ରିଅଲ ଲାଇଫରେ ନିଜ ଭଉଣୀ TV ର ଏହି 5 ପପୁଲାର ହିରୋଇନ

ବଲିଉଡ ଫିଲ୍ମରେ ଦେଖାଦେଇଥିବା ଭଉଣୀ ମାନଙ୍କର କିଛି ମଜାଦାର କଥା । ଯାହା ଦୁଇ ଭଉଣୀଙ୍କ ଭିତରେ ଭଲ ସମ୍ପର୍କ ବନେଇ ରଖିଥାଏ । ସବୁ ସମୟରେ ଦୁହେଁ ଦୁଇଜଣଙ୍କ ପାଇଁ ସବୁ ସୁବିଧା ଅସୁବିଧାରେ ଆଗେଇ ରହିଥାନ୍ତି । ସେଥିପାଇଁ ଏହି ସମ୍ପର୍କ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଖାସ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେହି 5ଟି ଟପ ଅଭିନେତ୍ରୀ ଭଉଣୀମାନଙ୍କ ବିଷୟରେ ଏବଂ ସୁନ୍ଦରତାରେ ବି ତାଙ୍କଠୁ ବି ଆହୁରି ସୁନ୍ଦର ଅଟନ୍ତି ।

ସାରା ଖାନ

ଏହି ଅଭିନେତ୍ରୀ ଟିଭି ଦୁନିଆରେ ବହୁତ ସିରିୟଲ ରେ ମୁଖ୍ୟ ନାୟିକା ଭାବରେ ଅଭିନୟ କରିଛନ୍ତି ଯାହା କି ବିଦାଇ,ରାମ ମିଲାଏ ଯୋଡି, କବଚ ଏମତି ବହୁତ ସାରା ସିରିୟଲ ସାମିଲ ଅଛି । ଯଦି କହିବା ସେହି ଅଭିନେତ୍ରୀଙ୍କ ଭଉଣୀଙ୍କ ବିଷୟରେ ତେବେ ସାରାଙ୍କ ୩ ଭଉଣୀ ଆରୟା ଖାନ, ଆଲିୟା ଖାନ , ଅଲିଶା ଖାନ । ଏହି ୩ ଭଉଣୀଙ୍କ ଭିତରୁ ଆର୍ଯା ଖାନ ବହୁତ ଶୀଘ୍ର ବଲିଉଡ ଦୁନିଆରେ ପାଦ ଦେବାକୁ ଯାଉଛନ୍ତି ।

ଦ୍ଵିତୀୟ ଭଉଣୀ  ଆଲିସା ଖାନ

ଆଲିସା ଖାନ ତାଙ୍କ ଲାଇଫ ରେ ଜଣେ ମଡେଲ ଅଟନ୍ତି ଏବଂ ସେ ତାଙ୍କ ଲାଇଫ ରେ ହିଁ ମଡେଲିଙ୍ଗ କରିବାକୁ ବହୁତ ପସନ୍ଦ କରିଥାନ୍ତି । ସଭା ସାନ ଭଉଣୀ ଆଲିସା ଖାନ କୌଣସି ଅଭିନେତ୍ରୀ ନ ହୋଇ ସେ ତାଙ୍କ ଲାଇଫ ରେ ଆକ୍ଟର ଅପେକ୍ଷା କଣ୍ଟ୍ରୋବାସୀ ଲାଇମ ଲାଇଫରେ ଜଡିତ ରହିବାକୁ ବେସୀ ଭଲପାନ୍ତି ।

