ସାଉଥ ହିରୋ ନାଗାର୍ଜୁନଙ୍କ ବୋହୁ ଦେଖିବାକୁ ବହୁତ ସୁନ୍ଦର ଓ ବୋଲ୍ଡ, ସାରା ସାଉଥ ତାଙ୍କ ଦିୱାନା, ଫୋଟୋ ଦେଖିଲେ କହିବେ….

ଆପଣ ସମସ୍ତେ ସାଉଥ ର ସୁପରଷ୍ଟାର ନାଗାର୍ଜୁନଙ୍କୁ ଜାଣନ୍ତି ତାଙ୍କ ପୁରା ନାମ ଅକ୍କିନେନୀ ନାଗାର୍ଜୁନ ଅଟେ । ନାଗାର୍ଜୁନ ଏକ ଭାରତୀୟ ଫିଲ୍ମର ଅଭିନେତା ଅଟନ୍ତି ଏବଂ ନିର୍ମାତା ମଧ୍ୟ । ତାଙ୍କର ଜନ୍ମ ୨୯ ଅଗଷ୍ଟ ୧୯୫୯ ରେ ମଦ୍ରାସ ରେ ହୋଇଥିଲା । ତାଙ୍କ ଫିଲ୍ମ ଦେଖିବାପାଇଁ ତାଙ୍କ ଫ୍ୟାନ ମାନେ କିଛି ବି କରି ପାରନ୍ତି । ସମସ୍ତେ ତାଙ୍କର ବହୁତ ପ୍ରଶଂସା କରନ୍ତି ।

ନାଗାର୍ଜୁନଙ୍କ ପୁଅ ଅକ୍କିନେନୀ ନାଗା ଚୈତନ୍ୟ ବି ଏକ ଅଭିନେତା ଅଟନ୍ତି, ଚୈତନ୍ୟ ବି ନିଜ ପିତା ଭଳି ହ୍ଯାନ୍ଡସମ ଏବଂ ସ୍ମାର୍ଟ ଦେଖା ଯାଆନ୍ତି । ତାଙ୍କର ସ୍ତ୍ରୀ ଅତ୍ୟନ୍ତ ସୁନ୍ଦର ଦେଖାଯାନ୍ତି ତାଙ୍କ ପତ୍ନୀଙ୍କ ନାମ ହେଉଛି ସାମନ୍ତା ରୁଥ ପ୍ରଭୁ । ସିଏ ବି ଏକ ଭଲ ଅଭିନେତ୍ରୀ ଅଟନ୍ତି । ଆଜି ଆମେ ଆପଣଙ୍କୁ ତାଙ୍କ ବିଷୟରେ କିଛି କହିବାକୁ ଯାଉଛୁ ।

ସାମନ୍ତା ରୁଥ ପ୍ରଭୁ ତେଲୁଗୁ ଏବଂ ତାମିଲ ଫିଲ୍ମ ର ଅଭିନେତ୍ରୀ । ସାମନ୍ତା ଙ୍କର ଜନ୍ମ ୩୦ ଏପ୍ରିଲ ୧୯୮୭ ର ଚେନ୍ନାଇ ର ତାମିଲନାଡୁ ସହରରେ ହୋଇ ଥିଲା । ସାମନ୍ତା ରୁଥ ପ୍ରଭୁ ନିଜ ପଢାପଢି ଏଂଜେଲସ ଏଂଗ୍ଲୋ ଇଣ୍ଡିଆନ ହାୟର ସେକେଂଡରୀ ସ୍କୂଲ ଚେନ୍ନାଇ ରେ ପୁରା କରିଥିଲେ ଏହା ପରେ ସେ ସ୍ଟେଲ୍ଲା ମାରିସ କଲେଜ ଚେନ୍ନାଇ ରେ କମର୍ସ ରେ ଡିଗ୍ରୀ ଗ୍ରହଣ କରିଥିଲେ ।

ସାମନ୍ତା ରୁଥ ପ୍ରଭୁ ନିଜର ଫିଲ୍ମ ର ଆରମ୍ଭ ତେଲୁଗୁ ଫିଲ୍ମ ‘ଯେ ମାୟା ଚେସୱା’ ରୁ କରିଥିଲେ ଏହାପରେ ସେ ବହୁତ ଫିଲ୍ମ ରେ ଅଭିନୟ କରିଥିଲେ ସେଥିପାଇଁ ତାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ର ପୁରସ୍କାର ମିଳିଥିଲା । ତାଙ୍କୁ ଶ୍ରେଷ୍ଠ ତେଲୁଗୁ ଏବଂ ତାମିଲ ଅଭିନେତ୍ରୀ ରୂପେ ମଧ୍ୟ ପୁରସ୍କାର କରାଯାଇଥିଲା ।

ତାଙ୍କ ପିତାଙ୍କ ନାମ ଯୋଶେଫ ପ୍ରଭୁ ଏବଂ ମାତାଙ୍କ ନାମ ନିନେତ୍ତେ, ତାଙ୍କର ଗୋଟିଏ ଭାଇ ବି ଅଛି ଯାହାର ନା ଜୋନାଥନ ପ୍ରଭୁ । ସାମନ୍ତା ନାଗାର୍ଜୁନ ଙ୍କର ପୁଅ ନାଗା ଚୈତନ୍ୟଙ୍କୁ ୬ ଅକ୍ଟୋବର ୨୦୧୭ ରେ ବାହା ହୋଇଥିଲେ , ତାଙ୍କ ବିବାହ ଜୀବନ ବୋହୁତ ଭଲ ଭାବରେ ଚାଲିଛି ।

ସାମନ୍ତା ଜଣେ ଭଲ ଅଭିନେତ୍ରୀ ହେବା ସଙ୍ଗେ ସଙ୍ଗେ କେତେକ କମ୍ପାନୀ ର ସେଲିବ୍ରିଟୀ ଏଂଡୋସର ରୂପରେ ମଧ୍ୟ କାମ କରୁଛନ୍ତି । ସେ ତାଙ୍କ ଫୋଟୋ କୁ ସୋସିୟାଲ ମିଡିୟା ରେ ବହୁତ ଶେୟାର କରନ୍ତି । ଏବଂ ସେ ଫ୍ୟାନ ମାନଙ୍କ ହୃଦୟରେ ସବୁବେଳେ ରାଜ କରନ୍ତି ।