‘ଡାକ୍ତର ଡେ’ରେ ଆସିଲା ବଡ ଦୁଃଖ ଖବର, ଏମିତି କଣ ହେଲା କି ନୂଆ ନୂଆ ବିବାହ କରିଥିବା ଡାକ୍ତର ଦମ୍ପତ୍ତି କଲେ ଆ-ତ୍ମ-ହ-ତ୍ୟା

ନମସ୍କାର ବନ୍ଧୁଗଣ । ଆମ ଦେଶରେ ପ୍ରତେକ ଦିନ କିଛି ନା କିଛି ଘ-ଟ-ଣା ଘ-ଟି-ବା-ରେ ଲାଗି ରହିଛି । ଏହି ଘ-ଟ-ଣା ନାରୀ ମାନଙ୍କ ସହ ଅ-ତ୍ୟା-ଚା-ର ହେଉ ବା କେହି କିଛି କାରଣ ଯୋଗୁ ଆ-ତ୍ମ-ହ-ତ୍ୟା ଭଳି ଘ-ଟ-ଣା ଦେଖିବାକୁ ମିଳିଛି ।

ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଏକ ଘ-ଟ-ଣା ନେଇ ଆସିଛୁ ଯେଉଁଠାରେ ଦୁହେଁ ଡାକ୍ତର ଦ-ମ୍ପ-ତି ଆ-ତ୍ମ-ହ-ତ୍ୟା କରିଛନ୍ତି । ତେବେ ଆସନ୍ତୁ ଜାଣିବା ଏହା ପଛରେ କଣ ରହିଛି ସତ୍ୟତା ଓ କାହିଁକି ଏପରି ଘ-ଟି-ଛି । ଏହି ଦୁଇ ଡାକ୍ତର ଦ-ମ୍ପ-ତି ହେଉଛନ୍ତି ଅଙ୍କିତା ନିଖିଲ ସେଣ୍ଡକର ଓ ନିଖିଲ ଦତ୍ତାତ୍ରେୟ ସେଣ୍ଡକର ଅଟେ । ଅଙ୍କିତା ଓ ନିଖିଲ ଦୁହେଁ ବନବାଣୀ ଥା-ନା ଅଞ୍ଚଳର ଆ-ଜା-ଦ ନଗରରେ ରୁହନ୍ତି ।

ଅଙ୍କିତା ଓ ନିଖିଲଙ୍କର ଗତ କିଛି ଦିନ ହେବ ନୂଆ ବିବାହ ହୋଇଥିଲା । ଦୁହେଁ ଅଲଗା ଅଲଗା ସ୍ଥାନରେ ଡାକ୍ତରୀ ପ୍ରଶିକ୍ଷଣ ନେଉଥିଲେ । ଡାକ୍ତର ଅଙ୍କିତାଙ୍କର କ୍ଲିନିକ ଗଳି-୨ ନମ୍ବରରେ ଥିବା ବେଳେ ନିଖିଲଙ୍କର ଅନ୍ୟ ଏକ ସ୍ଥାନରେ କ୍ଲିନିକ ଥିଲା ।

ଗତ ରାତିରେ ଅଙ୍କିତା ରାତିରେ ନିଜର ଡିୟୁଟି ସାରି ଘରକୁ ଆସିବା ପରେ ନିଖିଲଙ୍କ ସହ କିଛି କାରଣରୁ ମ-ନା-ନ୍ତ-ର ହୋଇଥିଲା । ଦୁହିଙ୍କ ମଧ୍ୟରେ ବହୁତ ଜୋରସୋରରେ ଫୋ-ନ-ରେ ଝ-ଗ-ଡା ହେବ ଆରମ୍ଭ ହୋଇଥିଲା । ଏହା ପରେ ଯାହା ଘ-ଟି-ଲା ତାହା ଅତି ଆଶ୍ଚର୍ୟ୍ଯକର ଘ-ଟ-ଣା ହୋଇଛି । ଯେତେବେଳେ ନିଖିଲ ରାତିରେ ଘରକୁ ଫେରିଥିଲେ ସେତେବେଳେ ଘରେ ପହଞ୍ଚି ଦେଖିଲେ ଯେ ଅଙ୍କିତା ଆ-ତ୍ମ-ହ-ତ୍ୟା କରି ସାରିଥିଲେ ।

ଏହା ପରେ ନିଖିଲ ଅଙ୍କିତାଙ୍କୁ ତୁରନ୍ତ ହ-ସ୍ପି-ଟା-ଲ ନେଇଥିଲେ ମଧ୍ୟ ସେଠାରେ ଡାକ୍ତର ଅଙ୍କିତାଙ୍କୁ ମୃ-ତ ବୋଲି କହିଥିଲେ । ଏହା ପରେ ଅଙ୍କିତାଙ୍କ ମୃ-ତ ଶ-ରୀ-ର-କୁ ତାଙ୍କ ଭାଇଙ୍କୁ ସ୍ଥାନାନ୍ତର କରା ଯାଇଥିଲା । ଏହା ପରେ ଗୁରୁବାର ଦିନ ନିଜ ସ୍ତ୍ରୀଙ୍କର ଏଭଳି ହଠାତ ଆ-ତ୍ମ-ହ-ତ୍ୟା କରିଥିବା ଘ-ଟ-ଣା ସହି ନ ପରି ନିଖିଲ ମଧ୍ୟ ଆ-ତ୍ମ-ହ-ତ୍ୟା କରି ନିଜର ଜୀ-ବ-ନ ହା-ରି-ଥି-ଲେ ।

ଏହି ଘ-ଟ-ଣା-ଟି ମହାରାଷ୍ଟ୍ର ପୁନେରେ ଘଟିଛି ଯେଉଁଠାରେ “ଡାକ୍ତର ଡେ” ରେ ଦୁହେଁ ଡାକ୍ତର ଦ-ମ୍ପ-ତି ନିଜର ଭୁ-ଲ ବୁ-ଝା-ମ-ଣା ଯୋଗୁ ଆ-ତ୍ମ-ହ-ତ୍ୟା କରି ନିଜର ଜୀ-ବ-ନ ହା-ରି-ଛ-ନ୍ତି । ଏହି ଘ-ଟ-ଣା-ରୁ ସ୍ପଷ୍ଟ ହେଉଛି ଯେ ପ୍ରଥମେ ସ୍ତ୍ରୀ ଆ-ତ୍ମ-ହ-ତ୍ୟା କରିବା ପରେ ସ୍ଵାମୀ ମଧ୍ୟ ଆ-ତ୍ମ-ହ-ତ୍ୟା କରି ନିଜର ଜୀ-ବ-ନ ଦେ-ଇ-ଥି-ଲେ । ଦୁହିଙ୍କ ମଧ୍ୟରେ ଏତେ ଭଲ ପାଇବା ରହିଥିଲା ବୋଲି ଏହି ଘ-ଟ-ଣା-ରୁ ସ୍ପଷ୍ଟ ପରିଲକ୍ଷିତ ହେଉଛି ।

ବନ୍ଧୁଗଣ ଏହି ଘ-ଟ-ଣା-କୁ ନେଇ ଆପଣ ମାନଙ୍କ ମତାମତ କଣ ରହିଛି ଆମକୁ କମେଣ୍ଟ କରି ଜଣାଇବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରିବେ । ଧନ୍ୟବାଦ