ଏହି 4 ଜଣ Bollywood Star ଙ୍କ ଡୁପ୍ଳିକେଟ ଦେଖିବାକୁ ଅବିକଳ ଏମାନଙ୍କ ପରି, ଯାହାଙ୍କୁ ଦେଖିଲେ ଆପଣ ମଧ୍ୟ ଧୋକା ଖାଇଯିବେ

ଆମେ ସମସ୍ତେ କୌଣସି ନା କୌଣସି ବଲିଉଡ ଆକ୍ଟର ଙ୍କୁ ପସନ୍ଦ କରିଥାନ୍ତି । କିଛି ଲୋକ ତ ଏମିତି ମଧ୍ୟ ହୋଇଥାନ୍ତି କି ସେମାନେ ପସନ୍ଦ କରୁଥିବା ବଲିଉଡ ଆକ୍ଟର ଙ୍କ ପରି ବଞ୍ଚିବାକୁ ଚେଷ୍ଟା କରିଥାନ୍ତି । ଆପଣ ଏହା ଜାଣିଲେ ଆଶ୍ଚର୍ୟ୍ଯ ହେବେ କି ଏହା ଦୁନିଆରେ ଏମିତି କିଛି ବ୍ୟକ୍ତି ଅଛନ୍ତି ଯିଏ କିଛି ବଲିଉଡ ଆକ୍ଟର ମାନଙ୍କ ଦୁପ୍ଲିକେଟ ଅଟନ୍ତି । ତେବେ ଆଜି ଆମେ ଆପଣଙ୍କୁ ସେମିତି କିଛି ଆକ୍ଟର ମାନଙ୍କ ବିଷୟରେ କହିବାକୁ ଯାଉଛୁ ।

ରଣବୀର କପୁର:- ବଲିଉଡ ରେ ନିଜର ଅଭିନୟ ଏବଂ ହ୍ୟାଣ୍ଡସମ ଲୁକ ଦ୍ଵାରା ସମସ୍ତଙ୍କ ହୃଦୟରେ ରାଜ କରନ୍ତି ରଣବିର କପୁର । ସେ ବଲିଉଡ ରେ ବହୁତ ଫେମସ । ରଣବୀର ଙ୍କ ଦୁପ୍ଲିକେଟ ଜଣେ ମଡେଲ ଅଟନ୍ତି ତାଙ୍କର ନାମ ଜୁନେଦ ଶାହା ଅଟେ । ସେ ଶ୍ରୀ ନଗର କାଶ୍ମୀର ରେ ଜନ୍ମ ଗ୍ରହଣ କରିଥିଲେ । ଜୁନେଦ ଦେଖିବାକୁ ଅବିକଳ ରଣବୀର କପୁର ଙ୍କ ପରି । କିନ୍ତୁ ଜୁନେଦ ୧୬ ଜୁଲାଇ ୨୦୨୦ ରେ ହାର୍ଟ ଆଟ୍ଟାକ ରୁ ମୃତ୍ୟୁ ବରଣ କରିଥିଲେ ।

କଟ୍ରିନା କେଫ:- ବଲିଉଡ ଇଣ୍ଡଷ୍ଟ୍ରି ରେ ନିଜର ଦମଦାର ଅଭିନୟ ଏବଂ ଲୁକ ଦ୍ଵାରା ବହୁତ ସଫଳତା ହାସଲ କରିଥିବା ଅଭିନେତ୍ରୀ କଟ୍ରିନା କେଫ ସମସ୍ତଙ୍କ ପ୍ରିୟ ଅଟନ୍ତି । କଟ୍ରିନା ଙ୍କ ଦୁପ୍ଲିକେଟ ଜଣେ ମଡେଲ ଅଟନ୍ତି ତାଙ୍କର ନାମ ଏଲିନା ରାୟ ଅଟେ । ଏଲିନା ଙ୍କୁ ଟିକ ଟକ ଦ୍ଵାରା ପ୍ରଥମେ ଦେଖିବାକୁ ମିଳିଥିଲା । ଏଲିନା ଦେଖିବାକୁ ପୁରା କଟ୍ରିନା କେଫ । ଦୁହିଁଙ୍କୁ ଦେଖିଲେ ଚିହ୍ନି ହେବ ନାହିଁ ।

