TV ସିରିଏଲ ‘ୟେ ରିସ୍ତା କ୍ଯା କେହଲାତା ହୈ’ ର ଛୋଟ ମିଷ୍ଟି ଆଜି ଦେଖା ଯାଉଛି କିଛି ଏମିତି କି, ଆପଣ ମଧ୍ୟ ଦେଖିଲେ ଚିହ୍ନି ପାରିବେନି

ଆପଣ ମାନେ ବହୁତ ପ୍ରକାରର ସିରିଏଲ ଦେଖୁଥିବେ ସେ ଓଡିଆ ହେଉ ବା ହିନ୍ଦୀ । ଏପରି କିଛି ଲୋକ ଥାନ୍ତି ସିରିଏଲ ଦେଖିବା ପାଇଁ ପୁରା ସବୁ କାମ ଛାଡି ସିରିଏଲ ଦେଖିବା ପାଇଁ ଚାଲି ଆସନ୍ତି । ପୁଅ ପିଲା ମାନଙ୍କୁ ପ୍ରାୟତଃ ଚଳଚିତ୍ର ଓ ଝିଅ ମାନଙ୍କୁ ତାଙ୍କର ମନ ପସନ୍ଦ ସିରିଏଲ । ଯଦି ଆପଣ ସେହି ସମୟରେ କିଛି ଲଗାଇ ଦେଲେ ତେବେ ସେ ରାଗି ଯାଇ ଘରେ ବହୁତ ପାଟି ତୁଣ୍ଡ କରିବେ ।

କିନ୍ତୁ ସେହି ପରି କିଛି ସିରିଏଲ ଝିଅ ମାନେ ତାକୁ ଦେଖିବାକୁ ବହୁତ ଭଲ ପାନ୍ତି । ତା ମଧ୍ୟରୁ ୟେ ରିସ୍ଥା କ୍ୟା କହଲାଏଗା ରେ ଏକ ସିରିଏଲରେ ଅଭିନୟ କରୁଥିବା ଏକ ଛୋଟ ପିଲା ତାର ନାମ ହେଉଛି ଆରନା ଶର୍ମା । ଏହି ସିରିଏଲ ୨୦୦୯ ମସିହାରୁ ଆରମ୍ଭ ହୋଇଥିଲା । ଏହି ସିରିଏଲରେ କାମ କରୁଥିବା ବହୁତ କଳାକାର ମାନେ ବହୁତ ବଡ ହେବା ସହିତ ତାଙ୍କର ବହୁତ ନାମ ହୋଇ ଗଲାଣି ।

ଆପଣ ଯଦି ଏହି ସିଟିଏଲ ଦେଖୁଛନ୍ତି ତେବେ ଆପଣ ତାଙ୍କ ବିଷୟରେ ସବୁ କିଛି ଜାଣି ନଥିବେ ତେବେ ଆସନ୍ତୁ ଜାଣିବା ତାଙ୍କ ମଧ୍ୟରୁ ଏକ ଛୋଟ ପିଲା ଅଭିନୟ କରୁଥିବା ପିଲଙ୍କ ବିଷୟରେ ଜିଏକି ଏହି ସିରିଏଲରେ ଅଭିନୟ କରି ବହୁତ ନାମ କମାବା ସହିତ ଏବେ ସେହି ଝିଅ ବହୁତ ବଡ ହୋଇଗଲାଣି ।

ଏହି ସିରିଏଲରେ ମିଶ୍ରି ଅଭିନୟ କରୁଥିବା ଛଦ୍ମ ନାମରେ ତାଙ୍କର ପ୍ରକୃତ ନାମ ହେଉଛି ଆରନା ସର୍ମା ଏହି ଅଭିନୟ କରିଥିଲେ । ତାଙ୍କର ଜନ୍ମ ରାଜସ୍ଥାନର ଜଯପୁର ସହରରେ ହୋଇଥିଲା । ସେ ୨୦୦୯ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ଏହି ସିରିଏଲରେ ସେ ୨୦୧୬ରେ ସେ ଅଭିନୟ କରିବା ଆରମ୍ଭ କରିଥିଲେ ।

ସେ ଏଥିରେ ବହୁତ କମ ସମୟ କାମ କରିଥିଲେ । ସେ ମାତ୍ର ଗୋଟିଏ ବର୍ଷ କାମ କରି ବହୁତ ନାମ କମାଇ ଥିଲେ । ସେ ଏହି ସିରିଏଲରେ କାମ କରି ସିରିଏଲ ଭଲ ଲୋକ ପ୍ରିୟ ହେବା ସହିତ ସେ ମଧ୍ୟ ବହୁତ ଲୋକ ପ୍ରିୟ ହୋଇଥିଲେ । ତାଙ୍କୁ ମଧ୍ୟ ବହୁତ ଲୋକେ ଭଲ ପାଉଥିଲେ । ତାଙ୍କର ଅଭିନୟ ଦେଖି ବହୁତ ଲୋକେ ତାଙ୍କ ବହୁତ ପ୍ରଶଂସା ମଧ୍ୟ କରନ୍ତି ଓ କୁହନ୍ତି ଏତେ ଛୋଟ ସମୟରେ ବହୁତ ଭଲ ଅଭିନୟ କରୁଛନ୍ତି ।

ସେ ଏହି ସିରିଏଲରେ କାମ କରି ସମସ୍ଥଙ୍କର ହୃଦୟ ମଧ୍ୟ ଜିତି ଥିଲେ ଓ ତାଙ୍କର ଏହି ଅଭିନୟ ଦେଖି ତାଙ୍କୁ ଏକ ହିନ୍ଦୀ ଚଳଚିତ୍ର କରିବାର ମଧ୍ୟ ଦେଖା ଯାଇଥିଲା । ସେଥିରେ ମଧ୍ୟ ସେ ବହୁତ ଭଲ ଅଭିନୟ କରିଥିଲେ । ତାଙ୍କର ନାମ କହିବାକୁ ଗଲେ ଚଳଚିତ୍ର ଜଗତରେ ମଧ୍ୟ ବହୁତ ଜଣା ଶୁଣା ଅଟେ । କିନ୍ତୁ ସେ ଏବେ ଆଉ କୌଣସି ଅଭିନୟ କରୁନାହାନ୍ତି । କିନ୍ତୁ ସବୁ ସମୟରେ ସୋସିଆଲ ମିଡିଆରେ ଦେଖା ଯାଉଛନ୍ତି । ତାଙ୍କ ଇନ୍ସଷ୍ଟାଗ୍ରାମରେ ୮୦୦୦୦ ଚାହୁଁଥିବା ଲୋକ ତାଙ୍କ ଆଇଡି ରେ ଅଛନ୍ତି । ଏବେ ସେ ବହୁତ ସୁନ୍ଦର ଦେଖା ଯାଉଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।