ଇନ୍ଟରଭିଉ ରେ ପଚରା ଗଲା ବହୁତ ଟ୍ରିକି ପ୍ରଶ୍ନ, କଣ ଆପଣ ଦେଇପାରିବେ ଏହାର ଜବାବ?

ଆମର ଭାରତ ଦେଶର ରେ IAS ର ପରୀକ୍ଷାକୁ ବାକି ସବୁ ପରୀକ୍ଷା ମଧ୍ୟରୁ ସବୁଠୁ ଅଧିକ କଠିନ ବୋଲି କୁହା ଯାଏ । ଏହାର କାରଣ ଏହା ଅଟେ କି ଆଇଏସ ରେ ବାଛିବା ପୂର୍ବରୁ ଲିଖିତ ପରୀକ୍ଷା ନିଆ ଯାଇଥାଏ । ଯେଉଁଥିରେ ଏମିତ ଜେନେରାଲ ନଲେଜ ର ପ୍ରଶ୍ନ ପଚରା ଯାଏ ଯାହାକୁ ପଢୀ କାହାର ବି ମୁଣ୍ଡ ବୁଲେଇବ । କେବଳ ଏତିକି ନୁହେଁ ଯଦି କୌଣସି ବ୍ୟକ୍ତି ଏହି ପରୀକ୍ଷାରେ ସଫଳ ହୋଇଯାଏ ତାହାକୁ ଦ୍ଵିତୀୟ ରାଉଣ୍ଡରେ ପଠାଯାଏ । ଏହି ରାଉଣ୍ଡ ଇଣ୍ଟରଭିୟୁ ରାଉଣ୍ଡ ହୋଇଥାଏ । ଏହି ରାଉଣ୍ଡ ବଡ ଜଜ ଏବଂ ବଡ ଆଧିକାରୀ ମାନେ ଉପସ୍ଥିତ ଥାଆନ୍ତି । ଏହି ରାଉଣ୍ଡରେ ପ୍ରତିଯୋଗୀକୁ ମୌଖିକ ପ୍ରଶ୍ନ ର ଉତ୍ତର ଦେବାକୁ ପଡିଥାଏ ।

ଏହା ପ୍ରଶ୍ନ ସାଧାରଣ ପ୍ରଶ୍ନ ହୋଇନଥାଏ । ଏହାର ଉତ୍ତର ବହୁତ ସହଜ ହୋଇଥାଏ କିନ୍ତୁ ଏହାକୁ ପଚାରିବା ର ଉପାୟ ଏତେ ଅଟପଟା ହୋଇଥାଏ କିଏବି କଂଫ୍ଯୂଜ ହୋଇଯିବ, ଆଜିର ଏହି ଆର୍ଟକୀଳ ରେ ଆମେ ଆପଣଙ୍କୁ ଆଇଏସ ପରୀକ୍ଷା ର କିଛି ଏମିତି ପ୍ରଶ୍ନ ବିଷୟରେ କହିବାକୁ ଯାଉଛୁ, ଯାହାର ଉତ୍ତର ଆପଣ ବି ବୋଧେ ଦେଇ ପାରିବେ ନାହିଁ ।

ପ୍ରଶ୍ନ : କ୍ଷେତ୍ରଫଳରୁ ଦେଖାଯାଏ ତ ଭାରତର ସବୁଠୁ ବଡ ରାଜ୍ୟ କିଏ ?

ଉତ୍ତର : ରାଜସ୍ଥାନ

ପ୍ରଶ୍ନ : ଭାରତ ଦେଶରେ ପ୍ରଥମେ ରେଳଗାଡି କେବେ ଚାଲିଥିଲା ?

ଉତ୍ତର : ୧୯୫୩ ମସିହାରେ

ପ୍ରଶ୍ନ : ଚା ର ଉପଭୋଗ ଏବଂ ଉତ୍ପାଦନ ପାଇଁ ବିଶ୍ଵରେ ର ପ୍ରଥମ ସ୍ଥାନ ରେ କେଉଁ ଦେଶ ଅଛି ?

ଉତ୍ତର : ଭାରତ

ପ୍ରଶ୍ନ : ବିଶ୍ଵସାରା ରେ ସିନ୍ଥେଟିକ ରବର ସବୁଠୁ ବଡ ଉତ୍ପାଦକ କେଉଁ ଦେଶ ଅଟେ ?

ଉତ୍ତର : ସଂଯୁକ୍ତ ରାଷ୍ଟ୍ର ଅମେରିକା

ପ୍ରଶ୍ନ : ବିଶ୍ବରେ ସର୍ବାଧିକ ଚା ର ନିର୍ଯାତ କରିବା ବାଲା କେଉଁ ଦେଶ ଅଟେ ?

ଉତ୍ତର : ଶ୍ରୀଲଙ୍କା

ପ୍ରଶ୍ନ : ବିଶ୍ଵ ରେ ତମ୍ବାଖୁ ର ସବୁଠୁ ବେସୀ ଉତ୍ପାଦକ କେଉଁ ଦେଶ କରେ ?

ଉତ୍ତର : ଚୀନ

ପ୍ରଶ୍ନ : କୋପା କପ କେଉଁ ଖେଳ ସହ ସମ୍ବନ୍ଧିତ ?

ଉତ୍ତର : ଫୂଟବଲ

ପ୍ରଶ୍ନ : ଆମ୍ବ ର ବନସ୍ପତିକ ନାମ କଣ ଅଟେ ?

ଉତ୍ତର : ମେନ୍ଜୀଫେରା ଇଣ୍ଡିକା

ପ୍ରଶ୍ନ : ଶରୀରର କେଉଁ ଅଙ୍ଗ ଜନ୍ମ ପରେ ଆସିଥାଏ ଏବଂ ମୁର୍ତ୍ୟୁ ପୂର୍ବରୁ ଚାଲି ଯାଇଥାଏ ?

ଉତ୍ତର : ଦାନ୍ତ

ପ୍ରଶ୍ନ : ଯଦି ଏକ ଟେବୁଲ ଉପରେ, ଝୁଡିରେ ୫ଟି କଦଳୀ ଅଛି, ତେବେ ଆପଣ ୬ ଟି ଲୋକଙ୍କୁ ବରାବର କେମିତି ବାଣ୍ଟିବେ ?

ଉତ୍ତର : ଏହି ପ୍ରଶ୍ନ କୁ ଧ୍ୟାନ ଦେବେ ତ ଜାଣିପାରିବେ କି ଏହାର ପ୍ରଶ୍ନରେ ହିଁ ଉତ୍ତର ଅଛି । ଗୋଟିଏ କଦଳୀ ଟେବୁଲ ଉପରେ ଅଛି ଏବଂ ୫ଟି ଝୁଡିରେ ଅଛି ଯାହାଫଳରେ ଆପଣ ଏହାକୁ ୬ ଜଣଙ୍କୁ ଆରମରେ ବାଣ୍ଟି ପାରିବେ ।