ ସବୁ ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିଦିଅନ୍ତୁ ।