ଏକ ତରଫା ପ୍ରେମରେ ବ୍ୟକ୍ତି ଜଣଙ୍କ Kangana ଙ୍କ ଭଉଣୀ ଙ୍କ ଚେହେରା ଉପରକୁ ଫୋପାଡି ଥିଲା 1 ଲିଟର ଏସିଡ, ଜାଣନ୍ତୁ କଣ ଥିଲା ପୁରା ଘଟଣା

କଙ୍ଗନା କହିଥିଲେ ଯେ ତାଙ୍କ ଭଉଣୀଙ୍କ ଉପରେ ସହ ୧ ଲିଟର ତେଜାବ ପକା ଯାଇଥିଲା । ଯୋଗ କରିବା ଦ୍ଵାରା ତାଙ୍କର ଆଖିର ରୋସନି ଫେରିଥିଲା । କଙ୍ଗନା ଯୋଗର ମହତ୍ଵ କଣ ରହିଛି କହିବା ସହ ତାଙ୍କ ଭଉଣୀ କିପରି ଯୋଗ ଦ୍ଵାରା ଏହି ଘଟଣାରୁ ବାହାରି ପଡ଼ିଥିଲେ କହିଛନ୍ତି ।

ବଲିଉଡର ଅଭିନେତ୍ରୀ କଙ୍ଗନା ରୋନତ ନିଜ ଭଉଣୀ ରଙ୍ଗୋଲି ଚନ୍ଦଲଙ୍କ ଉପରେ ହୋଇଥିବା ଏ-ସି-ଡ ଘ-ଟ-ଣା ଉପରେ କହିଛନ୍ତି । କଙ୍ଗନା କହିଛନ୍ତି ଯେ ଏହି ଘ-ଟ-ଣା ପରେ ତାଙ୍କ ଭଉଣୀ ଏତେ ଡ-ରି ଯାଇଥିଲେ ଯେ କାହା ସହ କଥାବାର୍ତ୍ତା କରୁ ନ ଥିଲେ । ଏହି ଘ-ଟ-ଣା-କୁ ଭୁଲିବା ପାଇଁ ଯୋଗ ଏକ ମାତ୍ର ମଧ୍ୟ ଥିଲା ବୋଲି କଙ୍ଗନା ନିଜ ରାଏ ରେ କହିଛନ୍ତି ।

ଏହା ସହ କଙ୍ଗନା ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ ମାଙ୍କର ଓପନ ହାର୍ଟ ସର୍ଜରୀ କରିବାକୁ ପଡି ନ ଥିଲା । ଏହି ଏ-ସି-ଡ ଘ-ଟ-ଣା-ରୁ ତାଙ୍କ ଭଉଣୀଙ୍କର ଅଧା ଚେହେରା, ବାମ ପାଟ କାନ, ଆଖି ପୂରାପୂରି ନଷ୍ଟ ହୋଇ ଯାଇଥିଲା । ଏହି ଯୋଗ ଦିବସରେ ବିବାଦିତ ଅଭିନେତ୍ରୀ କଙ୍ଗାନା ନିଜ ପୋସ୍ଟରେ ଶେୟାର କରି ନିଜ ଭଉଣୀ ବିଷୟରେ କହିଛନ୍ତି । କଙ୍ଗନା ଲେଖିଛନ୍ତି ଯେ ତାଙ୍କ ଭଉଣୀ ଯେତେ ୨୧ ବର୍ଷର ହୋଇଥିଲେ ସେତେବେଳେ ଜଣେ ତାଙ୍କ ଉପରେ ଏ-ସି-ଡ ପକାଇଥିଲେ । ଗୋଟେ ଆଖିର ରୋସନି ଚାଲି ଯାଇଥିଲା ଓ କାନ ମଧ୍ୟ ଜଖମ ହୋଇଥିଲା ।

