ବଲିଉଡର ଏହି ସୁନ୍ଦରୀ ଆକ୍ଟ୍ରେସ ହାର୍ଦ୍ଧିକ ପାଣ୍ଡ୍ୟାଙ୍କୁ ବିବାହ କରିବାକୁ ଚାହୁଞ୍ଚନ୍ତି, ଦେଖନ୍ତୁ କିଏ ?

ଆପଣଙ୍କୁ ଜଣାଥିବ କି କ୍ରିକେଟ ଓ ବଲିଉଡ ର ଗଭୀର ସମ୍ପର୍କ ରହିଛି ଯାହାକୁ ବିରାଟ କୋହଲୀ ଓ ଅନୁଷ୍କା ବିବାହ କରି ପ୍ରମାଣ ମଧ୍ୟ କରିଛନ୍ତି । ଏବେ ଆଉ ଏକ ଲଭ ଷ୍ଟୋରି ଚର୍ଚ୍ଚା ଚାଲିଛି କାରଣ ସାଉଥ ଇଣ୍ଡଷ୍ଟ୍ରି ର ବହୁତ ସୁନ୍ଦର ଦେଖାଯାଉଥିବା ଆକ୍ଟ୍ରେସ ନିଜର ଏକ ଇଣ୍ଟରଭ୍ୟୁରେ ଖୋଲି କହିଛନ୍ତି କି ସେ ହାର୍ଦ୍ଧିକ ପାଣ୍ଡ୍ୟାଙ୍କୁ ପସନ୍ଦ କରନ୍ତି ଓ ସେ ଏହା ବି କହିଦେଲେ କି ଯଦି ହାର୍ଦ୍ଧିକ ପାଣ୍ଡ୍ୟା ଚାହିଁବେ ତାଙ୍କୁ ବିବାହ ମଧ୍ୟ କରି ପାରିବେ ।

Image courtesy: Google

ଆପଣ ସମସ୍ତେ ଜାଣିଥିବେ କି ହାର୍ଦ୍ଧିକ ପାଣ୍ଡ୍ୟା ପେଶାରେ କ୍ରିକେଟର ଅଟନ୍ତି ଯିଏ ଟିମ ଇଣ୍ଡିଆର ସବୁଠୁ ବଡ ଅଲରାଉଣ୍ଡର ଅଟନ୍ତି । ହାର୍ଦ୍ଧିକ ପାଣ୍ଡ୍ୟାଙ୍କ ଲୁକ ପାଇଁ ଲକ୍ଷ ଲକ୍ଷ ଝିଅ ପାଗଳ ଏହା ତ ସମସ୍ତଙ୍କୁ ଜଣାଥିବ । କିନ୍ତୁ ସାଉଥ ଇଣ୍ଡିଆନ ଆକ୍ଟ୍ରେସ ରକୁଲ ପ୍ରୀତଙ୍କୁ ଇଣ୍ଟରଭ୍ୟୁ ରେ ପଚରାଗାଲା ତେବେ ସେ କହିଲେ ତାଙ୍କୁ କ୍ରିକେଟ ମ୍ୟାଚ ଦେଖିବା ପସନ୍ଦ ଅଟେ ଓ ତାଙ୍କୁ ଏହା ପଚରାଯାଇଥିଲା କି ତାଙ୍କୁ କେଉଁ ଖେଳାଳି ଭଲ ଲାଗନ୍ତି, ସେ ହାର୍ଦ୍ଧିକ ପାଣ୍ଡ୍ୟାଙ୍କ ନାମ କହିଥିଲେ । ଏଥିପାଇଁ ସୋସିଆଲ ମିଡିଆରେ ଏକ ଝଡ ଆସିଗଲା ।

Image courtesy: Google

ସୋସିଆଲ ମିଡିଆରେ ହାର୍ଦ୍ଧିକ ପାଣ୍ଡ୍ୟାଙ୍କ ଫ୍ୟାନ୍ସ ମାନେ କହୁଛନ୍ତି ତାଙ୍କୁ ରକୁଲପ୍ରୀତଙ୍କ ସହିତ ବିବାହ କରିନେବା ଉଚିତ କିନ୍ତୁ ଜଣା ନାହିଁ ହାର୍ଦ୍ଧିକ ପାଣ୍ଡ୍ୟା ହଁ କରୁଛନ୍ତି କି ନାହିଁ । ଯଦି ହଁ କରନ୍ତି ତେବେ ଜଲଦି ହାର୍ଦ୍ଧିକ ପାଣ୍ଡ୍ୟା ବିବାହ କରି ପାରିବେ । ହାର୍ଦ୍ଧିକ ପାଣ୍ଡ୍ୟା ତ ବଲିଉଡ ସେଲିବ୍ରିଟିଙ୍କ ସହିତ ମିଶି କରି ରୁହନ୍ତି କାରଣ ତାଙ୍କୁ ଅଧିକାଂଶ ସେଲିବ୍ରିଟିଙ୍କ ସହିତ ଦେଖାଯାଏ । ଆପଣଙ୍କୁ ଜଣାଥିବ କି ହାର୍ଦ୍ଧିକ ପାଣ୍ଡ୍ୟା ଏବେ ନ୍ୟୁଜିଲ୍ୟାଣ୍ଡ ରେ ହେଉଥିବା ମ୍ୟାଚରେ ବ୍ୟସ୍ତ ଅଛନ୍ତି ତେବେ ଇଣ୍ଟରଭ୍ୟୁ ପରେ ହାର୍ଦ୍ଧିକ ପାଣ୍ଡ୍ୟାଙ୍କ ତରଫରୁ କୌଣସି କମେଣ୍ଟ ଆସି ନାହିଁ  ।

Image courtesy: Google

ଆପଣଙ୍କୁ ଯଦି ଆମର ଏହି ପୋଷ୍ଟ ପସନ୍ଦ ଆସିଲା ଆମ ପେଜକୁ ଲାଇକ ଓ ସେୟାର କରନ୍ତୁ । ଆମେ ଆପଣଙ୍କ ପାଇଁ ଏମିତି ପୋଷ୍ଟ ଲଗାତାର ଆଣି ଆସିବୁ ।