ତୁମେ ୧୬ ବର୍ଷ ପର୍ଯ୍ୟନ୍ତ ନିଜ ସ୍ତ୍ରୀକୁ? ଏହା ସହିତ ଆହୁରି 7 ଟି ମଜାଳିଆ Jokes

ହସିବା ଓ ହସାଇବା ଦୁଇଟି ହିଁ ସମସ୍ତଙ୍କ ପାଇଁ ବହୁତ ଜରୁରୀ ଅଟେ । ଯେତେ ଦିନ ପର୍ଯ୍ୟନ୍ତ ଜୀବିତ ଅଛନ୍ତି ସେତେ ଦିନ ପର୍ଯ୍ୟନ୍ତ ହସିବାକୁ ଚେଷ୍ଟା କରନ୍ତୁ । ଏମିତିରେ ଆପଣ ନିଜର ବନ୍ଧୁମାନଙ୍କ ସହ ସମୟ ବ୍ୟତୀତ କରି ଆନନ୍ଦିତ ହୋଇ ପାରିବେ । ନଚେତ କିଛି ମଜାଦାର ଜୋକ ପଢି ନିଜର ମୁଡକୁ ଫ୍ରେସ୍ସ କରି ପାରିବେ । ଆଜି ଆମେ ଆପଣଙ୍କ ପାଇଁ କିଛି ଏମିତି ହିଁ ଜୋକ ନେଇ ଆସିଛୁ । ଏହି ଜୋକ ପଢିବା ମାତ୍ରେ ହିଁ ଆପଣଙ୍କ ଚେହେରାରେ ହସ ଚାଲି ଆସିବ ।

୧ – ଗଞ୍ଜା ବ୍ୟକ୍ତି ବାରିକକୁ କହିଲା

ମୋ ମୁଣ୍ଡରେ ତ ଅଳ୍ପ ଚୁଟି ଅଛି

ତେବେ ମୋ ଠାରୁ ବହୁତ କମ ଟଙ୍କା ନେବା ଉଚିତ

ବାରିକ କହିଲା – ମହୋଦୟ, ମୁଁ ଆପଣଙ୍କ ଚୁଟି

କାଟିବା ପାଇଁ ଟଙ୍କା ନିଏ ନାହିଁ

ଚୁଟି ଖୋଜିବା ପାଇଁ ମୁଁ ଟଙ୍କା ନେଇଥାଏ……

୨ – ଗୋଟିଏ ବୁଢା ବ୍ୟକ୍ତି ଗୋଟିଏ କମ୍ପାନୀକୁ ଯାଇ

ମ୍ୟାନେଜରକୁ କହିଲା – ଆପଣଙ୍କ ଅଫିସରେ

ମୋର ପୁଅ କାମ କରୁଛି

କଣ ତାକୁ ଦେଖା କରି ପାରିବି….?

ମ୍ୟାନେଜର କହିଲା – କିନ୍ତୁ ଆପଣ ଡେରି କରିଦେଲେ

ଆପଣଙ୍କ ଅନ୍ତିମ ସଂସ୍କାର କରିବା ପାଇଁ

ସେ ଛୁଟି ନେଇ ସାଙ୍ଗେ ସାଙ୍ଗେ ବାହାରି ଗଲା…………

୩ – ମେଲେରିୟା ମଶା ନିଜ ପୁଅକୁ କହିଲା –

ତୁ ବଡ ହୋଇ କଣ କରିବୁ ?

ପୁଅ – ଆପଣଙ୍କ ଭଳି ମେଲେରିୟା ମଶା

ମେଲେରିୟା ମଶା – ମୂର୍ଖ,

ଡେଙ୍ଗୁର କୋର୍ସ କର

ସେଥିରେ ଭଲ କ୍ୟାରିୟର ଅଛି……

୪ – ଜଜ (ଆରୋପିକୁ) – ତୁମ ଉପରେ ଆରୋପ ଅଛି କି

ତୁମେ ୧୬ ବର୍ଷ ପର୍ଯ୍ୟନ୍ତ

ନିଜର ସ୍ତ୍ରୀକୁ ନିଜ ଆୟତରେ ରଖିଛ

ଆରୋପି – ସାର ଅସଲରେ ମୁଁ…..

ଜଜ – କିଛି ସଫାଇ ଦବା ଦରକାର ନାହିଁ

ତୁମେ କେବଳ ଉପାୟ କୁହ….

୫ – ଝିଅ – ଏ ଅଣ୍ଡରୱିୟର କେତେ ଟଙ୍କାର ?

ଦୋକାନୀ – ୫୦ ଟଙ୍କାର

ଝିଅ – ଏହା ମଜବୁତ ଅଟେ ତ ?

ଦୋକାନୀ- ୧୦ ମହଲା ଘରୁ ପଡିଲେ ବି ତୁମର ପଛ ଫାଟିଯିବ କିନ୍ତୁ ଅଣ୍ଡରୱିୟର ଫାଟିବ ନାହିଁ…….

୬ – ରାଜୁ ପପୁକୁ କହିଲା ଚିନ୍ତା କରୁଛି ବାହା ହୋଇଯିବି

ପପୁ – ଆବେ ପାଗଳ, କାହିଁକି ଘରକୁ ହାତ ଛଡା କରୁଛୁ

ରାଜୁ – ଆବେ ବାହା ହେବି

ଏଥିରେ ଘର ହାତ ଛଡାର କଥା କେଉଁଠୁ ଆସିଲା

ପପୁ – ଆବେ ସ୍ତ୍ରୀ ଘର ବିକ୍ରି କରିଦେବ

ରାଜୁ – କେମିତି ?

ପପୁ – ଆମେ ଦେଖ ଫୁଲବାଲା ଫୁଲ ବିକ୍ରି କରେ

ପରିବା ବିକାଳି ପାରିବା ବିକ୍ରି କରେ

ତ ଘରବାଲି ଘର ବିକ୍ରି କରିବନି ?

୭ – ଥରେ ଆମେରିକା ଚୋର ଧରିବା ପାଇଁ

ଗୋଟିଏ ମେସିନର ତିଆରି କରିଲା

ରାଷ୍ଟ୍ରପତି ମେସିନ ଉଦ୍ଘାଟନ କରିବାର

୫ ମିନିଟ ମଧ୍ୟରେ ସବୁ ଚୋର ଧରା ପଡିଗଲେ

ଏହା ପରେ ଇଣ୍ଡିଆ ସେହି ମେସିନକୁ ଇଣ୍ଡିଆରେ ଆଣିଲା

ଯେମିତି ହିଁ ସେମାନେ ମେସିନ ଷ୍ଟାର୍ଟ କରିଛନ୍ତି

୫ ମିନିଟ ଭିତରେ ମେସିନ ହିଁ ଚୋରୀ ହୋଇଗଲା