ଅନୁଷ୍କା ଶର୍ମା:- ବଲିଉଡ ଇଣ୍ଡଷ୍ଟ୍ରି ରେ ସଫଳ ଅଭିନେତ୍ରୀ ମାନଙ୍କ ଭିତରୁ ଜଣେ ଅଟନ୍ତି ଅନୁଷ୍କା ଶର୍ମା । ତାଙ୍କ ଦୁପ୍ଲିକେଟ ଜଣେ ଆମେରିକା ର ସିଙ୍ଗର ଅଟନ୍ତି ଯାହାଙ୍କ ନାମ ଯୁଳିଆ ମାଇକେଲ ଅଟେ । ଅନୁଷ୍କା ଏବଂ ଯୁଲିଆ ଦେଖିବାକୁ ପୁରା ସମାନ । ଅନୁଷ୍କା ମଧ୍ୟ ଯୁଲିଆ ଙ୍କୁ ଦେଖି ଆଶ୍ଚର୍ୟ୍ଯ ହୋଇଥିଲେ ।

ସେଫ ଅଲି ଖାନ:- ବଲିଉଡରେ ସେଫ ଅଲି ଖାନ ଙ୍କୁ କିଏ ବା ନ ଜାଣେ । ବହୁତ ହିଟ ଫିଲ୍ମ ଦେଇ ସମସ୍ତଙ୍କ ମନ କିଣିଛନ୍ତୀ ସେଫ ଅଲି ଖାନ । ତେବେ ସେଫ ଅଲି ଖାନ ଙ୍କ ଦୁପ୍ଲିକେଟ କୌଣସି ମଡେଲ ବା ସିଙ୍ଗର ନୁହନ୍ତି ବରଂ ଜଣେ ମାମୁଲି ପେଟ୍ରୋଲ ପମ୍ପ ରେ କାମ କରୁଥିବା ବ୍ୟକ୍ତି ଅଟନ୍ତି । ଯେତେବେଳେ ଲୋକ ତାଙ୍କୁ ଦେଖିଥିଲେ ସେତେବେଳେ ସେ ତାଙ୍କ ଫଟୋ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ଯାହା ବହୁତ ଶୀଘ୍ର ଭାଇରାଲ ହେବାରେ ଲାଗିଥିଲା ।

ସୁଶାନ୍ତ ସିଂ ରାଜପୁତ:- ସମସ୍ତଙ୍କ ହୃଦୟରେ ରାଜ କରନ୍ତି ସୁଶାନ୍ତ । ଦୁଃଖର ବିଷୟ ଯେ ସେ ଆଜି ଆମ ଭିତରେ ନାହାନ୍ତି । ସୁଶାନ୍ତ ନିଜର ସଫଳ କ୍ୟାରିଅର ଦ୍ଵାରା ନିଜର ପରିଚୟ ସୃଷ୍ଟି କରିଥିଲେ । ସୁଶାନ୍ତ ଙ୍କ ଜାଗା କେବେ କେହି ନେଇ ପାରିବେ ନାହିଁ । ତେବେ ତାଙ୍କ ଦୁପ୍ଲିକେଟ ଅଟନ୍ତି ସଚିନ । ସଚିନ ନିଜର ଗୋଟେ ଭିଡିଓ ଇଣ୍ଟରନେଟ ରେ ଅପଲୋଡ଼ କରିଥିଲେ । ଯାହାପରେ ଲୋକେ ଦେଖି ଆଶ୍ଚର୍ୟ୍ଯ ହୋଇଥିଲେ । କାରଣ ସଚିନ ଦେଖିବାକୁ ସୁଶାନ୍ତ ଙ୍କ ପରି ।

ତେବେ ଆପଣଙ୍କୁ ଏହି ଆକ୍ଟର ମାନଙ୍କ ଭିତରୁ ସବୁଠୁ ଅଧିକ କିଏ ପସନ୍ଦ ଆମକୁ ନିଶ୍ଚୟ ଜଣାନ୍ତୁ ଏବଂ ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ । ଧନ୍ୟବାଦ