ଭାରତରେ ଏମିତି କେଉଁ ଏକ ଜାଗା ଅଛି ଯାହାର ନା ପାକିସ୍ତାନ, କଣ ଆପଣ ଜାଣିଛନ୍ତି ! ଜାଣନ୍ତୁ

ଆଜି ଆମେ ଏହି ଲେଖା ମାଧ୍ୟମରେ କିଛି ରୋଚକପୂର୍ଣ ଜେନେରାଲ ନଲେଜ ଓ ପ୍ରତିଯୋଗିତା ପରୀକ୍ଷାରେ ପଚରା ଯାଉ ଥିବା ପ୍ରଶ୍ନକୁ ଆପଣଙ୍କ ସାମ୍ନାକୁ ନେଇ ଆସିଛୁ । ଯାହାକୁ ଜାଣିବା ଅତି ଆବଶ୍ୟକ ଅଟେ । କାରଣ ଯଦି ଆପଣ ଭବିଷ୍ୟତରେ କୌଣସି ପ୍ରତିଯୋଗିତା ପରୀକ୍ଷାରେ ଭାଗ ନେଉ ଛନ୍ତି ତେବେ ହୋଇପାରେ ଆପଣଙ୍କୁ ଏହି ପ୍ରଶ୍ନ କରାଯାଇ ପାରେ । ଏହି ପ୍ରଶ୍ନ ଆପଣଙ୍କର ଜେନେରାଲ ନଲେଜକୁ ବଢାଇବା ସହିତ ଭବିଷ୍ୟତରେ କାମରେ ଆସିପାରେ ।

ଆସନ୍ତୁ ଜାଣିବା ଏହି ପ୍ରଶ୍ନ – ଉତ୍ତର ବିଷୟରେ

ପ୍ରଶ୍ନ – କଣ ଆପଣ ଜାଣିଛନ୍ତି କି ଜୈନ ଧର୍ମର ପ୍ରଥମ ତୀର୍ଥକର କିଏ ଥିଲେ ?

ଉତ୍ତର – ଜୈନ ଧର୍ମର ପ୍ରଥମ ତୀର୍ଥକର “ଋଷଭଦେବ” ଥିଲେ ।

ପ୍ରଶ୍ନ – ପେନଲ୍ଟୀ କର୍ନର ର ସମ୍ବନ୍ଧ କେଉଁ ଖେଳ ସହ ହୋଇଥାଏ ?

ଉତ୍ତର – ପେନଲ୍ଟୀ କର୍ନରର ସମ୍ବନ୍ଧ ‘ହକି’ ଖେଳ ସହ ଅଛି ।

ପ୍ରଶ୍ନ – ଉତ୍ତରୀ ଭାରତରେ ଶୀତ ଦିନରେ ବର୍ଷା ହେବାର କାରଣ କଣ ଅଟେ ?

ଉତ୍ତର – ଉତ୍ତର ଭାରତରେ ଶୀତ ଦିନରେ ବର୍ଷା ହେବାର କାରଣ “ପଶ୍ଚିମୀ ବିକ୍ଷୋଭ” ଅଟେ ।

ପ୍ରଶ୍ନ – ରୁଷର ମୁଦ୍ରା କଣ ଅଟେ ?

ଉତ୍ତର – ରୁଷର ମୁଦ୍ରା “ରୁବଲ” ଅଟେ ।

ପ୍ରଶ୍ନ – କଣ ଆପଣ ଜାଣିଛନ୍ତି ପଣ୍ଡିତ ରବିଶଙ୍କରଙ୍କ ସମ୍ବନ୍ଧ କେଉଁ ବାଦ୍ୟ ଯନ୍ତ୍ର ସହ ଅଛି ?

ଉତ୍ତର – ପଣ୍ଡିତ ରବିଶଙ୍କରଙ୍କ ସମ୍ବନ୍ଧ “ସିତାର” ବାଦ୍ୟ ଯନ୍ତ୍ର ସହ ଅଛି ।

ପ୍ରଶ୍ନ – ଗୌତମ ବୁଦ୍ଧଙ୍କର ଜନ୍ମ କେଉଁଠି ହୋଇଥିଲା ?

ଉତ୍ତର – ଗୌତମ ବୁଦ୍ଧଙ୍କର ଜନ୍ମ “ଲୁଂବିନୀ”ରେ ହୋଇଥିଲା ଯାହାକି ନେପାଳରେ ଅବସ୍ଥିତ ।

ପ୍ରଶ୍ନ – ଦେବଧର ଟ୍ରଫିର ସମ୍ବନ୍ଧ କେଉଁ ଖେଳ ସହ ଅଛି ?

ଉତ୍ତର – ଦେବଧର ଟ୍ରଫିର ସମ୍ବନ୍ଧ “କ୍ରିକେଟ“ ଖେଳ ସହ ଅଛି ।

ପ୍ରଶ୍ନ – ଭଗବାନ ମହାବୀର ଜୈନ ଧର୍ମର କେଉଁ ତୀର୍ଥକର ଥିଲେ ?

ଉତ୍ତର – ଭଗବାନ ମହାବୀର ଜୈନ ଧର୍ମର ୨୪ ତମ ତୀର୍ଥକର ଥିଲେ ।

ପ୍ରଶ୍ନ – ଭାରତରେ ଏମିତି କେଉଁ ଜାଗା ଅଛି ଯାହାର ନାମ ପାକିସ୍ତାନ ଅଟେ ?

ଉତ୍ତର – ଭାରତର ବିହାରର ଉତ୍ତର ପୂର୍ବ ସ୍ଥିତ ପୂର୍ଣିୟା ଜିଲ୍ଲାରୁ ୩୦ କିଲୋମିଟର ଦୂରରେ ଥିବା ଏକ ଗ୍ରାମ ଯାହାର ନାମ “ପାକିସ୍ତାନ” ଅଟେ । ସେଠି ୨୫୦ ରୁ ଅଧିକ ଲୋକ ବାସ କରନ୍ତି । ସେଥିରୁ ୧୦୦ ଜଣ ମତଦାନ କରିଥାନ୍ତି ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ଆପଣକ କାମରେ ଆସିବ । ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।