ସାଉଥଫିଲ୍ମର ସବୁଠୁ ଅଧିକ ଫେମସ 9 ବାପା ପୁଅଙ୍କ ଯୋଡି

ବଲିଉଡ ଜଗତର ଫିଲ୍ମ ଯେତେ ଫେମସ ହୋଇଥିଲେ ମଧ୍ୟ ସାଉଥ ପ୍ରସିଦ୍ଧ ଫିଲ୍ମ ବାହୁବଳି ବିଷୟରେ ମନରେ ଏକ ଭାବନା ସୃଷ୍ଟି ହୁଏ । ସାଉଥ ଫିଲ୍ମ ହିନ୍ଦୀ ଫିଲ୍ମ ଅପେକ୍ଷା ବେଶି ଆଦୃତ ହୋଇପାରିଛି । ଏମିତି କିଛି ସାଉଥ ଫିଲ୍ମ ଅଛି ଯାହାକି ବାପା ପୁଅଙ୍କ ଯୋଡିର ନାମ ଶୁଣି ହିଁ ଥିବେ । ଆଜି ଆସନ୍ତୁ ଜାଣିବା ସେପରି କିଛି ବାପ ପୁଅଙ୍କ ଯୋଡି ବିଷୟରେ ।

ନନ୍ଦା ମୁରି ହରିକୃଷ୍ଣା

ଜୁନିଅର ଏନଟି ଆର ବହୁତ ଫେମସ ଅଭିନେତା ଅଟନ୍ତି ଏହି ଅଭିନେତାଙ୍କର ୨୦୧୬ ରେ ଆସିଥିବା ଜନତା ଗେରାଜ ଫିଲ୍ମ ବକ୍ସ ଅଫିସରେ ବହୁତ ହିଟ ହୋଇଥିଲା ସେ ତାଙ୍କର ସବୁ ଫିଲ୍ମରେ ଗମ୍ଭୀରତା ସହ ଅଭିନୟ କରନ୍ତି । ତାଙ୍କ ବାପା ନନ୍ଦା ମୁରି ହରିକୃଷ୍ଣା ୬୦ ଦଶକର ଫେମସ ଅଭିନେତା ଥିଲେ ।

ମମୂର୍ତି

ସାଉଥ ଫିଲ୍ମ ର ମମୂର୍ତି ୪ ଦଶକରେ ୩୦୦ ରୁ ଅଧିକ ଫିଲ୍ମ ରେ ଅଭିନୟ କରିଥିଲେ ଏହି ଅଭିନେତା ୩ ଟି ନେସନାଲ ଫିଲ୍ମ ଫେୟାର ଆୱାର୍ଡ ଜିତିଛନ୍ତି । ତାଙ୍କ ପୁଅ ଦୁଲକର ସଲମାନ ତାମିଲ ଫିଲ୍ମ ସହ ହିନ୍ଦୀ ଓ ତେଲଗୁ ଫିଲ୍ମରେ ଅଭିନୟ କରିଛନ୍ତି । ସେ ୨୦୧୨ ରେ ପ୍ରଥମ ଫିଲ୍ମ ଫେୟାର ଆୱାର୍ଡ ଜିତିଥିଲେ ।

ସତ୍ୟରାଜ

ସାଉଥ ଫିଲ୍ମର ବାହୁବଲିର ସତ୍ୟରାଜଙ୍କୁ ପୁରା ଦୁନିଆ ଜାଣିସାରିଛନ୍ତି । ସେ ରୋହିତ ସେଠୀଙ୍କ ଫିଲ୍ମ ଚେନ୍ନାଇ ଏକ୍ସପ୍ରେସ ଫିଲ୍ମ ରେ ଅଭିନୟ କରିଛନ୍ତି । ତାଙ୍କ ପୁଅ ସିଧି ସତ୍ୟରାଜ ତାମିଲ ଫିଲ୍ମର ଏକ ଜଣା ଶୁଣା ଅଭିନେତା ଅଟନ୍ତି ।

