ଗୋଟେ ସ୍ତ୍ରୀର କରୁଣ କାହାଣୀ, ମତେ ମୋ ସ୍ଵାମି ରାତିରେ ଉ-ଲ-ଗ୍ନ କରି ଭିଡିଓ ବନାନ୍ତି ଓ ଭା-ଇ-ରା-ଲ କରିଦେବେ କହୁଛନ୍ତି, ପୁରା ଘଟଣା ଜାଣିଲେ ଆପଣଙ୍କ ହୋସ ଉଡିଯିବ, ଦେଖନ୍ତୁ Video

ସାତ ଜ-ନ୍ମ-କୁ ସାଥି ହୋଇ ରହିବାକୁ ଶ-ପ-ଥ ନେଇ ଦୁହେଁ ବାହା ହୋଇଥିଲେ । ସବୁ ସୁ-ଖ ଦୁଃ-ଖ-ରେ ସ୍ବା-ମୀ ସ୍ତ୍ରୀ ଛିଡ଼ା ହେବେ ବୋଲି କଥା ମଧ୍ୟ ଦେଇଥିଲେ, ହେଲେ ସାତ ଜ-ନ୍ମ ତ ଦୂରର କଥା ବାହାଘରର ୫ ବର୍ଷ ପରେ ସ୍ବା-ମୀ ଦେ-ଖା-ଇ-ଲା ତାର ଅ-ସ-ଲ ରୂ-ପ । ସ୍ବା-ମୀ-କୁ ଦେ-ବ-ତା ଭାବୁଥିବା ସ୍ତ୍ରୀ ଦେଖିଲା ତାର ନ-ର -ରୂ-ପି ରା-କ୍ଷ-ସ ରୂ-ପ ।

ପ-ତ୍ନୀ ର ଉ-ଲ-ଗ୍ନ ଫ-ଟୋ ଏବଂ ଭି-ଡି-ଓ ଉ-ତ୍ତୋ-ଳ-ନ କରି ଭା-ଇ-ରା-ଲ କରିବାକୁ ଧ-ମ-କ ଦେ-ଲା ସ୍ଵା-ମୀ । ଯାଜପୁର କୁଆଖିଆ ଅଞ୍ଚଳରୁ ଆସିଛି ଏପରି ଏକ ଲ-ଜ୍ଜା ଜ-ନ-କ ଘ-ଟ-ଣା । ପ-ତ୍ନୀର ଭି-ଡି-ଓ ଭା-ଇ-ରା-ଲ କରିବାକୁ ଧ-ମ-କ ଦେଇ ସ୍ବା-ମୀ ଗି-ର-ଫ ହେଲା । ଏହି ଘ-ଟ-ଣା ଯାଜପୁର ଜିଲ୍ଲା କୁଆଖିଆ ଥା-ନା ଅର୍ନ୍ତଗତ ଅଞ୍ଚଳରେ ଚ-ର୍ଚ୍ଚା-ର ବି-ଷ-ୟ ପାଲଟିଛି । ଖ-ବ-ର ଅନୁଯାୟୀ କୁଆଖିଆ କେଉତଲ ନୂଆ ଗ୍ରାମର ଜଣେ ଯୁ-ବ-ତୀ ମାନପୁର ଗ୍ରାମର ଜଣେ ଯୁ-ବ-କ ଲୋକନାଥ ପଣ୍ଡାଙ୍କ ପୁଅ ସୁବ୍ରତ ପଣ୍ଡାଙ୍କୁ ୨୦୧୬ ମସିହାରେ ବି-ବା-ହ କରିଥିଲେ ।

ତେବେ ବିବାହର କିଛି ମାସ ଭଲରେ ଚାଲିବା ପରେ ସ୍ବା-ମୀ ସୁବ୍ରତ ମ-ଦ୍ୟ-ପା-ନ କରି ପ-ତ୍ନୀଙ୍କ ଉ-ପ-ରେ ଅ-ତ୍ୟା-ଚା-ର କରିଥିଲେ । ଏପରିକି ସେ ତାଙ୍କୁ ମା-ଡ-ପି-ଟ କ-ରି-ବା- ପରେ ମଧ୍ୟ ଉ-ଲ-ଗ୍ନ କ-ରି ଫ-ଟୋ ଉ-ଠା-ଉ ଥିଲା । ମ-ହି-ଳା ଜଣକ ଏବେ ତାଙ୍କର ଭାଈର ବି-ବା-ହ ପାଇଁ ବାପ ଘରକୁ ଆସିଥିବା ବେଳେ, ସୁବ୍ରତ ପ-ତ୍ନୀ ଘରକୁ ଆସି ମା-ଡ-ପି-ଟ୍ କ-ରି-ଥି-ଲା ଏବଂ ପୂର୍ବରୁ ତାର ଉ-ଠା-ଇ-ଥି-ବା ଅ-ଶ୍ଳୀ-ଳ ଭି-ଡି-ଓ କୁ ଭା-ଇ-ରା-ଲ କରିଦେବ ବୋଲି ଧ-ମ-କ ଦେଇଥିଲା ।

