ମଜାଦାର ଜୋକ୍ସ: ଗୋଟିଏ ମହିଳା କାଠ ମିସ୍ତ୍ରୀକୁ କହିଲା କି ଖଟକୁ ମଜବୁତ କରିବ…

ନିଜକୁ ଚିନ୍ତା ମୁକ୍ତ ରଖିବାର ସବୁଠୁ ଭଲ ଉପାୟ ଖୁସିରେ ରହିବା । ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଏହି ପୋସ୍ଟରେ କିଛି ମଜାଦାର ଜୋକ ନେଇ ଆସିଛୁ । ଯାହାକୁ ପଢିବା ପରେ ଆପଣଙ୍କ ହସିବା ବନ୍ଦ ହେବ ନାହିଁ । ଆଜି ଆମେ ଆପଣଙ୍କ ପାଇଁ ଡବଲ ମୀନିଂଗ ଜୋକ୍ସ ନେଇ ଆସିଛୁ । ଡବଲ ମୀନିଂଗ ଜୋକ୍ସର ଅର୍ଥ କୌଣସି ବି ଶବ୍ଦର ଦୁଇଟି ଅର୍ଥ ବାହାର କରିବା ।

୧ – ବୁଲୁର ଚେକ ବୁକ ହଜି ଗଲା

ତ ସେ ବ୍ୟାଙ୍କକୁ ଆଉ ଗୋଟିଏ ଚେକ ବୁକ ଆଣିବା ପାଇଁ ଗଲା

ବ୍ୟାଙ୍କ – ଆମେ ଆପଣଙ୍କ କହିଥିଲୁ ନା

ଏହାକୁ ସମ୍ଭାଳିକି ରଖିବେ

କେହି ଆପଣଙ୍କ ଦସ୍ତଖତ ନକଲ କରି ଆପଣଙ୍କୁ ଠକି ପାରେ

ବୁଲୁ – ମୁଁ କଣ ଏତେ ବୋକା

ମୁଁ ତ ଆଗରୁ ସବୁ ଚେକରେ ଦସ୍ତଖତ କରି ଦେଇଛି

ଯାହା ଦ୍ଵାରା କେହି ବି ମୋର ଦସ୍ତଖତ ନକଲ କରି

ମୋତେ ଠକି ପାରିବ ନାହିଁ…….

୨ – ପୁଅ ଘର ଲୋକ ଝିଅ ବାଲାଙ୍କୁ କହିଲେ

ଆମର ଝିଅ ପସନ୍ଦ ହୋଇଛି

ବାହାଘର କେବେ କରିବା ?

ଝିଅ ଵାଲା – ଅଳ୍ପ ରହିଯାଆନ୍ତୁ

ଆମର ଝିଅ ବର୍ତ୍ତମାନ ପଢୁଛି

ପୁଅ ବାଲା – ଆମ ପୁଅ କଣ ଛୋଟ ପିଲା ହେଇଛି

ଯିଏକି ତାର ବହି ଫାଡ଼ି ଦେଵ……

୩ – ଜଣେ ଧନୀ ପୁଅ ଗୋଟିଏ ଝିଅକୁ ଭଲ ପାଉଥିଲା

ସେ ଝିଅର ବାପାଙ୍କ ପାଖକୁ ପ୍ରସ୍ତାବ ପଠେଇଲା

କି ଯଦି ତାଙ୍କ ଝିଅ ସହିତ ତାର ବାହାଘର କରିଦେବେ

ତେବେ ସେ ତାଙ୍କ ଝିଅ ଓଜନର ସୁନା ଦେବେ

ଝିଅର ବାପା କହିଲେ ମୋତେ ଅଳ୍ପ ସମୟ ଦରକାର

ପୁଅ ପଚାରିଲା କଣ ପାଇଁ

ଝିଅର ବାପା କହିଲା

ତାର ଓଜନ ବଢ଼େଇବା ପାଇଁ………

୪ – ବୁଲୁ ଘରୁ ହେଲମେଟ ପିନ୍ଧି ବାହାରକୁ ବାହାରିଲା

ରାସ୍ତାରେ ପୋଲିସ ଵାଲା ଅଟକେଇ

ବୁଲୁକୁ କହିଲେ ହଜାର ଟଙ୍କା ବାହାର କର

ବୁଲୁ କହିଲା କାହିଁକି ମୁଁ ତ ହେଲମେଣ୍ଟ ପିନ୍ଧିଛି

ପୋଲିସ ଵାଲା କହିଲେ

ହେଲମେଟ ପିନ୍ଧିଛୁ ଯେ

କିନ୍ତୁ ତୋର ଗାଡି କାଇଁ……

୫ – ବୁଲୁ ତାର ସାଙ୍ଗ କୁଲୁକୁ କହିଲା

ଆବେ ମୁଁ କଣ ଶୁଣିଲି

ତୋର ବିବାହ ଠିକ ହୋଇ ଯାଇଛି

ତାହା ବି ପୁଣି ଗୋଟିଏ ଗେଡି ଝିଅ ସହ

ଆଉ ତୁ ହଁ ବି କହିଦେଇଛୁ ?

କୁଲୁ କହିଲା ହଁ ସାଙ୍ଗ

ଜୀବନରେ ସମସ୍ୟା ଯେତେ ଛୋଟ ହେବ ସେତେ ଭଲ……

୬ – ଗୋଟିଏ ମହିଳା କାଠମିସ୍ତ୍ରୀକୁ କହିଲା କି

ଖଟକୁ ମଜବୁତ କରି କରନ୍ତୁ

ମୋର ପୁଅ ବୋହୁ ଶୋଇବେ

ମିସ୍ତ୍ରୀ – ଚିନ୍ତା କରନ୍ତୁ ନାହିଁ

ଏମିତି ମଜବୁତ କରିବି କି

ପୁରା ସାହି ଲୋକ ବି ଯଦି

ବୋହୁ ସହ ଶୋଇବେ

ତେବେ ବି ଖଟ ଭାଙ୍ଗିବ ନାହିଁ……..

ଆପଣଙ୍କୁ ଆମର ଏହି ସବୁ ଜୋକ୍ସ ଭଲ ଲାଗିଥିଲେ ସାଙ୍ଗମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଆମେ ଏମିତ ନୂଆ ଜୋକ୍ସ ସବୁ ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିଦିଅନ୍ତୁ ।