ବିକ୍ରମ

୨୦୧୫ ର ଏକ ଫିଲ୍ମ ରେ ଅଭିନୟରେ ସେ ବହୁତ ପ୍ରସିଦ୍ଧି ପାଇଥିଲେ । ତାଙ୍କ ପୁଅ ଧ୍ରୁବ ବହୁତ ଜଲ୍ଦି ଫିଲ୍ମ ଜଗତକୁ ଆସିବାକୁ ଯାଉଛନ୍ତି ।

ଚିରଞ୍ଜିବୀ

ଚିରଞ୍ଜିବୀ ଓ ତାଙ୍କ ପୁଅ ରାମ ଚରଣ ଙ୍କ ଯେତେ ବି ଫିଲ୍ମ ଆସିଛି ସେ ଫିଲ୍ମ ଗୁଡିକ ବକ୍ସ ଅଫିସ ରେ ବହୁତ ହିଟ ହୋଇଛି । ରାମ ଚରଣ ବର୍ତମାନ ଯୁଗର ଫେମସ ଅଭିନେତାଛନ୍ତି ।

ନାଗାର୍ଜୁନ

ତେଲେଗୁ ସିନେମାରେ ନାଗାର୍ଜୁନ ଏକ ପ୍ରସିଦ୍ଧ ଫିଲ୍ମ ଅଭିନେତା ଅଟନ୍ତି । ତାଙ୍କ ନାମରେ ହିଁ ଫିଲ୍ମ ହିଟ ହୋପୀଯାଏ । ତାଙ୍କ ପୁଅ ନାଗା ଚୈତନ୍ୟ ବି କିଛି କମ ନୁହେଁ ସେ ମଧ୍ୟ ଫେମସ ଅଭିନେତା ଅଟନ୍ତି । ସେ ଅଭିନେତ୍ରୀ ସାମନ୍ଥ୍ଯା ପ୍ରଭୁଙ୍କୁ ୨୦୧୭ ରେ ପ୍ରେମ ବିବାହ କରିଥିଲେ ।

ମୋହନ ଲାଲ

ମୋହନଲାଲ ୫୯ ବର୍ଷ ବୟସର ବି ହୋଇଥିଲେ ମଧ୍ୟ ସେ ଏବେବି ଦମଦାର ଅଭିନୟ କରନ୍ତି । ସେ ଜନତା ଗେରାଜ ରେ ଅଭିନୟ କରି ଫେମସ ହୋଇଯାଇଥିଲେ । ତାଙ୍କ ପୁଅ ପ୍ରଣବ ମୋହନ ଲାଲ ଶିଶୁ କଳକରଭାବେ ଅଭିନୟ ଆରମ୍ଭ କରି ପ୍ର୍ସିଧ ହୋଇଯାଇଥିଲେ । ୨୦୧୨ ରେ ଏକ ଫୁଇଳ୍ମ ରେ ତାଙ୍କ ବାପାଙ୍କ ସହ ଏକ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ ।

ଶିବ କୁମାର

ଶିବ କୁମାର ତାଙ୍କ ଜମାନରେ ଏକ ପ୍ରସିଦ୍ଧ ଅଭିନେତାଥିଲେ । ତାଙ୍କ ପୁଅ ଶୁରିୟା ଜଣେ ଫେମସ ଅଭିନେତା ଅଟନ୍ତି ।

ଚନ୍ଦ୍ର ଶେଖର

ସୁପରଷ୍ଟାର ଚନ୍ଦ୍ର ଶେଖର ମୁଠାମ ଭଳି ହିଟ ଫିଲ୍ମରେ ଅଭିନୟ କରିଛନ୍ତି । ତାଙ୍କ ପୁଅ ବିଜୟ ବହୁତ ଆକ୍ସନ ଫିଲ୍ମ ରେ ଅଭିନୟ କରି ପ୍ରସିଦ୍ଧି ପାଇଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।