ଗୋଟେ ପଟ ଛାତି ମଧ୍ୟ ଡ୍ୟାମେଜ ହୋଇ ଯାଇଥିଲା । ଏହି ଘଟଣା ପରେ ୨ ରୁ ୩ ବର୍ଷ ମଧ୍ୟରେ ୫୩ଟି ସର୍ଜରୀ ହୋଇଥିଲା । ଏହା ପରେ ମଧ୍ୟ ଆଗଭଳି କିଛି ହୋଇ ପରି ନ ଥିଲା । ସେହି ବ୍ୟକ୍ତି ଜଣକ ରଙ୍ଗୋଲିଙ୍କ ଉପରେ୧ ଲିଟର ଏସିଡ ପକାଇଥିଲା । ଏହି ଘଟଣାକୁ ନେଇ କଙ୍ଗନାଙ୍କ ଭଉଣୀଙ୍କ ମା-ନ-ସି-କ ଚି-ନ୍ତା-ରେ ବୁଡି ରହୁଥିଲେ । କାରଣ ସେ କାହା ସହ କଥାବାର୍ତ୍ତା କରିବା ବନ୍ଦ କରି ଦେଇଥିଲେ । ତାଙ୍କ ଭଉଣୀଙ୍କର ଏୟାରଫୋର୍ସ ଅଫିସର ସହ ନିର୍ବନ୍ଧ ହୋଇଥିଲା । ଯେତେବେଳେ ସେହି ଅଫିସର ତାଙ୍କ ଭଉଣୀଙ୍କର ତେ-ଜା-ବ ପଡିଥିବା ଚେହରା ଦେଖିଲେ ତ ଛାଡି ପଳାଇଥିଲେ ଓ ଆଉ କେବେ ବି ଫେରି ନ ଥିଲେ ।

କଙ୍ଗନ କହିଥିଲେ ଯେ ତାଙ୍କ ଭଉଣୀ ଏହି ସମୟରେ କାନ୍ଦି ନ ଥିଲେ ବା କାହାକୁ କିଛି ପଚାରି ନ ଥିଲେ । ଏହା ପରେ ଡାକ୍ତର କହିଥିଲେ ଯେ ସେ ଗଭୀର ସ-ଦ-ମା-କୁ ଯାଇ ସାରିଛନ୍ତି । ଏହା ପରେ ଥେରାପ୍ପୀ ଓ ସା-ଇ-କୋ-ଲୋ-ଜି-କା-ଲ ସପୋର୍ଟ ପାଇଁ ମେଡିଟେସନ କରାଇଲେ । ସେହି ସମୟରେ କଙ୍ଗନା ୧୯ ବର୍ଷର ଥିଲେ ଓ ସେ ତାଙ୍କ ଯୋଗ ଶିକ୍ଷକ ସୂର୍ଯ୍ୟ ନାରାୟଣଙ୍କ ସହ ଯୋଗ କରୁଥିଲେ ।

ସେହି ସମୟରେ କଙ୍ଗନ ଜାଣି ନ ଥିଲେ ଯେ ଯୋଗ ଦ୍ଵାରା ଜ-ଳି-ବା, ମନୋବିଜ୍ଞାନିକ ଆ-ଘା-ତ, ଆଖିର ରୋସନି ଦୂର ହୋଇଥାଏ । କଙ୍ଗନା ନିଜ ଭଉଣୀଙ୍କୁ ଯୋଗ କ୍ଳାସ ନେଇ ଯାଉଥିଲେ । ଏହା ପରେ ତାଙ୍କ ଭଉଣୀ ଯୋଗ କରିବାକୁ ଲାଗିଲେ ଯାହା ଦ୍ଵାରା ତାଙ୍କ ମଧ୍ୟରେ ପରିବର୍ତ୍ତନ ଦେଖାଗଲା । ଏହା ପରେ ତାଙ୍କ ଭଉଣୀ ହସିବାକୁ ଲାଗିବା ସହ ଆଖିର ରୋସନୀ ଫେରି ପାଇଥିଲେ । ଯୋଗ ମାଧ୍ୟମରେ ସବୁ ସମ୍ଭବ ହୋଇପାରେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।