ଏହି ୭ ଟି ଫୋଟୋକୁ “ଜୁମ” କରିକି ଦେଖିବେ ତ ହସି ହସି ଗଡିଯିବେ, ଧ୍ୟାନରେ ଦେଖନ୍ତୁ ଫୋଟୋ

ଆଜି ବି କିଛି ଏମିତି ଆଶ୍ଚର୍ଯ୍ୟ କରିଦେବା ଭଳି ଫଟୋ ଭାଇରାଲ ହେଇଛି । ଯେତେବେଳେ ଆପଣ ଏହି ଫଟୋ କୁ ଦେଖିବେ ତାହା ସାମାନ୍ୟ ଦେଖାଯିବ, କିନ୍ତୁ ଏହି ଫ୍ତୋରେ କିଛି ଏମତି ରାଜ ଲୁଚିଛି ଯାହାକୁ ପୁରା ଦୁନିଆ ଅଜଣା ଅଛି ଏହା ପଛର ସତ ବୁଝିପାରନ୍ତି ନାହାନ୍ତି । ଆପଣମାନେ ଏମତି କେତେ କୈମରାମୈନ ଦେଖିଥିବେ ଯାହାଙ୍କର ଫଟୋ ଦୁନିଆ ସାରା ଧମାଲ ମଚାଉଛି । ଏହା ତ ଏକ ଖାସ ପ୍ରକାର ପ୍ରତିଭା ଅଟେ ଯାହା ସମସ୍ତଙ୍କ ମଧ୍ୟରେ ନଥାଏ ।

ଯେତେବେଳେ ଲୋକମାନେ ଅଫିସ ରୁ ଠକି ଘରକୁ ଫେରନ୍ତି ତେବେ ସେମାନେ ନିଜର ମୁଡ ଫ୍ରେଶ କରିବା ପାଇଁ କିଛି ନା କିଛି ମନୋରଞ୍ଜନ ର ଜିନିଷ ଖୋଜନ୍ତି । କେତେକ ଘରେ ପହଞ୍ଚି ନିଜର ପିଲାମାନଙ୍କ ସହ ମସ୍ତ ହୋଇଯାନ୍ତି ଏବଂ କେତେକ ଇଣ୍ଟର୍ନେଟ ଏବଂ ଟିଭି ଖୋଳିକାରି ମନୋରଞ୍ଜନ ର କାର୍ଯ୍ୟକ୍ରମ ଖୋଜନ୍ତି । ଆଜି ଆମେ ଆପଣଙ୍କ ସମନ୍ନାରେ କିଛି ଏମିତି ଫଟୋ ଆଣିବୁ ଯାହାକି ଇଣ୍ଟର୍ନେଟ ରେ ବହୁତ ଭାଇରାଲ ହେଉଛି । ଆମକୁ ବିଶ୍ଵାସ ଅଛି ଏହି ଫଟୋ ଗୁଡିକୁ ଦେଖି ଆପଣ ପୂରାପୂରି ଖୁସି ହୋଇଯିବେ ।

ଆପଣ ଏମିତି ବହୁତ ଫଟୋ ଦେଖିଥିବେ ଯାହାକୁ ବିଶ୍ବାସ କାରପାରିବେନି ଏହା ସତ୍ୟ କି ମିଥ୍ୟା । ଫ୍ତୋରେ ଆପଣ ଦେଖୁଥିବେ କି କୌଣସି ମହିଳାର କଣ ଏତେ ଲାମ୍ବା ଚୁଟି ଅଛି । ଏବଂ ତାକୁ ଦେଖି ଲାଗୁଛି କି ସେ ଭିତରେ କିଛି ପିନ୍ଧିନୀ, ସେ ପୁରା ଚୁଟି ରେ ଢାଙ୍କି ହୋଇଛି । ଏହିଭଳି ଆହୁରି ବହୁତ ମଜାଦାର ଫୋଟ ଅଛି ଯାହାକୁ ଦେଖି ଆପଣ ନିଜର ହସିବାକୁ ଅଟକାଇ ପାରିବେ ନାହିଁ ।

ଫିଲ୍ମ ସୋଲେ ର ବାସନ୍ତୀ ଆପଣଙ୍କୁ ମାନେ ଅଛି, ବିଲକୁଲ ସେମିତି ହିଁ ଏହି ତାଗେ ବାଲି ।

କୌଣସି ଲୋକ ନିଜ ଛାତ କୁ ଛାଡି ଗଧ ଉପରେ ଏହି ସୋଲାର ପ୍ଲେଟ କୁ ଲଗାଇଦେଇଛି ।

ଏହି କୈମରା ମୈନଙ୍କୁ ଦେଖନ୍ତୁ କଉଠି କଉଠି ଝିଅ ମାନଙ୍କର ଫଟୋ ଉଠାଉଛି ।

କଟରିନା ହାତରେ ମାଇକ ଅଛି, କିଛି ଖରାପ ଭାବି ବେନି ।

Samsung ର ଏହି ବିଜ୍ଞାପନରେ ଏହି ଝିଅ ର ଶରୀରକୁ କଣ କରିଦେଇଛନ୍ତି ।

ଏମିତି ସାଇକେଲ ଆପଣଙ୍କ ପାଖରେ ଅଛି କି ? କାମାଲ କରିଛି ଏହାକୁ ଯିଏ ବନେଇଛି ।