ନିଜ ପ୍ରଥମ ସ୍ବାମୀଙ୍କ ଠାରୁ ଡିଭୋର୍ସ ନେଇଥିବା ଲୋକପ୍ରିୟ ଓଡିଆ ଅଭିନେତ୍ରୀ, 2 ନମ୍ବର ହିରୋଇନ ସମସ୍ତଙ୍କ ଫେବ୍ରେଟ

ଓଲିଉଡ ଇଣ୍ଡଷ୍ଟ୍ରିରେ କମ କରୁଥିବା କଳାକାର ମାନଙ୍କୁ କିଏ ବା ନ ଜାଣିଛନ୍ତି । ସେମାନେ ନିଜର ସାନଦାର ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି ।

ଆଜିକା ଡେଟରେ ବଲିଉଡ ଠାରୁ ଓଲିଉଡ ଜଗତର କଳାକାର ମାନେ କିଛି କମରେ ନାହାନ୍ତି । କିଛି କଳାକାର ମାନେ ପ୍ରେମ କରି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଓ ବେଶ ଖୁସିରେ ଜୀବନ ଅତିବାହିତ କରୁଛନ୍ତି । କିନ୍ତୁ ଏମିତି କିଛି ଓଡିଆ କଳାକାର ଅଛନ୍ତି ଯେଉଁ ମାନେ ପ୍ରେମ ମ୍ୟାରେଜ କରି ସବୁ ଦିନ ପାଇଁ ନିଜ ପାର୍ଟନର ଠାରୁ ଅଲଗା ହୋଇ ଯାଇଛନ୍ତି । ତେବେ ଆସନ୍ତୁ ଜାଣିବା ସେହି କଳାକାର ମାନେ କିଏ ଅଟନ୍ତି ।

“ବର୍ଷା ପ୍ରିୟଦର୍ଶିନୀ” : ଓଡିଆ ଇଣ୍ଡଷ୍ଟ୍ରିର କୁଇନ ଭାବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଖୁବ ଲୋକପ୍ରିୟ ହୋଇ ପାରିଛନ୍ତି । ନିଜର ସୁନ୍ଦର ଅଭିନୟ ଦ୍ଵାରା ସେ ଅନେକ ଓଡିଆ ଚଳଚ୍ଚିତ୍ରରେ ଅଭିନୟ ଅକରିଛନ୍ତି । ସେ ୨୦୧୪ରେ ଅଭିନେତା ଅନୁଭବ ମହାନ୍ତିଙ୍କୁ ପ୍ରେମ ବିବାହ କରିଥିଲେ । କିନ୍ତୁ ବର୍ତ୍ତମାନ ଦୁହେଁ ପରସ୍ପର ଠାରୁ ଅଲଗା ହେବାକୁ ଯାଉଛନ୍ତି ।

“ରଚନା ବାନାର୍ଜୀ” : ଓଡିଆ ଚଳଚିତ୍ରରେ ଅଭିନେତ୍ରୀ ରଚନା ବାନାର୍ଜୀ ନିଜର ଜବରଦସ୍ତ ପର୍ଫୋମାଂସ ଦେଇ ଖୁବ ଲୋକପ୍ରିୟ ହୋଇ ପାରିଥିଲେ । ସେ ୨୦୦୩ରେ ଅଭିନେତା ସିଦ୍ଧାର୍ଥ ମହାପାତ୍ରଙ୍କୁ ପ୍ରେମ ବିବାହ କରିଥିଲେ । କିନ୍ତୁ ଦୁହିଙ୍କ ମଧ୍ୟରେ ମନାନ୍ତର ଯୋଗୁ ଦୁହେଁ ୨୦୦୪ରେ ଅଲଗା ହୋଇ ଯାଇଥିଲେ ।

“ଅନୁ ଚୌଧୁରୀ” : ଓଡିଆ ଇଣ୍ଡଷ୍ଟ୍ରିରେ ଅଭିନେତ୍ରୀ ଅନୁ ଚୌଧୁରୀଙ୍କୁ କିଏ ନ ଜାଣିଛନ୍ତି । ସେ ଅନେକ ହିଟ ଫିଲ୍ମରେ କମ କରି ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଘର କରି ପାରିଛନ୍ତି । ସେ ୨୦୦୬ରେ ସନ୍ଦିପ ମିଶ୍ରଙ୍କୁ ପ୍ରେମ କରି ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । କିନ୍ତୁ ଦୁହିଙ୍କ ମଧ୍ୟରେ ମତାନ୍ତର ସୃଷ୍ଟି ହେବାରୁ ଦୁହେଁ ୨୦୧୨ରେ ପରସ୍ପର ଠାରୁ ଅଲଗା ହୋଇ ଯାଇଥିଲେ ।

“କୋୟଲ ବାନାର୍ଜୀ” : ବଙ୍ଗାଳୀ ନାୟିକା କୋୟଲ ବାନାର୍ଜୀ ଓଡିଆ ସିନେମାରେ ଅଭିନୟ କରି ବେଶ ଲୋକପ୍ରିୟତା ହାସଲ କରି ପାରିଥିଲେ ।  ୨୦୧୨ରେ ଅଭିନେତା ବବି ମିଶ୍ରଙ୍କୁ ପ୍ରେମ କରି ବିବାହ କରିଥିଲେ । କିନ୍ତୁ ଦୁହିଙ୍କ ମଧ୍ୟରେ କୌଣସି ମତାନ୍ତର ହେବାରୁ ଦୁହେଁ ୨୦୨୧ରେ ପରସ୍ପର ଠାରୁ ଅଲଗା ହୋଇଥିଲେ ।

“ପ୍ରିୟା ଚୌଧୁରୀ” : ଓଡିଆ ଚଳଚିତ୍ର “ରୁମକୁ ଝୁମାନା”, “ଅଭିମନ୍ୟୁ” ଆଦି ଚଳଚିତ୍ରରେ ଅଭିନୟ କରି ଅଭିନେତ୍ରୀ ପ୍ରିୟା ଖୁବ ଚର୍ଚ୍ଚାରେ ରହିଥିଲେ । ସେ ୨୦୧୩ରେ ଦୂର୍ଗା ପ୍ରସାଦ ମିଶ୍ରଙ୍କୁ ପ୍ରେମ ବିବାହ କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଦୁହେଁ ଅଲଗା ହୋଇ ଯାଇଥିଲେ ।

“ଉଶ୍ବସୀ ମିଶ୍ର” : ଓଡିଆ ସିନେମାରେ ଅନେକ ଚଳଚିତ୍ରରେ ଅଭିନୟ କରି ଲୋକପ୍ରିୟ ହୋଇଥିବା ଅଭିନେତ୍ରୀ ଉଶ୍ବସୀ ମିଶ୍ରଙ୍କୁ କିଏ ନ ଜାଣିଛନ୍ତି । ସେ ୨୦୦୯ରେ ନିଜର ବନ୍ଧୁ ରତନ ଲକ୍ଷ୍ମଣଙ୍କୁ ପ୍ରେମ ବିବାହ କରିଥିଲେ ମଧ୍ୟ ୨୦୧୯ରେ ଦୁହେଁ ଅଲଗା ହୋଇ ଯାଇଥିଲେ । ବନ୍ଧୁଗଣ ଆମର ଏହି ଲେଖାଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ । ଧନ୍ୟବାଦ