କେମିତି ଗୋଟିଏ ଡେଲିଭରି ବଏ ଡକ୍ଟର ଙ୍କୁ କଲା ରେ-ପ, ପୁରା ଘଟଣା ବିଷୟରେ ଜାଣିଲେ ଆପଣଙ୍କ ଛାତି ଥରି ଉଠିବ

ନମସ୍କାର ବନ୍ଧୁଗଣ । ଆମ ଦେଶରେ ନାରୀ ମାନଙ୍କ ସହ ଅ-ତ୍ୟା-ଚା-ର, ଅ-ପ-ବ୍ୟ-ବ-ହା-ର ଓ ଦୁ-ଷ୍କ-ର୍ମ ଅଧିକ ପରିମାଣରେ ଦିନକୁ ଦିନ ବଢିବାରେ ଲାଗିଛି । ଏହାର ଅନେକ ଘଟଣା ପ୍ରତିଦିନ ସାମନାକୁ ଆସୁଛି ।

ଏହି ଭଳି ଏକ ଘଟଣା ଅନୁଗୁଳ ଜିଲ୍ଲାରେ ଘ-ଟି-ଛି ଯେଉଁଠାରେ ଜଣେ ଡେଲିଭରି ବଏ ଜଣେ ଡା-କ୍ତର-ଙ୍କ ସ-ହ ଦୁ-ଷ୍କ-ର୍ମ କରିଛି । ତେବେ ଆସନ୍ତୁ ଜାଣିବା ଏହା ପଛରେ କଣ ରହିଛି ପୁରା ସତ୍ୟତା । ଅନୁଗୁଳ ଜିଲ୍ଲାର ଛେଣ୍ଡିପଦାଡା ଅଞ୍ଚଳରେ ଜଣେ ୩୨ ବର୍ଷୀୟା ଡାକ୍ତର ମହିଳା ତାଙ୍କ ଭାଇଙ୍କ ସହ ହସ୍ପିଟାଲ ପାଖରେ ଥିବା କ୍ଵାଟରରେ ରୁହନ୍ତି । ଡାକ୍ତରଙ୍କ ସହ ଏହି ଘ-ଟ-ଣା-ଟି ଗତ ମଙ୍ଗଳବାର ଦିନ ରା-ତିରେ ଘ-ଟି-ଛି ।

ଡାକ୍ତରଙ୍କ ଭାଇ ସେଦିନ ରାତିରେ ବାହାରକୁ ଖାଇବାକୁ ଯାଇଥିଲେ । ତାଙ୍କ ଭାଇ ଯେଉଁ ଢାବାରେ ଖାଇବାକୁ ଯାଇଥିଲେ ସେଠାରେ ଖାଇବା ବହୁତ ଭଲ ଲାଗିଥିବାରୁ ସେ ତାଙ୍କ ଭଉଣୀ ପାଇଁ ପାର୍ସଲ କରି ଡେଲିଭରି ବଏ ହାତରେ ଘରର ଠିକଣା ଦେଇ ପଠାଇଥିଲେ ।

ଖାଇବା ନେଇ ଢାବା ମାଲିକର ପୁଅ ୩୫ ବର୍ଷର ସୁକାନ୍ତ ବେହେରା ଯାଇଥିଲେ । ଯେତେବେଳେ ସୁକାନ୍ତ ଖାଇବା ନେଇ ଡାକ୍ତରଙ୍କ ଘରେ ପହଞ୍ଚିଥିଲେ ସେତେବେଳେ ସୁକାନ୍ତ ଝିଅଟିକୁ ଏକା ଦେଖି ତାଙ୍କ ଘରେ ଜୋର ଜବରଦସ୍ତ ପଶି ତାଙ୍କ ସହ ଦୁ-ଷ୍କ-ର୍ମ କରିଥିଲେ । ଏହି ଘ-ଟ-ଣା-ଟି ମଙ୍ଗଳବାର ଦିନ ରାତି ୧୧ ଟାରେ ଘଟିଛି । ଏହା ପରେ ଯେତେବେଳେ ଡାକ୍ତରଙ୍କ ଭାଇ ଘରକୁ ଆସିଥିଲେ ସେତେବେଳେ ତାଙ୍କ ଭଉଣୀ ସବୁ କଥା କହିଥିଲେ ।

ଏହା ପରେ ବୁଧବାର ଦିନ ସକାଳେ ଦୁହେଁ ଭାଇ ଭଉଣୀ ମିଶି ଛେଣ୍ଡିପଦା ଥାନାରେ ଏହି ମାମଲାକୁ ନେଇ ଅ-ଭି-ଯୋ-ଗ କରିଥିଲେ । ଏହା ପରେ ପୋ-ଲି-ସ ମାମଲା ରୁଜୁ କରି ବୂଧବାର ଦିନ ସକାଳେ ଢାବାରେ ଯାଇ ପହଞ୍ଚି ଆ-ରୋ-ପି ସୁକାନ୍ତଙ୍କୁ ଆ-ରେ-ଷ୍ଟ କରିଥିଲା । ବର୍ତ୍ତମାନ ଏହି କେ-ସ କୋର୍ଟକୁ ଚାଲାଣ କରା ଯାଇଛି । ଏହା ଛଡା ଡାକ୍ତର ମହିଳାଙ୍କର ପରୀକ୍ଷା କରା ଯାଇଛି ।

ଏହି ଘ-ଟ-ଣା-ରୁ ସ୍ପଷ୍ଟ ହେଉଛି ଯେ ଜଣେ ଖାଇବାକୁ ଧରି ଆସିଥିବା ଡେଲିଭରି ବଏ ଘରେ ଏକା ଦେଖି ଝିଅ ସହ ଏଭଳି କା-ଣ୍ଡ ଘ-ଟା-ଇ-ଛି ଯାହା ଅତି ନିନ୍ଦନିୟ କଥା ଅଟେ । ତେଣୁ ଶେଷରେ ଏତିକି କୁହାଯାଇ ପରେ ଯେ ନାରୀ ଘରେ କି ବାହାରେ ସୁରକ୍ଷିତ ନୁହେ । ଏହି ଘ-ଟ-ଣା-କୁ ପୋ-ଲି-ସ ଭଲ ଭାବେ ଯାଞ୍ଚ କରି ଆ-ରୋ-ପିକୁ କ-ଠୋ-ର-ରୁ କ-ଠୋ-ର ଦ-ଣ୍ଡ ଦେବା ଉଚିତ ।

ବନ୍ଧୁଗଣ ଏହି ଘ-ଟ-ଣା-କୁ ନେଇ ଆପଣ ମାନଙ୍କ ମତାମତ କଣ ରହିଛି ଆମକୁ କମେଣ୍ଟ କରି ଜଣାଇବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରିବେ । ଧନ୍ୟବାଦ