ଦିତୀୟରେ ତାନୟା ଶର୍ମା

ଷ୍ଟାରପ୍ଲସ ର ଲୋକପ୍ରିୟ ସିରିଏଲ ରେ ‘ସାଥ ନିଭାନା ସାଥିଆ’ ରେ ମୀରା ମୋଦି କ୍ଯାରେକ୍ଟରରେ ଅଭିନୟ କରି ଦର୍ଶକଙ୍କ ଅତି ପ୍ରିୟା ହୋଇଥିଲେ ସେହି ଅଭିନେତ୍ରୀଙ୍କ ଭଉଣୀ କୃତିକା ଶର୍ମା ଯିଏ ତାଙ୍କ ଭଉଣୀଙ୍କ ଭଳି ଶ୍ରେଷ୍ଠ ଅଭିନେତ୍ରୀ ଅଟନ୍ତି ଯିଏ କି ସାଥ ନିଭାନା ସାଥିଆ ରେ ସୁହାନର କ୍ଯାରେକ୍ଟର ରେ ଅଭିନୟ କରିଥିଲେ । ଏ ଦୁଇ ଭଉଣୀ ଦେଖିବାକୁ ବି କାଫି ଏକା ପରି ।

ତୃତୀୟରେ ଅନାରୀ ଭଜାଣି

ଏହି ଅଭିନେତ୍ରୀ ‘ବେହଦ’ ନାମର ସିରିଏଲ ସାଞ୍ଜ ନାମର କ୍ଯାରେକ୍ଟର ଭାବେ ଅଭିନୟ କରିଥିଲେ । ଏବେ ସେହି ଅଭିନେତ୍ରୀ ଟିଭି ସିରିଏଲ ପବିତ୍ର ଭାଗ୍ୟ ରେ ଅଭିନୟ କରୁଛନ୍ତି । ଏହି ଅଭିନେତ୍ରୀଙ୍କ ଭଉଣୀ ପ୍ରିୟା ଭଯାନି ଯାହାଙ୍କୁ ଅଭିନୟରେ ଜମା ବି ଇଛା ନାହିଁ,ସେ ତାଙ୍କ ଲାଇଫରେ ସୋଫ୍ଟ୍ବେଆର ଇଞ୍ଜିନିୟର  ହେବାକୁ ଚାହାନ୍ତି ।

ଚତୁର୍ଥରେ ରୁଚା ହସବନିସ

ଷ୍ଟାରପ୍ଲସ ର ସିରିଏଲ ସାଥ ନିଭାନା ସାଥିଆ ରେ ରାସୀ ମୋଦୀଙ୍କ କ୍ଯାରେକ୍ଟର ରେ ଅଭିନୟ କରି ଦର୍ଶକଙ୍କ ଖୁବ ପ୍ରିୟା ହୋଇଥିଲେ । ଏହି ଅଭିନେତ୍ରୀଙ୍କ କେହି ଭଉଣୀ ନଥିବା ସତ୍ବେ ସେ ଜିଆ ମାନୀଙ୍କୁ ନିଜ ଭଉଣୀ ଥୁ ବି ଅଧିକ ଭଲ ପାନ୍ତି ଓ ତାଙ୍କୁ୭ ନିଜ ଭଉଣୀ ଭଳି ମଣିଥାନ୍ତି ।

ପଞ୍ଚମରେ ସୁରଭି ଚନ୍ଦନ୍ନା

ଷ୍ଟାରପ୍ଲସ ର ସିରିଏଲ ‘ଇସ୍କବାଜ’ ରେ ଅନିତାର କ୍ଯାରେକ୍ଟର ରେ ଅଭିନୟ କରି ଏତେ ଫେମସ ହୋଇଥିଲେ ଯେ ବର୍ତମାନ ନାଗିନ ରେ ମୁଖ୍ୟନାଗରାଣୀ ଅଭିନେତ୍ରୀ ଭାବେ ମଉକା ମିଳିଛି । ଏ ସୁନ୍ଦର ଅଭିନେତ୍ରୀଙ୍କ ଭଉଣୀ ପ୍ରଣବି ଚନ୍ଦନ୍ନା ଜଣେ ଇନଟେରିୟର ଡିଜାଇନର ଭାବେ ଜୀବନ ଅତିବାହିତ କରୁଛନ୍ତି । ଏହି ଦୁଇ ଭଉଣୀଙ୍କ ଭିତରେ ବହୁତ ସାରା ଭଲପାଇବା ମଧ୍ୟ ରହିଛି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।