ଏବେବି କୁଆଁରୀ ଅଛନ୍ତି ଦକ୍ଷିଣ ଭାରତର ଏହି ୬ ଜଣ ସୁନ୍ଦର ହିରୋଇନ, ଯାହାଙ୍କ ଉପରେ ଫିଦା ହୁଅନ୍ତି କୋଟି – କୋଟି ଲୋକ, ବାହାହେବା ପାଇଁ ସେମାନେ…

ଫିଲ୍ମରେ କାମ କରୁଥିବା ଅଭିନେତ୍ରୀମାନେ ନିଜର ବିବାହକୁ ନେଇ ଜଲ୍ଦି ହୁଅନ୍ତି ନାହିଁ । ଖାସ କରି ଯେଉଁମାନେ କ୍ୟାରିୟର ଉଚ୍ଚତାକୁ ଯିବାକୁ ଚାହୁଁଛନ୍ତି, ତାଙ୍କ ମନରେ କେବଳ ନିଜର କ୍ୟାରିୟରକୁ ନେଇ ହିଁ ଚିନ୍ତା ଥାଏ ତେବେ ସେମାନେ ବି ବିବାହରୁ ଦୂରେଇ ଥାନ୍ତି । ଏହା ଏଥି ପାଇଁ କାରଣ ପ୍ରାୟତଃ ଅଭିନେତ୍ରୀଙ୍କର କ୍ୟାରିୟର ବାହଘର ପରେ ପାଖାପାଖି ଶେଷ ହିଁ ହୋଇଯାଏ ।

ସେଥିପାଇଁ ବି କିଛି ଅଭିନେତ୍ରୀମାନେ ବାହାଘରରୁ ଦୁରାଇ ଥାନ୍ତି । ଏହା କେବଳ ବଲୀଉଡରେ ନୁହେଁ ସାଉଥ ଇଣ୍ଡିଆନ ସିନେମାରେ ବି ଏହିଭଳି ଦେଖିବାକୁ ମିଳିଥାଏ । ଫିଲ୍ମରେ ଭଲ ଅଭିନୟ କରୁଥିବା ଦକ୍ଷିଣ ଭାରତର ଅଭିନ୍ତ୍ରୀମାନେ ଅଛନ୍ତି ବର୍ତ୍ତମାନ ପର୍ଯ୍ୟନ୍ତ କୁଆଁରୀ ।

ବର୍ତ୍ତମାନ ପର୍ଯ୍ୟନ୍ତ କୁଆଁରୀ ଅଛନ୍ତି ସାଉଥ ଇଣ୍ଡିଆନର ଏହି ୬ ଜଣ ସୁନ୍ଦର ଅଭିନେତ୍ରୀମାନେ

ଅନୁଷ୍କା ଶେଟ୍ଟୀ

ଫିଲ୍ମ ବାହୁବଳିରୁ ପୁରା ଦୁନିଆରେ ଲୋକପ୍ରିୟତା ହାସଲ କରିଥିବା ଅଭିନେତ୍ରୀ ଅନୁଷ୍କା ଶେଟ୍ଟୀ ଏହି ବର୍ଷ ୩୭ ବର୍ଷର ହୋଇଯିବେ ଓ ସେ ବର୍ତ୍ତମାନ ପର୍ଯ୍ୟନ୍ତ କୁଆଁରୀ ଅଛନ୍ତି । କହିବାକୁ ଗଲେ ଅନୁଷ୍କା ସାଉଥ ଇଣ୍ଡିଆନ ସିନେମାର ସୁପରଷ୍ଟାର ଅଟନ୍ତି । ବାହୁବଳି ଫିଲ୍ମ ପରେ ତାଙ୍କର ଚାର୍ମ ଆହୁରି ବଢି ଯାଇଛି ।

