80 ଦଶକ ରେ Bollywood ଇଣ୍ଡଷ୍ଟ୍ରି ରେ ରାଜ କରି ସାରିଥିବା ଏହି 5 ଜଣ ହିରୋଇନ ଙ୍କର ଏମାନେ ହେଉଛନ୍ତି ରିଅଲ ଲାଇଫ ପୁଅ

ବଲିଉଡ ଇଣ୍ଡଷ୍ଟ୍ରି ରେ ବହୁତ ଏପରି ଅଭିନେତ୍ରୀ ଅଛନ୍ତି ଯିଏ ନା କେବଳ ନିଜ ଆକ୍ଟିଙ୍ଗ ପାଇଁ ନୁହେଁ ନିଜ ସୁନ୍ଦରତା ପାଇଁ ମଧ୍ୟ ଚର୍ଚ୍ଚା ରେ ବନି ରହିଥାନ୍ତି। ଏହି ଅଭିନେତ୍ରୀ ମାନେ ଏତେ ସୁନ୍ଦର ଯେ ସୁନ୍ଦରତା ରେ ଏମାନଙ୍କ ସହ କେହି ବି ମୁକାବଲା କରି ପାରିବେ ନାହିଁ। ଏହି ଅଭିନେତ୍ରୀ ମାନଙ୍କ ପୁଅ ମାନେ ମଧ୍ୟ ଦେଖିବାକୁ ବହୁତ ଭଲ ଓ ଆକର୍ଷଣୀୟ ହେବା କାରଣରୁ ବହୁତ ଝିଅ ମାନେ ଏମାନଙ୍କ ପାଇଁ ପାଗଳ ହୋଇଥାନ୍ତି। ଆଜି ଆମେ ସେହି ବଲିଉଡ ର କିଛି ଅଭିନେତ୍ରୀ ଙ୍କ ପୁଅ ବିଷୟରେ ଆଲୋଚନା କରିବା।

୧) ମୀନାକ୍ଷୀ ଶେଷାଦ୍ରି:- ହୀରୋ ଫିଲ୍ମ ର ଅଭିନେତ୍ରୀ ମୀନାକ୍ଷୀ ଶେଷାଦ୍ରି ଙ୍କୁ ସମସ୍ତେ ଜାଣିଥିବେ। ଏହି ଅଭିନେତ୍ରୀ କେବଳ ଆକ୍ଟିଙ୍ଗ ପାଇଁ ନୁହଁ ନିଜ ସୁନ୍ଦରତ ପାଇଁ ମଧ୍ୟ ବହୁତ ଚର୍ଚ୍ଚିତ ଅଟନ୍ତି। ସେ ନିଜ ଅଭିନୟ ଦ୍ଵାରା ଲକ୍ଷ ଲକ୍ଷ ଲୋକଙ୍କ ମନରେ ରାଜ କରିଛନ୍ତି।

ତାଙ୍କ ପୁଅ ର ନାମ ଜୋଷ ମାଇସୋର। ଯିଏ ଏବେ ବହୁତ ଛୋଟ ଅଛନ୍ତି ଏବଂ ନିଜ ପାଠ ପଢା ରେ ବ୍ୟସ୍ତ ଅଛନ୍ତି। ତାଙ୍କୁ ନିଜ ମା ପରି ଆକ୍ଟିଙ୍ଗ ରେ ବହୁତ ରୁଚି ରହିଛି। ଏହି କାରଣରୁ ସେ କିଛି ନା କିଛି ଡ୍ରାମା ପ୍ରତିଯୋଗୀତା ରେ ଭାଗ ନେଉଛନ୍ତି।

