ଶାଶୁ ଘରେ ମହାରାଣୀ ଭଳି ରାଜ କରିଥାନ୍ତି ଏହି ରାଶିର ଝିଅମାନେ, କଣ ଆପଣ ବି ଅଛନ୍ତି ଏଥିରେ ସାମିଲ

ବାହଘରର ଯେତେବେଳ କଥା ଆସେ, ସେତେବେଳେ ପୁଅ ମାନଙ୍କ ଠାରୁ ବେଶୀ ଝିଅ ମାନେ ଡରି ଥାନ୍ତି । ଡରିବାକୁ ତ ପଡିଥାଏ, କାରଣ ଝିଅକୁ ବାପ ଘରେ ସବୁକିଛି ଛାଡି ଶାଶୁ ଘରକୁ ଯିବାକୁ ପଡେ । ଏହା ସତ ଅଟେ କି ଶାଶୁ ଘରେ ଝିଅକୁ ଏକ ନୂଆ ଏବଂ ଭଲ ପରିବାର ମିଳେ, କିନ୍ତୁ ଯାହା ନିଜ ପରିବାର ଠାରୁ ମିଳିଥାଏ, ତାହା ଏଠି ମିଳି ନଥାଏ । ଏହି କାରଣରୁ ଝିଅମାନେ ନିଜ ବାପ ଘର ଛାଡି ଯାଆନ୍ତି ନାହିଁ ।

ବାପଘର ଏବଂ ଶାଶୁ ଘରକୁ ଗୋଟିଏ ପ୍ରକାର କରିବା ପାଇଁ ଚେଷ୍ଟା କରନ୍ତି, କିନ୍ତୁ ସତ ତ ଏହା ଅଟେ କି ଦୁଇଟି କେବେବି ଗୋଟିଏ ଭଳି ହୋଇ ପାରିବ ନାହିଁ ।

ବାହାଘରକୁ ନେଇ ଝିଅ ମାନେ ବହୁତ ବେଶି ସିରିୟସ ହୋଇଯାଆନ୍ତି, ଏବଂ ତାଙ୍କୁ ଭିନ୍ନ ଭିନ୍ନ ସ୍ଵପ୍ନ ବି ଆସିଥାଏ । ଯେଉଁଥିରେ କିଛି ଝିଅମାନେ ବହୁତ ବେଶି ଭାଗ୍ୟଶାଳୀ ହୋଇଥାନ୍ତି, ତାଙ୍କର ସ୍ଵପ୍ନ ପୁରା ହୋଇଯାଏ, କିନ୍ତୁ କିଛି ଝିଅମାନଙ୍କର ବାହାଘରର ସ୍ଵପ୍ନ ପୁରା ହୁଏ ନାହିଁ, କାରଣ ସେମାନେ ଶାଶୁ ଘରେ ବାପା ଘର ଭଳି ଭଲପାଇବା ପାଇଁ ଚାହାନ୍ତି ।

ସମସ୍ତେ ନିଜର ଶାଶୁ ଘରେ ରାଜ କରିବା ପାଇଁ ଚାହାନ୍ତି । କିନ୍ତୁ ଏହା ସବୁ କ୍ଷେତ୍ରରେ ସମ୍ଭବ ହୁଏ ନାହିଁ । ଆଜି ଆମେ ସେହି ରାଶି ଗୁଡିକ ବିଷୟରେ କହିବୁ, ଯେଉଁମାନେ ଶାଶୁ ଘରେ ରାଣୀ ଭଳି ଜୀବନ ବିତାନ୍ତି । ସେମାନେ ବହୁତ ଭାଗିଶାଳି ଝିଅ ଅଟନ୍ତି । ଚାଳନ୍ତୁ ଜାଣିବା……

ଶାସ୍ତ୍ରର ଅନୁସାରେ ସିଂହ ରାଶିର ଝିଅମାନେ ବହୁତ ବେଶି ଭାଗ୍ୟଶାଳି ଅଟନ୍ତି । ଏମାନେ ଶାଶୁ ଘରେ ରାଜ କରନ୍ତି, ଯାହାଫଳରେ ଶାଶୁ ଘରେ ଏମାନଙ୍କର ମାନ ସମ୍ମାନ ବଢିଥାଏ । ସିଂହ ରାଶି ର ଲୋକମାନେ ସ୍ଵଭାବରେ ବହୁତ ଭଲ ଅଟନ୍ତି, କିନ୍ତୁ ନିଜ ଆଗରେ ଏମାନେ କାହାର ବି କଥାକୁ ଶୁଣନ୍ତି ନାହିଁ ।

ଏହି ରାଶିର ମହିଳାମାନେ ସବୁ କାମରେ ଆଗରେ ରୁହନ୍ତି । ଏମାନେ ସ୍ଵାମୀଙ୍କର କଥା ଶୁଣନ୍ତି ନାହିଁ କିନ୍ତୁ ସ୍ଵାମୀ ଏମାନଙ୍କ କଥା ଶୁଣନ୍ତି ।

ଏହି ମହିଳା ମାନେ ସବୁ ଜାଗାରେ ନେତୃତ୍ୟ ଦେଖେଇବା ପାଇଁ ପସନ୍ଦ କରନ୍ତି । ଏହା ଦ୍ଵାରା ତାଙ୍କ ପାର୍ଟନର ତାଙ୍କ ଉପରେ ରାଗି ଯାଆନ୍ତି । ଏମାନେ ସବୁ ଜିନିଷ କୁ ସମ୍ଭାଳି ନିଅନ୍ତି । ଏହି ରାଶି ର ଝିଅମାନେ ବହୁତ ବିଶ୍ଵାସୀ ଅଟନ୍ତି ।