ତୃଷା କୃଷ୍ଣନ

ଦକ୍ଷିଣ ଭାରତର ସୁପରହିଟ ଏକ୍ଟ୍ରେସ ତୃଷା କୃଷ୍ଣନ ଏହି ବର୍ଷ ୩୬ ବର୍ଷର ହୋଇଯିବେ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ବି ତାଙ୍କର ବିବାହକୁ ନେଇ କୌଣସି ପ୍ଳାନ ନାହିଁ । ବର୍ଷ ୨୦୧୫ରେ ତୃଷା କୃଷ୍ଣନ ଚେନ୍ନଈର ଏକ ବିଜନେସମ୍ୟାନଙ୍କ ସହ ନିର୍ବନ୍ଧ କରିଥିଲେ । କିନ୍ତୁ ବିବାହ ପୂର୍ବରୁ ଦୁଇ ଜଣ ଅଲଗା ହୋଇଗଲେ ।

ନୟନତାରା

ସାଉଥ ଇଣ୍ଡିଆନ ସିନେମାକୁ ବହୁତ ସୁପରହିଟ ଫିଲ୍ମ ଦେଇଥିବା ଅଭିନେତ୍ରୀ ନୟନତାରାଙ୍କୁ ବି ୩୪ ବର୍ଷ ହୋଇ ଯାଇଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ବି ସେ କୁଆଁରୀ ଅଛନ୍ତି । ନୟନତାରାଙ୍କର ଇଚ୍ଛା ଅଛି କି ସେ ବଲୀଉଡର ଶାହରୁଖ ଓ ସଲମାନଙ୍କ ସହିତ କିଛି ଫିଲ୍ମ କରିବେ ।

ଶ୍ରୁତି ହାସନ

ଦୁଇଟି ଫିଲ୍ମ ଫେୟର ଆୱର୍ଡ୍ସ ଜିତିଥିବା ଅଭିନେତ୍ରୀ ଶ୍ରୁତି ହାସନ ନିଜର ଅଭିନୟ ଦମରେ ନା ହିଁ କେବଳ ସାଉଥ ସିନେମାରେ ବଲୀଉଡରେ ବି ସେ ଭଲ ଅଭିନେତ୍ରୀ ଅଟନ୍ତି । ୩୩ ବର୍ଷର ହୋଇଥିବା ଶ୍ରୁତି ବର୍ତ୍ତମାନ ପର୍ଯ୍ୟନ୍ତ  ବିବାହ କରି ନାହାନ୍ତି ।

କାଜଲ ଅଗ୍ରୱାଲ

ଅଭିନେତ୍ରୀ କାଜଲ ଅଗ୍ରୱାଲ ବି ଦକ୍ଷିଣ ଭାରତ ସିନେମାର ସୁପରଷ୍ଟାର ଅଟନ୍ତି । ସେ ବଲୀଉଡର ବି କିଛି ଫିଲ୍ମ କରିଛନ୍ତି । କିନ୍ତୁ ୩୩ ବର୍ଷର ହୋଇସାରିଥିବା କାଜଲ ଅଗ୍ରୱାଲ ବର୍ତ୍ତମାନ ପର୍ଯ୍ୟନ୍ତ କୁଆଁରୀ ଅଛନ୍ତି ଓ ବିବାହ କରିବାକୁ ବି ଚାହାନ୍ତି ନାହିଁ ।

ରାୟ ଲକ୍ଷ୍ମୀ

ପାଖାପାଖି ୫୦ ଟି ଫିଲ୍ମରେ କାମ କରିସାରିଥିବା ଅଭିନେତ୍ରୀ ରାୟ ଲକ୍ଷ୍ମୀ ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ କରି ନାହାନ୍ତି । ରାୟ ଲକ୍ଷ୍ମୀ ୨୦୧୭ରେ ଆସିଥିବା ଫିଲ୍ମ ଜୁଲିରେ ନିଜର ବଲୀଉଡ ଡେବ୍ୟୁ କରିଥିଲେ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।