ଯେତେବେଳେ ମ-ହି-ଳା ଜଣକୁ ଏହି ବିଷୟରେ ପଚରା ଗଲା ସେ ଏମିତି କିଛି ବୟାନ ରଖିଥିଲେ । ଯେତେବେଳେ ମୁଁ ତାଙ୍କ ନାଁ ରେ ଏଫ୍- ଆଇ-ଆର୍ ଦେଲି ସେତେବେଳେ ସେଇଠି କେବଳ ମୋ ଶ୍ବଶୁର ଏବଂ ସ୍ବା-ମୀ ଆସିଛନ୍ତି, ମୋ ଶା-ଶୁ ଆସି ନାହାନ୍ତି । ଯାହାକୁ ନେଇ ମ-ହି-ଳା ଜଣକ କୁଆଖିଆ ଥା-ନା-ରେ ଅ-ଭି-ଯୋ-ଗ କରିବା ପରେ ସ୍ବା-ମୀ ସୁବ୍ରତଙ୍କୁ ଗି-ର-ଫ କରି କୋ-ର୍ଟ ଚା-ଲା-ଣ କ-ରି-ଛି ।

କେବଳ ମୋ ସ୍ବା-ମୀ ଗି-ର-ଫ ହୋ-ଇ-ଛ-ନ୍ତି, ଆଉ କାହା ପ୍ରତି କୈାଣସି ପ-ଦ-କ୍ଷେ-ପ ନିଆ ଯାଇନାହିଁ । ଯେତେବେଳେ ମୋ ସ୍ବା-ମୀ ମତେ ୪ ବର୍ଷ ଧରି ମତେ ନି-ର୍ଯା-ତ-ନା, ଅ-ତ୍ୟା-ଚା-ର କ-ରୁ-ଥି-ଲେ ସେତେବେଳେ ଏହି କଥା ସମସ୍ତେ ଜାଣନ୍ତି କିନ୍ତୁ କେହି ପା-ଟି ଖୋ-ଲ-ନ୍ତି ନାହିଁ ସ-ବୁ ଜାଣି ମଧ୍ୟ । ଯେତେବେଳେ ମତେ ୪ ବର୍ଷ ଧରି ଅ-ତ୍ୟା-ଚା-ର, -ର୍ଯା-ତ-ନା ଦିଆ ଯାଇଥିଲା ମୁଁ ଏହି କଥା ସମସ୍ତଙ୍କୁ ଜଣାଇଥିଲି ।

ସେମାନେ ତାଙ୍କ ସହ ସାଥ ଦେଇଥିବାରୁ ସେମାନଙ୍କ ପ୍ରତି ମଧ୍ୟ କୈାଣସି ପ-ଦ-କ୍ଷେ-ପ ନିଆ ଯାଇନାହିଁ । ନିଜ ସ୍ତ୍ରୀର ଅ-ଶ୍ଳୀ-ଳ ଫ-ଟୋ, ଭି-ଡି-ଓ କେହି ଭା-ଇ-ରା-ଲ୍ କରିବାକୁ ଚିନ୍ତା ମଧ୍ୟ କରନ୍ତି ନାହିଁ, ଯାହା ଅତି ଘୃ-ଣ୍ୟ ଏବଂ ଦ-ଣ୍ଡ-ନୀ-ୟ ଅ-ପ-ରା-ଧ । ସେଥିପାଇଁ ଏହା ପ୍ରତି ଏମିତି କିଛି ପ-ଦ-କ୍ଷେ-ପ ନିଆ ଯାଉ ଯାହା ଭବିଷ୍ୟତରେ କୈାଣସି ଝିଅର ଏପରି ଅ-ସୁ-ବି-ଧା କଥା କେହି ସ୍ବ-ପ୍ନ-ରେ ମଧ୍ୟ ଭାବିବେ ନାହିଁ । ତା ହେଲେ ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କ-ମେ-ଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।