ଦିଲ୍ଲୀର DTC ବସରେ ଝିଅଟିର ଡ୍ୟାନ୍ସକୁ ନେଇ ହେଲା ବିବାଦ, ଦେଖନ୍ତୁ ଭାଇରାଲ ଭିଡିଓ

କହିବାକୁ ଗଲେ ଦେଶର ରାଜଧାନୀ ଦିଲ୍ଲୀରେ ଦିଲ୍ଲୀ ପରିବହନ ନିଗମ ବସରେ ଏକ ଯୁବତୀର ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଏହି ଭିଡିଓରେ ଯୁବତୀ ଜଣକ ବସରେ ସପନା ଚୌଧରୀଙ୍କ ଗୀତରେ ଡ୍ୟାନ୍ସ କରୁଛି ।

ଆଶ୍ଚର୍ଯ୍ୟକର କଥା ଏହା ଅଟେ କି ଏହି ଭିଡିଓରେ ବସର କଂଡକ୍ଟର ଓ ମାର୍ଶଲ ବି ନଜର ଆସୁଛନ୍ତି । ଯିଏକି ଯୁବତୀ ସହ ମଜା ନେଉଛନ୍ତି । ଏହି ଭିଡିଓ ଭାଇରାଲ ହେବା ପରେ ସେହି କଂଡକ୍ଟର ଓ ମାର୍ଶଲ ବିରୁଦ୍ଧରେ କାର୍ଯ୍ୟକାରୀ କରାଯାଉଛି । କିନ୍ତୁ ଯୁବତୀର ଭିଡିଓକୁ ଲୋକମାନେ ବହୁତ ପସନ୍ଦ ବି କରୁଛନ୍ତି ।

DTC ବସରେ ଯୁବତୀ କରିଲା ଡ୍ୟାନ୍ସ

ସୋସିଆଲ ମିଡିଆରେ ଏହି ଭିଡିଓଟି ୧୨ ଜୁଲାଇରେ ପୋଷ୍ଟ କରା ଯାଇଥିଲା । ପ୍ରଥମେ ଏହି ଭିଡିଓରେ ଯୁବତୀ ଜଣକ ବସ ଭିତରେ ଡ୍ୟାନ୍ସ କରୁଛି । ଏହା ପରେ ସେ ବସ ବାହାରକୁ ଆସି ଡ୍ୟାନ୍ସ କରୁଛି । ଭିଡିଓରେ ଯୁବତୀ ସହିତ ଏକ ମାର୍ଶଲ ମ୍ୟାନ ବି ଅଛି । ଯିଏକି ଏକ ହୋମ ଗାର୍ଡ ଅଟେ । ଯାହା ପରେ କିଛି ଲୋକମାନେ ଏହି ଭିଡିଓ ଉପରେ ଆପତ୍ତି କରୁଛନ୍ତି ।

୭୪୦ ନମ୍ବର ବସରେ ଯୁବତୀ ଜଣକ ଲଗାଇଲା ଠୁମକା

ଭିଡିଓ ସାମ୍ନାକୁ ଆସିବା ପରେ ଏହାର ଯାଞ୍ଚ କରାଯାଉଛି । ଯେଉଁଥିରେ ଜଣା ପଡିଲା କି ଏହି ବସ ୭୪୦ ନମ୍ବର ରାସ୍ତାରେ ଚାଲିଥାଏ । ଯାହାକୁ ସେହି ଦିନ ସେହି ରାସ୍ତାରୁ ଅଲଗା ସ୍ଥାନକୁ ନିଆ ଯାଇଥିଲା ଓ ସେଠି ଏହି ଯୁବତୀ ଜଣକ ଡ୍ୟାନ୍ସ କରିଥିଲା । ଏହି ଭିଡିଓରେ ଜଣେ ସ୍ଟାଫ ବି ଦେଖାଯାଉଛି, ଯେଉଁଥିପାଇଁ ତାହା ଉପରେ କାର୍ଯ୍ୟକାରୀ କରାଯିବ ।

କିଏ ଅଟେ ଏହି ଯୁବତୀ ?

ଭାଇରାଲ ଭିଡିଓର ଯେତେବେଳେ ଯାଞ୍ଚ କରାଗଲା ତେବେ ଡ୍ୟାନ୍ସ ଭିଡିଓ ବାଲା ଯୁବତୀ ପ୍ରାୟତଃ ଏହିଭଳି ଭିଡିଓ ସୁଟ କରିଥାଏ । ଯାହାକୁ ସେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଅପଲୋଡ କରିଥାଏ ।

କହିଦେଉଛୁ କି ସେ ପୂର୍ବରୁ ଏହିଭଳି ଦିଲ୍ଲୀର ମେଟ୍ରୋରେ ବି ଡ୍ୟାନ୍ସ କରି ଭିଡିଓ କରିଥିଲା । ଯାହାକୁ ବି ସୋସିଆଲ ମିଡିଆରେ ବହୁତ ପସନ୍ଦ କରାଯାଉଛି । କିନ୍ତୁ DTC ବସ ବାଲା ଭିଡିଓ ଆଇନ ବିରୁଦ୍ଧ କାର୍ଯ୍ୟକଳାପ ଅଟେ । କାରଣ ବିନା ମଞ୍ଜୁରୀରେ ଯାତ୍ରୀମାନଙ୍କର ପରିବହନରେ ଶୁଟିଙ୍ଗ କରାଯାଇ ପାରିବ ନାହିଁ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।