୨) ଫାରାହ ନାଜ:-

୮୦ ରୁ ୯୦ ଦଶକ ରେ ନିଜ ସୁନ୍ଦରତା ଓ ଅଭିନୟ ଦ୍ଵାରା ବଲିଉଡ ରେ ରାଜ କରିଥିବା ଏହି ଅଭିନେତ୍ରୀ ବହୁତ ହିଟ ଫିଲ୍ମ କରିଛନ୍ତି ଯେଉଁଥିରେ ନସିବ ଅପ୍ନା ଅପ୍ନା, ୟତୀମ, ମରତେ ଦମ ତକ ଏବଂ ଇମ୍ମାନ୍ଦାର ଫିଲ୍ମ ସାମିଲ ଅଟେ। ତାଙ୍କ ପୁଅ ନାମ ଫତେହ ରନ୍ଧାୱା ଅଟେ। ଯିଏ ତାଙ୍କ ପ୍ରଥମ ସ୍ଵାମୀ ବିନ୍ଦୁ ଦର ସିଂହ ଙ୍କ ପୁଅ ଅଟନ୍ତି। ସେ ଏବେ ନିଜ ଆକ୍ଟିଙ୍ଗ ର ପାଠ ଶେଷ କରି ସାରିଲେଣି। ଏବଂ ଜଲ୍ଦି ବଲିଉଡ ଫିଲ୍ମରେ ନଜର ଆସିବେ।

୩) ଭାଗ୍ୟଶ୍ରୀ:-

ଫିଲ୍ମ ମେନେ ପ୍ୟାର କିୟା ରୁ ଭାଗ୍ୟଶ୍ରୀ ଙ୍କୁ ନିଜ ପରିଚୟ ମିଳିଥିଲା। ଭାଗ୍ୟଶ୍ରୀ ବଲିଉଡ ଇଣ୍ଡଷ୍ଟ୍ରି ର ଏକ ଜଣାଶୁଣା ଅଭିନେତ୍ରୀ ଅଟନ୍ତି। ଯିଏ ନିଜ ଅଭିନୟ ସହ ନିଜ ସୁନ୍ଦରତା ପାଇଁ ମଧ୍ୟ ଜଣା ଯାଇଥାନ୍ତି। ତାଙ୍କ ପୁଅ ନାମ ଅଭିମନ୍ୟୁ ଦେଶାନୀ ଅଟେ। ଯିଏ ୨୦୧୮ ରେ ମର୍ଦ କୋ ଦର୍ଦ ନହିଁ ହୋତା ଫିଲ୍ମ ରୁ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ।

୪) ରତୀ ଅଗ୍ନିହୋତ୍ରୀ:-

୮୦ ଦଶକ ର ବହୁ ଚର୍ଚ୍ଚିତ ଅଭିନେତ୍ରୀ ଓ ନିଜର ଦମଦାର ଅଭିନୟ କୁ ନେଇ ଜଣା ଯାଉଥିବା ଅଭିନେତ୍ରୀ ହେଉଛନ୍ତି ରତୀ ଅଗ୍ନିହୋତ୍ରୀ। ଯିଏ ବଲିଉଡ କୁ ଗୋଟେ ରୁ ବଢି ଅନେକ ହିଟ ଫିଲ୍ମ ଦେଇଛନ୍ତି। ତାଙ୍କ ପୁଅ ଙ୍କ ନାମ ତନୁଜ ବିରବାଣୀ। ଯିଏ ଏକ ନାମୀ ଅଭିନେତା ଅଟନ୍ତି। ସିଏ ତାଙ୍କ ଅଭିନୟ କ୍ଯାରିୟର ଲଵ ୟୁ ସୋନିୟୋ ରୁ ଆରମ୍ଭ କରିଥିଲେ।

୫) କିମି କଟକର:-

ଟାର୍ଜନ ଫିଲ୍ମ ରେ ନିଜ ପରିଚୟ ସ୍ଥାପନା କରିଥିବା ଅଭିନେତ୍ରୀ କିମି କଟକର ଙ୍କୁ ସମସ୍ତେ ଜାଣିଛନ୍ତି। ଯିଏ ଏହି ଫିଲ୍ମ ରେ ନିଜ ଅଭିନୟ ଏବଂ ଅତି ସୁନ୍ଦର ଭାବରେ ସମସ୍ତଙ୍କୁ ନିଜ ଦିବାନା ବନାଇ ଦେଇଥିଲେ। ତାଙ୍କ ପୁଅ ର ନାମ ଶାନ୍ତନୁ ସିଓରେ ଅଟେ। ଯିଏ ଏକ ଫିଲ୍ମ ନିର୍ମାତା ଅଟନ୍ତି।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।