କଣ ଆପଣ ମଧ୍ୟ ନିଜ ଜୋତା ଚପଲ ଏପଟ ସେପଟ ଫୋପାଡି ଦିଅନ୍ତି କି, ତେବେ ଆପଣଙ୍କ ଉପରେ ଆସିପାରେ ବହୁତ ବଡ ସଙ୍କଟ

ବହୁତ ଲୋକଙ୍କର ଏହା ଅଭ୍ଯାସ ହୋଇଥାଏ ଯେ ସେ ବାହାରୁ ଆସିଲା ପରେ ନିଜ ଜୋତା ଚପଲ ସଠିକ ଜାଗାରେ ନରଖି ଏପଟ ସେପଟ ପକେଇ ଦିଅନ୍ତି ଓ ଏହା ପ୍ରାୟତଃ ଲୋକ କରିଥାନ୍ତି, ଆମେ ଜୋତା ଚପଲ କୌଣସି ଜାଗାରେ ରଖି ଦେଇଥାଉ, ଜ୍ଯୋତିଷ ଏବଂ ବାସ୍ତୁ ଶାସ୍ତ୍ର ଅନୁଯାଇ ଜୋତା ଚପଲ ସଠିକ ଜାଗା ଓ ସଠିକ ଦିଶାରେ ନରଖିଲେ ଆପଣଙ୍କ ଘରେ ସକାରାତ୍ମକ ଊର୍ଜା କମିବାକୁ ଲାଗିଥାଏ ଓ ନକାରାତ୍ମକ ଊର୍ଜା ବଢିବାକୁ ଲାଗିଥାଏ ।

ଆପଣଙ୍କ ଏହି ଅଭ୍ଯାସ ଦ୍ଵାରା ଆପଣଙ୍କୁ ବହୁତ ଅସୁବିଧା ସାମ୍ନା କରିବାକୁ ପଡିଥାଏ କାହିଁକିନା ଆପଣଙ୍କ ଭଲ କାମ ମଧ୍ୟ ଅଟକିଯାଇଥାଏ । ଆପଣଙ୍କୁ ନିଜ ଜୋତା ଚପଲ ସବୁବେଳେ ଦକ୍ଷିଣ ବା ପଶ୍ଚିମ ଦିଶାରେ ରଖିବା ଉଚିତ, ନିଜ ଜୋତା ଚପଲ କେବେ ଭୁଲରେ ବି ପୂର୍ବ ବା ଉତ୍ତର ଦିଶାରେ ରଖିବା ଉଚିତ ନୁହ ।

ତେବେ ପୂର୍ବ ବା ଉତ୍ତର ଦିଶାରେ ଜୋତା ଚପଲ ରଖିବା ଦ୍ଵାରା ଆପଣଙ୍କ ଘରେ ନକାରାତ୍ମକ ଊର୍ଜା ବଢିବାକୁ ଲାଗିଥାଏ ଓ ଆପଣଙ୍କ ସବୁ କାମ ଅଧା ଖଣ୍ଡିଆ ହୋଇଥାଏ, ଏହା ହବା ଦ୍ଵାରା ଆପଣଙ୍କ ପରିବାରରେ କଳି ଝଗଡା ବଢିବାକୁ ଲାଗିଥାଏ ଓ ଆପଣଙ୍କୁ ବହୁତ ପ୍ରକାର ସମସ୍ଯା ସାମ୍ନା କରିବାକୁ ପଡିଥାଏ ।

ଏହି ଭଳି ଘରେ ଯେଉଁଠି ସଠିକ ଜାଗାରେ ଜୋତା ଚପଲ ନରଖା ଯାଏ ଶେଠୀ ଛୋଟ ନିଜ ବଡଙ୍କ ସମ୍ମାନ କରିବା ଭୁଲି ଯାନ୍ତି ଓ ବଡ ମାନଙ୍କୁ ଅପମାନ ଦେଇଥାନ୍ତି । ତେବେ ଘର ପରିବାର ଭିତରେ ସବୁବେଳେ ଝଗଡା ହୋଇଥାଏ ଓ ସମସ୍ତେ ଚିନ୍ତାରେ ବୁଡି ରୁହନ୍ତି । ଜୋତା ଚପଲ ସଠିକ ଜାଗା ଓ ସଠିକ ଦିଶାରେ ନରଖିଲେ ଘର ସଦସ୍ୟ ମାନଙ୍କ ମଧ୍ୟରୁ କେହି ନା କେହି ରୋଗରେ ଅବଶ୍ୟ ପଡିଥାଏ ଯାହା ଦ୍ଵାରା ଆପଣଙ୍କ ଆର୍ଥିକ ସମସ୍ଯା ଖରାପ ହୋଇଥାଏ, ଘରେ ଭିନ୍ନ ଭିନ୍ନ ପ୍ରକାର ରୋଗ ଆସିଥାଏ ଯାହା ଦ୍ଵାରା ଆପଣଙ୍କୁ ଚିନ୍ତା ହୋଇଥାଏ ।

ଆପଣଙ୍କ ଘରେ ନକାରାତ୍ମକ ଊର୍ଜା ଅଧିକ ଓ ସକାରାତ୍ମକ କମ ହବା ଦ୍ଵାରା ଆପଣଙ୍କ ଘରେ ମାତା ଲକ୍ଷ୍ମୀ କେବେ ବାସ କରନ୍ତି ନାହିଁ, ଘରେ ରଖା ହୋଇଥିବା ଧନ ବହୁତ ଶୀଘ୍ର ଖର୍ଚ ହବାକୁ ଲାଗିଥାଏ ଓ ବହୁତ ଶୀଘ୍ର ଆପଣଙ୍କ ପାଖରେ ସବୁ କମିଯାଇଥାଏ । ବହୁତ ପରିଶ୍ରମ କଲେ ମଧ୍ୟ ଆପଣଙ୍କ ପରିଶ୍ରମ ଅନୁଯାଇ ଧନ ଆପଣଙ୍କୁ ପ୍ରାପ୍ତ ହୋଇନଥାଏ । ଜୋତା ଚପଲ ସଠିକ ଜାଗାରେ ନ ରଖିବା ଦ୍ଵାରା ଆପଣଙ୍କ ଘରେ ଏତେ ପ୍ରକାର ଅସୁବିଧା ହୋଇଥାଏ ସେଥିପାଇଁ ଆପଣ ସାଥି ଜାଗାରେ ଜୋତା ଚପଲ ରଖନ୍ତୁ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।