ବିବାହର ଏତେ ବର୍ଷ ପରେ ରାଜ କୁନ୍ଦ୍ରାଙ୍କ ଠାରୁ ଡିଭୋର୍ସ ନେବାକୁ ଚାହୁଁଛନ୍ତି ଶିଳ୍ପା ଶେଟ୍ଟୀ,କହିଲେ ମା’ ଏସବୁ ମୁଁ…

ବଲିଉଡର ଅଭିନେତ୍ରୀ ଶିଲ୍ପା ଶେଟ୍ଟୀଙ୍କର ନାମ ଆସିବା ମାତ୍ରେ ହିଁ ଆମ ସାମ୍ନାରେ ତାଙ୍କର ଫିଟନେସର ଛବି ଆସିଥାଏ । ଶିଳ୍ପା ନିଜର ଫିଟନେସକୁ ନେଇ ବହୁତ ପଜେସିବ ଅଟନ୍ତି । କହିବାକୁ ଗଲେ ସେ ବର୍ତ୍ତମାନ ଆଉ ଫିଲ୍ମରେ କାମ କରୁ ନାହାନ୍ତି, କିନ୍ତୁ ଡ୍ୟାନ୍ସିଙ୍ଗ ଶୋରେ ସେ ଅଂଶ ଗ୍ରହଣ କରିଥାନ୍ତି । ଶିଳ୍ପାଙ୍କୁ ଡ୍ୟାନ୍ସ ବହୁତ ପସନ୍ଦ ଅଟେ । ସେ ବହୁତ ଭଲ ଡାନ୍ସ ବି କରନ୍ତି । ଯେଉଁଥିପାଇଁ ସେ ଏକ ଡ୍ୟାନ୍ସ ରିୟାଲିଟି ଶୋ ରେ ଜଜ ବି ରହିଛନ୍ତି । କିନ୍ତୁ ଆଜି ଆମେ ଶିଳ୍ପାଙ୍କର ଏକ ବଡ ବୟାନ ବିଷୟରେ କଥା ହେବୁ ।

ମୁଁ ରାଜ କୁନ୍ଦ୍ରାଙ୍କ ଠାରୁ ଡିଭୋର୍ସ ନେବାକୁ ଚାହୁଁଛି – ଶିଳ୍ପା ଶେଟ୍ଟୀ

ସୁପର ଡ୍ୟାନ୍ସର ସେଟ ଉପରେ ଯେତେବେଳେ ଶିଳ୍ପା ପହଞ୍ଚିଲେ ତେବେ ତାହା ପୂର୍ବରୁ ଅନୁରାଗ ଓ ଗୀତା ତାଙ୍କ ସହିତ ଥଟ୍ଟା କରିବା ପାଇଁ ଚିନ୍ତା କରିନେଲେ । କହିବାକୁ ଗଲେ ଯେତେବେଳେ ଶିଳ୍ପା ଷ୍ଟେଜ ଉପରେ କୌଣସି କାମରେ ବ୍ୟସ୍ତ ଥିଲେ ତେବେ ଅନୁରାଗ ବାସୁ ତାଙ୍କର ଫୋନରୁ ତାଙ୍କ ମା’ଙ୍କୁ ମ୍ୟାସେଜ କରିଦେଲେ କି, ମୁଁ ରାଜ କୁନ୍ଦ୍ରାଙ୍କ ଠାରୁ ଡିଭୋର୍ସ ନେବାକୁ ଯାଉଛି । ଏହା ପରେ ଶିଳ୍ପା ଶେଟ୍ଟୀଙ୍କର ମା’ ସଙ୍ଗେ ସଙ୍ଗେ ନିଜ ଝିଅକୁ ଫୋନ କରିଲେ । କିନ୍ତୁ ସେତେବେଳ ପର୍ଯ୍ୟନ୍ତ ଶିଳ୍ପାଙ୍କୁ ଏହା ବିଷୟରେ କିଛି ବି ଜଣା ନ ଥିଲା ।

ମା’ ଶିଳ୍ପାଙ୍କୁ ଗାଳି କଲେ

ଶିଳ୍ପାଙ୍କୁ ଫୋନ କରି ତାଙ୍କ ମା ପ୍ରଥମେ ଗାଳି କରିଲେ ଓ କହିଲେ କି ଏହା ସବୁ କଣ ଚାଲିଛି ? ଶିଳ୍ପା କିଛି ବି ବୁଝି ପାରିଲେ ନାହିଁ । ଏହା ପରେ ମାମଲା ଅଧିକ ଖରାପ ନ ହୋଇଯାଉ, ସେଥିପାଇଁ ଅନୁରାଗ ଓ ଗୀତା ଶିଳ୍ପାଙ୍କୁ ସବୁ କହିଦେଲେ । ଯାହା ପରେ ଏହି ମାମଲାଟି ଶାନ୍ତ ହୋଇଗଲା, ନ ହେଲେ ଶିଳ୍ପାଙ୍କର ମା’ ବହୁତ ରାଗି ଯାଇଥିଲେ ଓ ସେ ଟେନସନରେ ବି ଆସି ଯାଇଥିଲେ ।

ଶିଳ୍ପା ନିଜ ମା’ଙ୍କୁ କହିଲେ ସବୁ କଥା

ଶିଳ୍ପାଙ୍କୁ ଯେତେବେଳେ ଜଣା ପଡିଲା କି ଏହା ସବୁ ଅନୁରାଗ ବାସୁଙ୍କର କାମ ଅଟେ, ତେବେ ସେ ନିଜର ମା’ଙ୍କୁ କହିଲେ କି ଯେତେବେଳେ ଆଗକୁ ଯଦି କେବେ ବି ଏହିଭଳି ମ୍ୟାସେଜ ଆସିବ କି ମୁଁ ଗର୍ଭବତୀ ଅଛି କିମ୍ବା ମୁଁ ଡିଭୋର୍ସ ନେବାକୁ ଯାଉଛି, ତେବେ ଆପଣ ବିଶ୍ଵାସ କରିବେ ନାହିଁ ଓ ବୁଝିଯିବେ କି ଏହି ସବୁ ମ୍ୟାସେଜ ଅନୁରାଗଙ୍କ ଦ୍ଵାରା କରାଯାଇଛି ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।